News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ସ୍ମଶାନରୁ ମୃତ ବୃଦ୍ଧା ଙ୍କ ଖପୁରୀ ଆଣି ପୂଜାର୍ଚ୍ଚନା,ଭୟଭୀତ ପରିବାର ଲୋକେ

ବିଜ୍ଞାନ ଯୁଗରେ ଏବେବି ଚାଲିଛି ତନ୍ତ୍ରବିଦ୍ୟା ସାଧନା । ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରୁ ମୁଣ୍ଡ ବାହାର କରି କରାଯାଇଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରାବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମରେ

ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ଟିମ୍ ପକ୍ଷରୁ ମେରାମଣ୍ଡଳୀରେ “ମନ୍ଥନ ଯାତ୍ରା ‘ ଆୟୋଜିତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏହାର ରିସ୍ତା (ରିଜିଓନାଲ୍ ଇନିସିଏଟିଭ୍ ଫୋର ଶେଫ୍ ସେକ୍ସ ହେଲଥ୍ ବାଇ ଆଡୋଲସେଣ୍ଟ)ଟିମ୍ ଜରିଆରେ ଓଡାପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ‘ମନ୍ଥନ ଯାତ୍ରା\' ଶୀର୍ଷକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମ୍ପ୍ରଦାୟ ମଧ୍ୟରେ ଯୌନ ସ୍ୱାସ୍ଥ୍ୟ, ସବୁଜ କୌଶଳ,

ବାଇକ ଦୁର୍ଘଟଣାରେ ତିନି ଗୁରୁତର

ବାଇକ ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଟି ଘଟିଛି ଭୁବନ ଥାନା ଅନ୍ତର୍ଗତ ବଡକାଠିଆ ରାସ୍ତାରେ। ଡୁବୁରୀ କଳିଙ୍ଗନଗର ରଣାମୁଣ୍ଡି ଗ୍ରାମର ଗଣେଶ୍ବର ମାହୁନ୍ତ ନିଜ ସ୍ତ୍ରୀ ଲକ୍ଷ୍ମୀ ମାହୁନ୍ତକୁ ଧରି ନିଜ ମଟର ସାଇକେଲରେ ଶଶୁରଘର ହଳଦିଗୁଣ୍ଡି ଯାଉଥିଲେ। ତେବେ

ବିରାଶାଳ ବିମାନ ପାଇଲଟ ଟ୍ରେନିଂ ଆକାଶଛୁଆଁ ;୪୩ ଲକ୍ଷ ଟ୍ରେନିଂ ଫି ,ଓଡିଶା ପିଲାଙ୍କ ପାଇଁ ପାଇଲଟ ହେବା ସ୍ୱପ୍ନ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବିରାଶାଳ ବିମାନ ପ୍ରଶିକ୍ଷଣ କେନ୍ଦ୍ର ବିମାନ ପାଇଲଟ ଟ୍ରେନିଂ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ତାଲିମ ପାଇଁ ଯେଉଁ କୋର୍ସଫି ରହିଛି ତାହା ଓଡିଶା ପିଲାମାନଙ୍କ ପାଇଁ ପାଇଲଟ ହେବାର ସ୍ୱପ୍ନକୁ ଧୂଳିସାତ କରିଦେଉଛି । ଏପରିକି

ବିଦ୍ୟୁତ ଗ୍ରିଡ଼ କର୍ମଚାରୀଙ୍କ ଠାରୁ ସୁନା ଓ ବିଦ୍ୟୁତ୍ ସାମଗ୍ରୀ ଲୁଟ୍

ସ୍ଥାନୀୟ କଲେଜ ବାଇପାସ୍ ଠାରେ ଥିବା ବିଦ୍ୟୁତ୍ ଗ୍ରିଡ୍‌ ର କର୍ମଚାରୀ ଙ୍କୁ କେତେକ ଅଜଣା ଦୁର୍ବୃତ୍ତ ବାନ୍ଧି ତାଙ୍କଠାରୁ ସୁନା ମୁଦି ସହ ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଥିବା ର ଜଣା ପଡ଼ିଛି । ଶନିବାର ବିଳମ୍ବିତ ରାତ୍ରୀ ରେ କେତକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି କଲେଜ ଛକ

