News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ପି ଡି ଏସ ଚାଉଳ ଚୋରା ଚାଲାଣ ବେଳେ ମାଡ଼ି ବସିଲା ନିହଲପ୍ରସାଦ ପୋଲିସ୍

ଢ଼େଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ପିଡିଏସ ଚାଉଳ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଥାନା ପୋଲିସ ଦ୍ୱାରା ଏକ ଚାଉଳ ବୋଝେଇ ଟ୍ରକ ଜବତ୍ ହୋଇଛି । ଏ ଅଞ୍ଚଳ ବାସୀଙ୍କୁ ଚକିତ କରିଛି। ଗଁଡିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ବାହାର

ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ମଧୁସାହୁପାଟଣା ଗ୍ରାମର ବାସହୀନ ପରିବାରକୁ ଘରପଟ୍ଟା ପ୍ରଦାନ କରିବାକୁ ଦାବିକରି ବାସହୀନ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ମାନେ ପୂର୍ବରୁ ଜମିପଟ୍ଟା ପାଇଁ ଜିଲ୍ଲା ପାଳଙ୍କ ନିକଟରେ ଆବେଦନ କରିଥିବା ବେଳେ ଏହା ଅନୁମୋଦନ ପାଇଁ

ହିନ୍ଦୋଳ ବ୍ଲକ ରେ ଟଙ୍କା ଦେଲେ ମିଳୁଛି ଆବାସ ଗୃହ

ହିନ୍ଦୋଳ ବ୍ଲକ ଅଂଚଳରେ ଦିନକୁ ଦିନ ଆବାସ ଦୁର୍ନୀତି ବଢ଼ିବାରେ ଲାଗିଛି ।ଏଠି ଗରିବ ହିତାଧିକାରୀ ଟିଏ ଆବାସ ଗୃହ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଧନୀ ଶ୍ରେଣୀର ଲୋକ ବିଭାଗୀୟ ହିତାଧିକାରୀ ଙ୍କୁ ହାତଗୁଂଜା ଦେଇ ହାତେଇ ନେଉଛି ଆବାସ ଗୃହ । ଏ ସମ୍ପର୍କ ରେ ଗରିବ ହିତାଧିକାରୀ ଟିଏ

ରାସ୍ତା ଖୋଳି କଲେ କେନାଲ !

ଭୁବନ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ବାରିଜାଙ୍ଗ ମୌଜାକୁ କେନାଲ ପାଣି ନେବା ନିମନ୍ତେ ଠିକାଦାର ପକ୍ଷରୁ ରାସ୍ତା ଖୋଲା ଯିବା ୩ ମାସ ପରେ ବି ପୋତା ନଯିବାରୁ ପଥଚାରୀ ଗାଡ଼ିରୁ ପଡି କଲବଲ ହେଉଛନ୍ତି । ଏହି ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ

କୋଟପାଳ ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବାକୁ ଦାବି ହୋଇଛି । ସ୍କୁଲ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯାଗ ଅନୁସାରେ ତରଭା ପଞ୍ଚାୟତ କୋଟପାଳ ଗ୍ରାମରେ ଥିବା ପ୍ରାଥମିକ

୫୦୦ ଏକର ଜମି ପଡ଼ିଆ ପଡ଼ିଛି, କେନାଲରେ ପାଣି ନ ଆସିବାରୁ ଚାଷୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ଡ୍ୟାମ ଠାରୁ ଡାହାଣ ପାର୍ଶ୍ଵ କେନାଲ ଦେଇ ଚାଷ ଜମିକୁ ପାଣି ନିଷ୍କାସନ ହେଉଥିବା ବେଳେ ସଠିକ୍ ଅଞ୍ଚଳକୁ ପହଞ୍ଚି ପରୁନାହିଁ ପାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ବସନ୍ତପୁର ପେଟି କେନାଲ ଓ କଙ୍କଡ଼ାହାଡ଼ ପେଟି କେନାଲରେ ।

ଖାଇଗଲେ ଆଠ ଲକ୍ଷ ପଚାଶ ହଜାର ଟଙ୍କା , ଭିଜିଲାନ୍ସ ତଦନ୍ତ ଦାବି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଳକ ଓ ପଞ୍ଚାୟତ ଅର୍ନ୍ତଗତ କନ୍ଧରା ଠାରୁ ସୁନିଆ ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ୍ କର୍ମ ନିଯୁକ୍ତି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଆଠ ଲକ୍ଷ ପଚାଶ ହଜାର

ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ବାପା ଝିଅ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମର ଭିନ୍ନକ୍ଷମ କାମିନୀ ଓଝା ଓ ତାଙ୍କ ବାପା ଜଳଧର ଓଝା , ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି । ସୂଚନା ଥାଉକି , କାମିନୀ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ପରିବାର

ସାହାଯ୍ୟ ଅପେକ୍ଷାରେ କୃଷ୍ଣ

ସାନ୍ଦା ଗ୍ରାମ ପଞ୍ଚାୟତର ବାଲିପଶି ପଡ଼ା ଗ୍ରାମର କୃଷ୍ଣ ସାହୁ ବିଗତ ଦୁଇ ବର୍ଷରୁ ଅଧିକ ସମୟ ହେବ କିଡନୀ ରୋଗରେ ପୀଡିତ ହୋଇ ବ୍ୟୟବହୁଳ ଚିକିତ୍ସା ଭାରରେ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି। ବର୍ତ୍ତମାନ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ସପରିବାର ଆଶା ଓ ଆଶଙ୍କା

ହିନ୍ଦୋଳ ଏନ୍ ଏ ସି ରେ ଭେଣ୍ଡିଙ୍ଗ ଜୋନ କାହା ସ୍ବାର୍ଥରେ ?

ହିନ୍ଦୋଳ ଏନ୍ ଏ ସି ମେଡିକାଲ ଛକ,ଲକ୍ଷ୍ମୀ ବଜାର ଛକ ଓ ଅମଲାପଡା ଠାରେ ହୋଇଥିବା ଭେଣ୍ଡିଙ୍ଗ ଜୋନ ଗୋଡ଼ିକ ଏକ ବର୍ଷ ହେବ କାର୍ଯ୍ୟ ସରିସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭେଣ୍ଡିଙ୍ଗ ଜୋନ ଗୋଡ଼ିକ କୈାଣସି ହିତାଧିକାରୀ ଙ୍କୁ ଦିଆଗଲା ନାହିଁ । ହିନ୍ଦୋଳ ଏନ୍ ଏ ସି ର ମନ ମୁଖୀ କାର୍ଯ୍ୟ ପାଇଁ
error: Content is protected !!