Browsing Category
ଢେଙ୍କାନାଳ ଖବର
ମୋବାଇଲ ଵିସ୍ପୋରଣ ରେ ନାବାଳକ ଗୁରୁତର
କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମରେ ଅଘଟଣ ମୋବାଇଲ ଫାଟି ନାବାଳକ ଆହତ । ସୂଚନା ଅନୁଯାୟୀ ସଞ୍ଜୟ ଦେହୁରୀଙ୍କ ପୁଅ ଶ୍ରବଣ ଦେହୁରୀ ମୋବାଇଲ କୁ ଚାର୍ଜ ଲଗାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗେମ ଖେଳିବାରେ ଲାଗିଥିବା ବେଳେ ହଠାତ ମୋବାଇଲ ଟି ଫାଟି ଯାଇଥିଲା ତେବେ ଆହତ ହେବାରୁ ତାଙ୍କୁ!-->!-->!-->…
ନବୋଦୟ ପରୀକ୍ଷା ଦେବା ସମୟ ରେ ଛାତ୍ରୀ ଅଂଶୁଘାତ ର ଶିକାର
କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମ ର ଦୀପ୍ତିମୟୀ ବେହେରା ନବୋଦୟ ବିଦ୍ୟାଳୟ ଏଣ୍ଟ୍ରାନ୍ସ୍ ଦେବା ନିମନ୍ତେ କଣ୍ଟାପାଳ ଗାଁ ରୁ ଆଜି କାମାକ୍ଷାନଗର ଯାଇଥିବା ସମୟରେ ଅଂଶୁଘାତର ଶିକାର ହୋଇଥିଲା।
ସୂଚନା ଅନୁସାରେ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନବୋଦୟ ପରୀକ୍ଷା କରାଯାଇଥିଲା l ତାଙ୍କ ବାପା!-->!-->!-->…
ବିଟ୍ କଲେଜ ପକ୍ଷରୁ ପରୀକ୍ଷାର୍ଥୀ ମାନଙ୍କୁ ଦହି ସର୍ବତ ବଣ୍ଟନ
+୨ ପରୀକ୍ଷାର ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ଉତ୍କଳ ମଣୀ ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଆବାସିକ ଶିକ୍ଷା ଅନୁଷ୍ଠାନ ବାଜି ରାଉତ ଡିଗ୍ରୀ କଲେଜ ( BIET ) ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଛି ।
ପରୀକ୍ଷା ସକାଳ ୮!-->!-->!-->…
ଚାଲିଥିଲା ବେଆଇନ ବିଏସଏନଏଲ ସିମ କାରବାର;ଚଢାଉ କଲା କ୍ରାଇମବ୍ରାଞ୍ଚ,ବ୍ୟବସାୟୀ ଗିରଫ
ଢେଙ୍କାନାଳ ଜିଲ୍ଲାରେ ବେଆଇନ ସିମ କାରବାର ନେଇ କ୍ରାଇମବ୍ରାଞ୍ଚ ଏବଂ ସାଇବର ପୋଲିସ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବାର ଜଣାପଡିଚି । ଟାଉନ ଥାନା ଅନ୍ତର୍ଗତ ଟାଉନ ପ୍ଲାନିଂ ଅଞ୍ଚଳରେ ରହୁଥିବା ସିଲୁ ଦାଶ ଦୀର୍ଘ ୮ ବର୍ଷ ହେବ ଏକ ବ୍ୟବସାୟ ପ୍ରତିଷ୍ଠାନ କରି ବିଭିନ୍ନ ପ୍ରକାର ସିମ!-->…
ବାହାଘର ପାଇଁ ହେଲିକ୍ୟାପ୍ଟରରେ ସୀମାରୁ ଆସିଲେ ଜବାନ
ଦେଶ ରକ୍ଷାରେ ନିୟୋଜିତ ଜବାନଙ୍କ ବାହାଘର ନିମନ୍ତେ ବିଭାଗ ପକ୍ଷରୁ ହେଲିକ୍ୟାପ୍ଟର ଯୋଗେ ଜବାନଙ୍କୁ ଘରେ ପହଁଚାଇବାର ଯୋଜନା କରାଯାଇଥିବାରୁ ସୀମା ସୁରକ୍ଷା ବଳର ଅଧରକାରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜବାନଙ୍କ ପରିବାର ବର୍ଗ ।ଖବର ନେବାରେ ଜଣାଯାଇଛି ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ!-->…
ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ସମେତ ୩ ଗୁରୁତର
ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି କେନାଲ ଛକ ନିକଟରେ । ଗୁରୁତର ମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ!-->…
ଜାତୀୟ ପାଠ୍ୟକ୍ରମ ଆଧାର ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ. ସି. ଇ. ଆର. ଟି.), ନୂଆଦିଲ୍ଲୀ ଓ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ. ସି. ଇ.ଆର. ଟି) , ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଜାତୀୟ ପାଠ୍ୟକ୍ରମ ଆଧାର!-->…
ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ
ଢେଙ୍କାନାଳ ସଦର ବ୍ଳକ ଛକିଲୋ ଯାତ୍ରା ପଡ଼ିଆଠାରେ ଢେଙ୍କାନାଳ ଛଦେଶ (ଖ) ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟସଭାପତି ପ୍ରଭାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ!-->…
ଯୁବକର ଝୁଲନ୍ତା ମୃତଦେହ ଠାବ ;ହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ରଗଡିପଡା ଗ୍ରାମ ନିକଟ ଶାଳ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ଯୁବକ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ ଅଁଳାଝରୀ ଗ୍ରାମର ଦଣ୍ଡୁଆ ପାତ୍ର ପିତା- ତିର୍ଥବାସୀ ପାତ୍ର ବୋଲି ଜଣାପଡିଛି ।
ଆଜକୁ ଏକ ମାସ!-->!-->!-->…
ଗୁରୁବାର ଯୁକ୍ତ ଦୁଇ କଳା ବାଣିଜ୍ୟ ପରୀକ୍ଷା : ଜିଲ୍ଲାର ୬ ହଜାର ୫୪୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ
ଢେଙ୍କାନାଳ ଜିଲ୍ଲାରେ ମୋଟ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଚଳତି ବର୍ଷ ଅଫଲାଇନ ମୋଡରେ ଗୁରୁବାର ପରୀକ୍ଷା ହେବାକୁ ଯାଉଛି । ପରୀକ୍ଷା ପାଇଁ ସମସ୍ତ ପ୍ରକ।ର ବନ୍ଦୋବସ୍ତ କରାଯାଇଥିବାବେଳେ ପରୀକ୍ଷା ସମୟରେ ସିସିଟିଭି କୁ ବାଧ୍ୟତାମୂଳକ କରାଯାଇଛି । ଏହି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ!-->…