ରାଜପଥ ରେ ଦୁର୍ଘଟଣା, ଦୁଇ ଗୁରୁତର

ଜାତୀୟ ରାଜପଥ ୫୩ ଭୁବନ ଥାନାଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ କାନଖାଇ ଗ୍ରାମର ସୌମେନ୍ଦ୍ର ସାହୁ ଓ ଭୁଷଳ ତଳ ସାହିର ସଂଜୟ ବାରିକ। ସୂଚନା ଅନୁଯାୟୀ , ସୌମେନ୍ଦ୍ର କ୍ରିକେଟ ମ୍ୟାଚ ଶେଷ କରି ନିଜ ମଟରସାଇକେଲ ରେ ଘରକୁ ଆସୁଥିବା

ପୌରପ୍ରଶାସନ ର ଅପାରଗତା ହେତୁ ହନ୍ତସନ୍ତ ହେଉଛନ୍ତି ଢେଙ୍କାନାଳ ବାସୀ, ସଚେତନତା ବଦଳରେ ଚାଲାଣ କାଟିବାରେ ବ୍ୟସ୍ତ…

ଢେଙ୍କାନାଳ ବାସୀଙ୍କ ମୁଣ୍ଡକୁ ବ୍ୟଥାର କାରଣ ହେଉଛି ସହର ବୁଲା, ପଥଚାରୀ ଙ୍କ ପାଇଁ ନାହିଁ ଫୁଟପାଥ୍ , ଦୁଇଚକିଆ ନେବା ବଡ଼ କଷ୍ଟ , ଚାରି ଚକିଆ ନନେବାହିଁ ଭଲ । ପକଳ୍ପ ପରେ ପ୍ରକଳ୍ପର ଉଦଘାଟନ ହୋଇ ଚାଲିଥିବା ବେଳେ ଅଟକି ରହିଛି ସହରର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପିକଅପ ଗାଡି ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଅନୁଗୋଳ ଜିଲ୍ଲାର ଅନୁଗୋଳ ଥାନା ଅଂଚଳର ତାମ୍ରିତ କଲୋନୀ କେନାଲ ଅଞ୍ଚଳର ଅନାଦି ବେହେରାଙ୍କ ପୁଅ ଟୁକୁ ବେହେରା(୪୮) ଓ ଗାଡି ଡ୍ରାଇଭର କୃଷ୍ଣ ବିଶ୍ୱାଳଙ୍କ ପୁଅ ମଣ୍ଟୁ

ମା’ ଝିଅଙ୍କ ଠାରୁ ଠକି ଲୁଟିନେଲେ ସୁନା ଗହଣା !

ଠାକୁରଙ୍କୁ ଦର୍ଶନ କରାଇଦେବା ଏବଂ ଘର ଲୋକଙ୍କ ଉପରେ ଥିବା ବିପଦ ଦୁରିଭୁତ କରିଦେବା କହି ମାଆ ଝିଅଙ୍କ ଠାରୁ ଟଙ୍କା ଓ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟିନେଲା ଭଣ୍ଡ ବାବା। ଢେଙ୍କାନାଳ ସହରର ଗହଳି ସ୍ଥାନ ମୀନାବଜାରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା।ମାଆ ସ୍ୱର୍ଣ୍ଣ ପ୍ରଭା

କୁହୁଡି ନେଲା ପିଅନ ଙ୍କ ଜୀବନ

ବଡ଼ଦିନରେ ବନ୍ଧୁ ଘରକୁ ଯିବା ପାଇଁ ସକାଳୁ ଉଠି ଗାଁ ବଜାର କୁ ଚା ପିଇବା ପାଇଁ ଯାଇ ଆଉ ଘର କୁ ଫେରି ନଥିଲେ ମନ୍ଦାର ଉଚ୍ଚ ବିଦ୍ୟାଳୟ ର ପିଅନ । ଘନ କୁହୁଡି ଯୋଗୁଁ ତାଙ୍କୁ ଦୃତଗାମୀ ବାଇକ ଧକ୍କା ଦେଇ ଚାଳିଯାଇଥିଲା । ସୂଚନା ଅନୁଯାୟୀ , ମନ୍ଦାର ଗ୍ରାମ ର ସ୍ବର୍ଗତ ଦୁର୍ଯୋଧନ ସାହୁ ଙ୍କ
error: Content is protected !!