News
WhatsApp Image 2023-10-04 at 17.25.00
samparksetu
Browsing Category

ଅଞ୍ଚଳ ସମସ୍ୟା

ଟଙ୍କିକିଆ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୦ କିଲୋମିଟର

ଢେଙ୍କାନାଳ ଜିଲ୍ଳା ଓଡାପଡା ବକ୍ଲ କାଣ୍ଡବିନ୍ଧା ପଞ୍ଚାୟତ ତାମଣ୍ଡା ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ପିଡିଏସ ଯୋଜନାରେ ଟଙ୍କିକିଆ ଚାଉଳ ପାଇଁ ବୃଦ୍ଧ,ବୃଦ୍ଧା,ନାବାଳକ ମାନଙ୍କୁ ୧୦ କିଲୋମିଟର ଚାଲିବାକୁ ପଡୁଛି । ଖରା,ବର୍ଷା,ଶୀତ କାକର ଏବଂ ବନ୍ୟ ଯନ୍ତୁଙ୍କୁ ଖାତିର ନକରି ଗରିବ ଲୋକମାନେ

ଖାଲଖମାଣ ରେ ଭର୍ତ୍ତି ବାଇପାସରୁ ଷ୍ଟେସନ ବଜାର ରାସ୍ତା

ଢେଙ୍କାନାଳ ସହରର ଅନ୍ୟ ଏକ ପ୍ରବେଶ ପଥ କୋରିଆଁ ବାଇପାସରୁ ଷ୍ଟେସନ ବଜାର ରାସ୍ତା ଅବହେଳିତ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଖାଲଖମାଣ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି । ମାତ୍ର ରାସ୍ତାର ସମ୍ପ୍ରସାରଣ ପାଇଁ ୪କୋଟି ଟଙ୍କା ପଡିରହିଥିଲେ ମଧ୍ୟ କାମ ଆରମ୍ଭ ହେଉନାହିଁ । ପୁର୍ତ୍ତ ବିଭାଗ

ମିଳିପାରୁ ନାହିଁ ଆବାସ ,ଗାଁ ମନ୍ଦିର ପାଲଟିଛି ଆଶ୍ରୟ ସ୍ଥଳୀ

ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତ ବିଲେଇ ଖଳି ଗ୍ରାମରେ ବାସ କରନ୍ତି ବଂଶିଧର ଗଡ଼ନାୟକ (୭୫) ।ତାଙ୍କୁ ଏବେ ଯାଏଁ ମଧ୍ୟ ମିଳି ପାରିନାହିଁ ଆବାସ ।ଏପଟେ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରି ବାହାବାହା ନେଲା ବେଳେ , କନ୍ତାମିଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ

ଲଗାଣ ବର୍ଷାରେ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ ଭୁଷୁଡ଼ିଲା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଭେରୁଣିଆ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ କାମ ଅତି ନିମ୍ନ ମାନରେ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଲଗାଣ ବର୍ଷାରେ ପାଚେରୀ ଭୁଷୁଡ଼ି ପଡ଼ିଛି । ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଭିରୁଣିଆ ଗାଁରେ ଜନ

ରୋଗକୁ ଡାକୁଛି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଶୌଚାଳୟ

ବେସିନ ଠାରୁ ପାଣି ଟ୍ୟାପ । ଚଟାଣରୁ କାନ୍ଥ ସବୁଠି ଧୁଳି, ଅଳନ୍ଧୁରେ ଅପରିଷ୍କାର । ଗନ୍ଧ ଏମିତି ହେଉଛି ଯେ, ନକହିବା ଭଲ । କେହି ଶୌଚ ପାଇଁ ଗଲେ ଶୌଚ ହେବ କ’ଣ ଏପରି ପରିବେଶ ଦେଖି ଶୌଚ ଆପେଆପେ ବନ୍ଦ ହୋଇଯାଉଛି । ସଂକ୍ରମଣ ଭୟ ଗୋଡାଇବା ସହ ବାନ୍ତି ଓକାଳି ଫେରି ଆସିବାକୁ ପଡୁଛି ।

ସରକାରୀ ଯୋଜନାରୁ ବଞ୍ଚିତ ୨ ମହିଳା

ଗରିବ ଲୋକଙ୍କୁ ନାହିଁ ସରକାରୀ ସହାୟତା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ ମିଳୁ ଥିବାବେଳେ ପକୃତ ହିତାଧିକାରୀଙ୍କୁ ନା ମିଳୁଛି ଚାଉଳ ନା ମିଳୁଛି ଆବାସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଳକ କୁସୁମଯୋଡି

ପ୍ରଭାତୀ ଙ୍କ ପାଇଁ ଆବାସ ସାତ ସପନ!

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତ କୁଞ୍ଜବନପୁର ଗ୍ରାମରେ ରହୁଥିବା ପ୍ରଭ।ତୀ ସାହୁ (୫୫) । ଆଜକୁ ଦଶ ବର୍ଷହେବ ବାପା ମାଅ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ।ଗତ ଫନି ବାତ୍ୟାରେ ଘର ଭାଙ୍ଗି ଯାଇଥିବା ରୁ ଏକ ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି

ପୁଷ୍କରିଣୀରୁ ନାମକୁ ମାତ୍ର ପଙ୍କ ଉଦ୍ଧାର

ଗଁଦିଆ ବ୍ଲକର ଏକମାତ୍ର ସରକାରୀ କୃଷି ଫାର୍ମରେ ପୁଷ୍କରିଣୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ନାମକୁ ମାତ୍ର ହୋଇଥିବାର ଜଣାଯାଇଛି । ଉକ୍ତ କୃଷି ଫାର୍ମରେ ଥିବା ପୁଷ୍କରିଣୀଟି ଅନେକ ସମୟରେ କୃଷି କାର୍ଯ୍ୟରେ ପାଣି ଯୋଗାଇ ଥାଏ କିନ୍ତୁ ଦୀର୍ଘଦିନ ଧରି ଉକ୍ତ ପୁଷ୍କରିଣୀଟି ରକ୍ଷଣା ବେକ୍ଷଣ ଅଭାବରୁ

ବସ ଦୁର୍ଘଟଣା ପରେ ପ୍ରଶାସନ ନିରବ, ଡାଇଭର୍ସନ ଫଳକରେ ଅଟକିଛି ୫୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଗତ ଜାନୁଆରୀ ୨୪ ତାରିଖ ଦିନ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳାଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ଦୁର୍ଘଟଣା ପରେ ପ୍ରଶାସନ ତରଫରୁ ଡାଇଭର୍ସନ ମାର୍କର ଲଗାଇ ଦେଇ

ଦୁଇ ଗୋଡ ସହିତ କିଡନୀ ଖରାପ , ତଥାପି ମିଳୁନାହିଁ ସରକାରୀ ସହାୟତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବାଇପାସରେ ରହୁଥିବା ଜନୈକ ବ୍ୟକ୍ତି ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇଥିବା ବେଳେ ତାଙ୍କର କିଡନୀ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ପରେ ମଧ୍ୟ ତାଙ୍କୁ ସରକାରୀସହାୟତା କିମ୍ବା ଟ୍ରାଇ ସାଇକେଲ ଟିଏ ମିଳି ପାରୁନଥିବାର ଜଣାପଡିଛି । ସରକାରଙ୍କ ତରଫରୁ ଅସହାୟ
error: Content is protected !!