Browsing Category
ଢେଙ୍କାନାଳ ଖବର
ମହୁଲଖୋଳି ଗ୍ରାମର ଚାଷୀମାନଙ୍କ ମୁହଁରେ ହସ ଫୁଟାଉଛି କ୍ଷେତ ପୋଖରୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହୁଲଖୋଳି ଗ୍ରାମରେ କିଛି ଚାଷୀ ମାନେ କ୍ଷେତ ପୋଖରୀ ଯୋଜନାର ମିଳିଛି ସୁଫଳ କ୍ଷେତରେ ଫଳିଛି ସୁନାର ଫସଲ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହ ପାଇପାରିଛନ୍ତି ରୋଜଗାର କ୍ଷମ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ କିନ୍ତୁ ସଫଳତା ମିଳିଥାଏ l
ମରୁଡି ଅଞ୍ଚଳ!-->!-->!-->…
ଲୁଟେରାଙ୍କ ଟାର୍ଗେଟରେ କାମାକ୍ଷାନଗର ; ପୋଲିସର ହାତ ଖାଲି,ହେଉନି ପେଟ୍ରୋଲିଙ୍ଗ
କାମାକ୍ଷାନଗର ସହର ପାଲଟିଛି ଏବେ ଲୁଟେରାଙ୍କ ଆଡାସ୍ଥଳି।ସହରରୁ ପ୍ରତ୍ୟେକ ଦିନ ଲୁଟର ଚିତ୍ର ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି।ଲଗାତାର ଭାବରେ ୨ଦିନରେ ୨ଯାଗାରୁ ଲକ୍ଷାଧିକ ଟଙ୍କାର ସରଞ୍ଜାମ ଲୁଟ ହୋଇଛି।ସହରର ଚତୁର୍ପାଶ୍ବରେ ସିସିଟିଭି ଲଗାଯାଇଥିବା ବେଳେ ଲୁଟେରା ମାନେ ଅତି!-->…
ମହୁଲଖୋଳି ଗ୍ରାହକସେବା କେନ୍ଦ୍ର ପକ୍ଷରୁ ଗ୍ରାହକ ସଚେତନତା ଓ ସୁରକ୍ଷା ବୀମାରାଶି ପ୍ରଦାନ
ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ଅଧିନସ୍ଥ ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାହକ ସେବା କେନ୍ଦ୍ର ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଗ୍ରାହକ ସେବା କେନ୍ଦ୍ରର ମହିଳା ସତ୍ୱାଧିକାରିଣୀ ଶ୍ରୀମତୀ ମୋନାଲିସା ରାଉତଙ୍କ ଉଦ୍ୟମରେ ଅନୁଷ୍ଠିତ!-->!-->!-->…
ସ୍କୁଲ ଫେରାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥନା ଗାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ !
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଶାସିଂହ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ମାନେ ପହଞ୍ଚି ତାଙ୍କ ସ୍କୁଲ ଫେରାଇଦେବା ପାଇଁ ଦାବି କରି ବସିଥିଲେ।
ଛାତ୍ରଛାତ୍ରୀ ମାନେ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥନା ଗାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି!-->!-->!-->…
ଏନଏଚଆରସି, ଏନସିପିସିଆର ଓ ଓଏଚଆରସି ର ହସ୍ତକ୍ଷେପ ସତ୍ୱେ, ଅନ୍ଧାର ଘେରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ
ଢେଙ୍କାନାଳ ପୌରପାଳିକା ୩ ନମ୍ୱର ୱାର୍ଡ ରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରତିଷ୍ଠା ର ଅଗ୍ରଗତି କୁ ନେଇ ଜାତୀୟ ମାନବାଧିକାର କମିଶନ ଙ୍କ ଜିଲ୍ଲାପାଳ ଙ୍କ ଠାରୁ ୪ ସପ୍ତାହ ମଧ୍ୟ ରେ ଆକ୍ସନ ଟେକେନ୍ ରିପୋର୍ଟ ମଗା ଯାଇଥିବାର ଜଣାଯାଇଛି ।
ସୂଚନା ଅନୁଯାୟୀ ସୁପ୍ରିମ!-->!-->!-->!-->!-->…
ନାଳରେ ବୁଡି ଯୁବକ ମୃତ
ପରଜଙ୍ଗ ଥାନା ଅଧୀନସ୍ଥ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ କୁଲେଇ ଗ୍ରାମ ର ରଗଡ଼ି ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମର କୈଳାସ ଭୂତିଆଙ୍କ ପୁଅ ଡାକ୍ତର ଭୂତିଆ (୨୧) ଗ୍ରାମ ପାଖ ଗମ୍ଭାରିଆ ନାଳକୁ ମାଆ ଙ୍କ ସହିତ ଗାଧୋଇବାକୁ ଯାଇ ଗଭୀର ପାଣିରେ!-->…
ସନ୍ଦେହ ଘେରରେ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ; ନ୍ୟାୟ ଦାବି କଲା ଢେଙ୍କାନାଳ ବିଜେପି
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଢେଙ୍କାନାଳ ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଡେଙ୍ଗବୋରେଇ ଗ୍ରାମର ଯୁବକ ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ଯୋର ଧରିଛି। ଗତ ରାତିରେ ଲଳିତଙ୍କର ମୃତ୍ୟୁ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ହୋଇଥିବାବେଳେ!-->…
ଝିଅ ଘର ହେଲା ଜୀବନ ର ଶେଷ ଯାତ୍ରା
ପଥର ବୋଝେଇ ଟ୍ରକ ଏକ ବାଇକ ଉପରେ ମାଡିଯିବାରୁ , ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ । ମୃତକ ବାଇକ ଆରୋହୀ ଜଣଙ୍କ ନରସିଂହପୁର ଅଂଚଳର ଯଦୁମଣି ପୁହାଣ ବୋଲି ଜଣାପଡ଼ିଛି । ଯଦୁମଣି ତାଙ୍କ ଝିଅଘର ସ୍ଥାନୀୟ ମାଣିପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ସେ ଦୁର୍ଘଟଣା ର ଶିକାର ହୋଇଥିଲେ!-->…
ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
ଢେଙ୍କାନାଳ ଜିଲ୍ଲା ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ୧୮ ତାରିଖ ସୋମବାର ଦିନ ଜାତୀୟ ଶିକ୍ଷାନୀତି ୨୦୨୦ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଭାଗୀୟ ମୁଖ୍ୟ ସୁରେଶ ଚନ୍ଦ୍ର!-->…
କାମାକ୍ଷାନଗର ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବି
ଢେ଼ଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଆଜି କାମାକ୍ଷାନଗର ସାମ୍ବାଦିକ ସଂଘର ସଦସ୍ୟ ମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସହିତ ଆଲୋଚନା କରିଛନ୍ତି।କିଭଳି ଭାବରେ ରକ୍ତ ଭଣ୍ଡାର ଚାଲୁ ହୋଇ ପାରିବ,ରୋଗି ମାନେ ଏହାର ଲାଭ ଉଠାଇ!-->…