News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ହାତୀ ଆକ୍ରମଣ ଜନିତ ମୃତ୍ୟୁ କ୍ଷତିପୂରଣ ଟଙ୍କା ହଡ଼ପ ପାଇଁ ଚକ୍ରାନ୍ତ!

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଅମାନବୀୟ ଘଟଣା, ସ୍ୱାମୀର ହାତୀ ଆକ୍ରମଣରେ ମୃତ୍ୟୁପରେ କ୍ଷତିପୂରଣ ଟଙ୍କା ହଡପ ପାଇଁ ହୋଇଛି ମହାଚକ୍ରାନ୍ତ । ଖବରରୁ ପ୍ରକାଶ ଯେ , ଗତ ସେପ୍ଟେମ୍ବର ୮ ତାରିଖରେ ହିନ୍ଦୋଳ-ବ୍ଲକ ଗଲାପଡା ପଂଚାୟତ କୋଠାଳୁ ଗ୍ରାମର ରଣଜିତ

ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବି

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ପୀଠ କପିଳାସ ଠାରୁ ସାଇଆଶ୍ରମ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦୁଇଟି ରାସ୍ତା କଡରେ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି । ଏହି ଶୁଖିଲା ଗଛ

ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ; ଜଣେ ଶିକ୍ଷକଙ୍କୁ ୧୩୬ ଛାତ୍ରଛାତ୍ରୀ, ଶ୍ରେଣୀ ଗୃହରେ ତାଲା

ଢେଙ୍କାନାଳ ଜିଲ୍ଲାରେ ଗୁୂଣାତ୍ମକ ଶିକ୍ଷାକୁ ନେଇ ଶିକ୍ଷା ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ତାହା ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟର ଶୋଚନୀୟ ଅବସ୍ଥାକୁ ଦେଖିଲେ ଜଣାପଡୁଛି ।ସରକାରଙ୍କ ୫ଟି ଯୋଜନାରେ କାର୍ଯ୍ୟ ଚାଲିଥିବା ବେଳେ ଶ୍ରେଣୀ ଗୃହରେ ତାଲା ଝୁଲୁଥିବା

ଭୁଶୁଡ଼ିଲା ନିର୍ମାଣଧୀନ ହାଇସ୍କୁଲ ଛାତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚିରୁଳେଇ ଗ୍ରାମର ସୁଦର୍ଶନ ବିଦ୍ୟାଭବନରେ ରାଜ୍ୟ ସରକାରଙ୍କର ହାଇସ୍କୁଲ ରୂପାନ୍ତରଣ ପାଇଁ ଉନ୍ନତିକରଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ସ୍କୁଲ ଘର କାନ୍ଥ ଓ ଛାତ ଭୁଶୁଡ଼ି ପଡିଛି । ନିର୍ମାଣ କାମ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ପୁରୁଣା କାନ୍ଥ ଉପରେ ଛାତ

ଆବାସ ଅପେକ୍ଷାରେ ସରୋଜିନୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ବିଧବା ମହିଳା ସରୋଜିନୀ ଘଡେଇ (୩୮) ସ୍ୱାମୀ ଦୀର୍ଘ ୯ ବର୍ଷ ହେଲା ମୃତ୍ୟୁ ବରଣ କଲେଣି। ତାଙ୍କର ଦୁଇଟି ପୁଅ ଙ୍କୁ କାମ କରି ଯାହା ଦୁଇ ପଇସା ଆଣନ୍ତି ସେଥିରେ ପାଠ ପଢ଼ାନ୍ତି ସରୋଜିନୀ। ୫ ବର୍ଷ ହେଲା ଦରଖାସ୍ତ

ଏକ ମାତ୍ର ରୋଜଗାରିଆ ପୁଅ ଏବେ ଖୋଜୁଛି ସାହାରା

ରୋଜଗାରିଆ ଏକ ମାତ୍ର ପୁଅକୁ ମୁଲ ମଜୁରୀ କରି ବହୁ କଷ୍ଟ ରେ ଉଚ୍ଚ ଶିକ୍ଷିତ କରିଥିଲେ ବାପା ମା , କିନ୍ତୁ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସମୟରେ ପୁଅର ୨ ଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ତେଣୁ ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟକ ପାଇଁ ଆକୁଳ ନିବେଦନ କରିଛନ୍ତି ବାପା

ମହାବିରୋଡ଼ ଡାକ୍ତରଖାନାର ଦୂରାବସ୍ଥା, ବିନା କର୍ମଚାରୀରେ ଚାଲିଛି ମେଡିକାଲ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ଠାରେ ୧୯୭୨ ମସିହାରୁ ସ୍ଥାପିତ ଏକ ସରକାରୀ ଡାକ୍ତରଖାନା ରହିଛି ।ଏହି ଡ଼ାକ୍ତରଖାନାକୁ ଦୀର୍ଘ ଦିନ ଧରି ଆବଶ୍ୟକୀୟ କର୍ମଚାରୀ ଆସୁନଥିବାରୁ ରୋଗୀ ମାନେ ଅନେକ ହିନସ୍ତା ଭୋଗୁଛନ୍ତି । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ

ମନରେଗା ମଜୁରୀ ନପାଇ ଶ୍ରମିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନାଗିଆପଶିରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର କାଜୁ ପ୍ଲାଣ୍ଟେସନରେ କାର୍ଯ୍ୟକରୀ ଶ୍ରମିକ ମାନେ ତିନି ମାସର ପ୍ରପ୍ୟ ନପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସେହି ଜମିରେ ଗ୍ରାମର ଚିନ୍ମୟ ସେଠୀ,ପବିତ୍ର ଦାସ,ଗଣେଶ ବର ସାମଲ ,କାଳନ୍ଦୀ ପ୍ରଧାନ

ଦିଗହରା ଗ୍ରାମାଂଚଳ ପାଇଖାନା ଯୋଜନା

ଢେଙ୍କାନାଳ ଜିଲ୍ଲାରେ ଗ୍ରାମାଂଚଳ ପାଇଖାନା ଯୋଜନା ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି । ପାଣିର ଅଭାବ ଏବଂ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ହଜାର ହଜାର ପାଇଖାନା ବ୍ୟବହାର ଯୋଗ୍ୟହୋଇପାରୁ ନାହିଁ । ଅବ୍ୟହୃତ ହୋଇପଡ଼ିଥିବା ପାଇଖାନା ଘରେ ଗ୍ରାମାଂଚଳର ଲୋକେ ଘସି , ଜାଳ ଆଦି ସାଇତି ରଖୁଛନ୍ତି ।

ଅଳ୍ପ ମୋରମ ପକାଇ ଠକିଦେଲା ଠିକାଦାର

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ଆସୁଛି , କିନ୍ତୁ ତାହା ସଠିକ୍ ରୂପରେ କାର୍ଯ୍ୟକାରୀ କରାଯାଉନାହିଁ। ଯାହା ଗରିବ ଖଟିଖିଆ ଲୋକ ହଇରାଣ ହେଉଛନ୍ତି। ରାସ୍ତା ହେଉ କି ପୋଖରୀ କିମ୍ବା ମାଟି କେନାଲ ଯାହା ସବୁ ମନରେଗା ଯୋଜନାରେ ଆସୁଛି । ଲୋକ ମାନେ
error: Content is protected !!