News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ମନ୍ଦିର ପରିସର ପାଲଟିଛି ମଦ୍ୟପଙ୍କ ଆଡ୍ଡା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ରଘୁବୀର ମନ୍ଦିର ପରିସରରେ କିଛି ଅସାମାଜିକ ବ୍ୟକ୍ତି ଏବଂ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମନ୍ଦିର କମିଟି ଏବଂ ପୂଜକ ମାନଙ୍କ ତରଫରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ହିନ୍ଦୋଳ ଥାନାଅଧିକାରୀ ନିରବ ଦ୍ରଷ୍ଟା ସାଜିଥିବାରୁ ଏହାର ସୁଯୋଗ ନେଇ

କୂଅ ଭିତରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ନଟକଟା ଗ୍ରାମରେ ଅଘଟଣ, କୂଅ ଭିତରୁ ୨ ଶିଶୁଙ୍କ ମୃତଦେହ ଉଦ୍ଧାର । ସୂଚନା ଅନୁସାରେ, ଗତକାଲି କମ୍ପାନୀ ପ୍ରଧାନ ନିଜ ଦୁଇ ପୁଅ ରଞ୍ଜିତ ଏବଂ ସଞ୍ଜିତ ପ୍ରଧାନଙ୍କୁ ଘରେ ଛାଡ଼ି ଧାନ କାଟିବାକୁ ଯାଇଥିଲେ ହେଲେ ସନ୍ଧ୍ୟା ରେ ଆସି

ସନ୍ଦେହ ଘରରେ ଯୁବକଙ୍କ ମୃତ୍ୟୁ

ନିହଲପ୍ରସାଦ ଅଂଚଳରୁ ଏକ ଯୁବକଙ୍କ ମୃତ ଦେହ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି , ପୋଲିସ ର ସୂଚନା ଅନୁଯାୟୀ , ଲାଉଲଇ ଗ୍ରାମର ଏକଡାଳିଆ ସାହିର ପ୍ରକାଶ ମହାପାତ୍ର (୪୩ ) ଫେରି ବେପାର କରି ନିଜର ପରିବାର ଭରଣ ପୋଷଣ କରନ୍ତି । ଗତକାଲି ଅପରାହ୍ନ ସମୟରେ କିଛି ସାଙ୍ଗ ତାଙ୍କୁ ଘରୁ ଡାକି ନେଇଥିଲେ

ପଥର ଖଣିରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

ମୋଟଙ୍ଗା ଥାନା ବଦାଳୁ ଗ୍ରାମ ପଞ୍ଚାୟତ ଅଧୀନ ଘୋଡାଡିଆ ନରହରିପୁର ରାସ୍ତା ର ଏକ ପୁରୁଣା ପଥର ଖଣିରୁ ଅନଗୁଳ ଜିଲ୍ଲା ପୋଲିସ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ , ଅନଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୋରଡା ଗ୍ରାମ ର ଅରୁଣ ବେହେରା ଙ୍କ ପୁତ୍ର ବିକାଶ ବେହେରା

ଜିଲ୍ଲାରେ ଅଲୋଡା କନ୍ୟା ସନ୍ତାନ; ୨୦୧୧ରେ ୯୪୭ ଏବେ ମାତ୍ର ୮୬୫

ଢେଙ୍କାନାଳ ଜିଲ୍ଲାରେ ସମସ୍ତ ସଚେତନତା,କନ୍ୟାରତ୍ନ କରନ୍ତ୍ ଭଳି ଯୋଜନା ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି । ଏବେ ପୁଅ ମାନଙ୍କ ତୁଳନାରେ କନ୍ୟାସନ୍ତାନ ଅଲୋଡା ହୋଇପଡ଼ିଛି । ୧୯୦୧ ମସିହାରେ ଜିଲ୍ଲାରେ କନ୍ୟାସନ୍ତାନ ପ୍ରତି ହଜାର ପୁରଷରେ ୧ହଜାର ୨୦ଥିବା ବେଳେ ୨୦୧୧ ମସିହାରେ ୯୪୭କୁ ହ୍ରାସ

ସ୍ତ୍ରୀକୁ ହାଣିଲା ସ୍ୱାମୀ !

