News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଟ୍ରକ୍ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଳୀ ବଜାର ଅଞ୍ଚଳ ରୁ ଟ୍ରକ୍ ଚୋରି ହୋଇଥିବା ଭୁବନ ଥାନା ରେ ଅଭିଯୋଗ ହୋଇଛି । ଭୂଷଳ ଗ୍ରାମର ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର ଭୀମ ସେନ ହୋତା ଙ୍କ ପୁଅ କମଲ କୁମାର ହୋତା ଙ୍କ ଗାଡ଼ି କୁ ଭୁବନ

କାମାକ୍ଷାନଗର ରେ ପୁଣି ମାତିଲେ କଳା ପଲସର ଲୁଟେରା,ଲୁଟିନେଲେ ଲକ୍ଷାଧିକ ଟଙ୍କା

କାମାକ୍ଷାନଗର ଥାନା ଅଞ୍ଚଳ ରେ ଲୁଟ ଆତଙ୍କ ର ଅନ୍ତ ହେଉନି l କିଛି ଦିନ ବ୍ୟବଧାନ ରେ ଆଜି ପୁଣି କଳାପଲସର ଗ୍ୟାଙ୍ଗ ଦ୍ୱାରା ଲୁଟ ର ଶିକାର ହୋଇଛନ୍ତି ଦମ୍ପତି l ସୂଚନା ଅନୁସାରେ , କନ୍ତିଓ ପୁଟସାହି ଗ୍ରାମର ରୀନା ସାହୁ ଆଜି ନିଜ ସ୍ୱାମୀ ସୁଦାମ ଚରଣ ସାହୁ ଙ୍କ ସହ କାମାକ୍ଷାନଗର ସ୍ଥିର

ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ସହ ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ଆଜି ସକାଳ ୯ ଘଟିକା ସମୟରେ ହିନ୍ଦୋଳ ଏନଏସି ର ଦୁଇଜଣ କଲେଜ ଛାତ୍ର ସାଗର ବେହେରା(ୱାର୍ଡନଂ-୪), ରାଜା ମହାପାତ୍ର(ୱାର୍ଡନଂ-୧୧) ଏକ ବାଇକ ଯୋଗେ ସ୍ଥାନୀୟ ରିଜିଓନାଲ

ନ୍ୟାୟ ପାଇଁ ପରିବାର ସହ ଏସ୍‌ପିଙ୍କ ଦ୍ୱାରସ୍ଥ

ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁକ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ନିକଟକୁ ନ୍ୟାୟ ପାଇଁ ପରିବାର ସହିତ ଏକ

ଧାନ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା !

ଋଣ ପରିଷୋଧ ନକରିପାରିବା ଚିନ୍ତାରେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଚାଷୀ ଜଣକ ହେଲେ କାମାକ୍ଷାନଗର ଥାନା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁଶିଆ ଗ୍ରାମର କେଶବ ମଲିକ। ସୁଚନା ମୁତାବକ ,ମୃତ ଚାଷୀ ତିନୋଟିି ଘରୋଇ ବ୍ୟାଙ୍କ ଯଥା ସମସ୍ତା

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ

ଆଜି ଅପରାହ୍ନ ରେ ୫୫ ନଂ ଜାତୀୟ ରାଜପଥ ବୁଧବାର ହାଟ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ ଵରଣ କରିଥିବା ବ୍ୟକ୍ତି ଖଡଗପ୍ରସାଦ ଗ୍ରାମ ର ବ୍ରଜବନ୍ଧୁ ପୃଷ୍ଟି ଙ୍କ ପୁତ୍ର ଶାନ୍ତନୁ ପୃଷ୍ଟି, (୨୭ )

ଅବକାରୀ ଓ ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗରେ ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ

କଙ୍କଡାହାଡ଼ ଥାନା ଘେରିଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ। ଗତ ୧୦ ତାରିଖ ଦିନ କାମାକ୍ଷାନଗର ଅବକାରୀ ପୋଲିସ ଓ କଙ୍କଡାହାଡ଼ ପୋଲିସ ମିଳିତ ଭାବେ ବାଲିକୁମା ଗାଁରେ ମଦ ଉପରେ ଚଢ଼ାଉ କରିଥିଲେ। ତେବେ ସେଠାରେ ଜୈନିକା ମହିଳାଙ୍କୁ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ଅସଦାଚରଣ କରିଥିବା

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ବୃଦ୍ଧା

ସରକାର ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜନସାଧାରଣଙ୍କ ହିତ ପାଇଁ, ଗରିବ ଶ୍ରେଣୀର ଜନତାଙ୍କ ପାଇଁ କରିଥିଲେ ମଧ୍ୟ କିଛି ବିଭାଗୀୟ କର୍ମଚାରୀ ଅଧିକାରୀଙ୍କ ଦାଇତ୍ୱହୀନତା ପାଇଁ ବିଚରା ଗରିବ ଟିଏ ବଞ୍ଚିତ ହେବା ବେଳେବେଳେ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର

ଢେଙ୍କାନାଳ ବନଖଣ୍ଡରେ ପକ୍ଷୀ ଗଣନା, ୫୧ ପ୍ରଜାତିର ପକ୍ଷୀ ଠାବ

ଢେଙ୍କାନାଳରେ ଜଳଚର ପକ୍ଷୀ ଗଣନା ଅରମ୍ଭ, ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ ୮ଟି ବନାଞ୍ଚଳ ରେ ହେଲା ଗଣନା ଓୟୁଏଟି ସହ ବିଭିନ୍ନ ଫରେଷ୍ଟ୍ରି ମହାବିଦ୍ୟାଳୟର ୧୨ ହେଲେ ସାମିଲ । ୫୧ ପ୍ରକାରର ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିବା ବେକେ ଗତକାଲି ସୁଦ୍ଧା ୬୬୧୫ ଟି

ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ ଗିରଫ

ଧଳାନିଶା କବଳରେ ଢେଙ୍କାନାଳ ଯୁବଗୋଷ୍ଠି କିଏ ଖାଉଛି, କିଏ ବିକୁଛି, ତକିଏ ଖାଇବା ପାଇଁ ପଇସା ନଥିବାରୁ ଚୋରୀ କରୁଛି । ସବୁରୀ ମୂଳରେ ବ୍ୟାବସାୟୀ, ଯୁବଗୋଷ୍ଠୀ ଙ୍କୁ ନିଶାସକ୍ତ କରାଇ ବେସ୍ ପଇସା ଆଦାୟ କରୁଛନ୍ତି । ଏଭଳି ଏକ ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ (୨୯) କୁ ଗିରଫ କରିଛି
error: Content is protected !!