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ୱାମୀ । ଢେଙ୍କାନାଳ ସଦର ଥାନା କାଙ୍କଡପାଳ ପଞ୍ଚାୟତ ସରଖିଆ ଗାଁରେ ଘଟିଛି ଏଭଳି ଘଟଣା । ପତ୍ନୀ କଲ୍ୟାଣୀ ସ୍ୱାଇଁ(୬୦)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ହତ୍ୟାକରି ସ୍ୱାମୀ ପ୍ରତାପ ସ୍ୱାଇଁ(୬୪)ଫେରାର ହୋଇଯାଇଛି । ପୋଲିସ ଘର ଭିତରୁ

ସ୍କାଏଲାଇଟ ଭାଙ୍ଗି ୩ ଦୋକାନରୁ ଚୋରୀ

ସ୍କାଏଲାଇଟ ଭାଙ୍ଗି ତିନୋଟି ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରୀ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ କାଳୀବଜାର ଛକରେ। ଟିଭି ଦୋକାନୀ ଲଳିତ କୁମାର ଦାସଙ୍କ ଦୋକାନ କ୍ୟାସ ଡ୍ର ରୁ ପଚାଶରୁ ଉର୍ଦ୍ଧ ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଷ୍ଟେସନାରୀ ଦୋକାନୀ ପ୍ରଭାକର ସାହୁ ଓ

ପାରିବାରିକ କଳହରୁ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଘଟିଛି ଅଘଟଣ । ଆଜି ସକାଳ ୭ ଘଟିକା ସମୟରେ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନଏସି ର ୱାର୍ଡ ନଂ -୩ ଅମଲାପଡା ସ୍ଥିତ ଭଡା ଘରେ ଜଣେ ଓଡିଶା ବାହାର ଶ୍ରମିକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ହିନ୍ଦୋଳ ଏନଏସି ରେ ଶ୍ରମିକ ଭାବରେ

ବୁଦ୍ଧେଶ୍ଵର ମହୋତ୍ସବରେ ଖୁଣ୍ଟରେ ବାନ୍ଧି ମାଡ଼ ଘଟଣାରେ ୪ଗିରଫ

ଭୁବନ ଥାନା ଅନ୍ତର୍ଗତ ବୁଦ୍ଧେଶ୍ଵର ମହୋତ୍ସବରେ ମୀନାବଜାର ଦୋଳି ପଡ଼ିଥିବା ଗୋପାଳପୂର ୟୁନିଟ ୧୮ ଖତିଆନ ୪୧ପ୍ଲଟ ୮୫୭ ଜମିର ମାଲିକାନା ପ୍ରଶାନ୍ତ ମଲ୍ଲିକ ଙ୍କ ଜେଜେ ନାମରେ ରହିଛି । ପ୍ରଶାନ୍ତ କିମ୍ବା ତାଙ୍କ ବାପା ଭାରତ ମଲ୍ଲିକ କୁ ନଜଣାଇ ମୀନା ବଜାର ଦୋଳି ପକାଯାଇଥିଲା । ଫଳରେ ଜମିକୁ

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ସାରା ରାଜ୍ୟରେ ସଡ଼କ ସୁରକ୍ଷା ଦିବସ ପାଳନ ହେଉଥିବା ବେଳେ ସଡ଼କ ଦୁର୍ଘଟଣା କମୁନାହିଁ । ଖବରରୁ ପ୍ରକାଶ ଯେ , ଆଜି ସନ୍ଧ୍ୟା ୭ଟା ସମୟରେ ହିନ୍ଦୋଳ ଥାନା ବାଗଧରିଆ ଗ୍ରାମ ଠାରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ସମ୍ପୃକ୍ତ
error: Content is protected !!