News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଘଟିପିରି ବଜାର ଲଷ୍ମୀପୂଜା ପାଇଁ ମାଟି ଅନୁକୂଳ ଓ ନୂଆ ପୂଜା କମିଟି ଗଠନ

ଆଜି ପବିତ୍ର ସୁନିଆଁ ରେ ଘଟିପିରି ବଜାର ତରଫରୁ ଘଣ୍ଟ ,ଧ୍ବଜା ସହ ବଜାର ର ସଭ୍ୟମାନେ ସୁଦୂର ଘଟିପିରି ନଦୀ ପଠାକୁ ଯାଇ ମା ଲଷ୍ମୀ ଙ୍କୁ ଆବାହନ ତଥା ପୂଜାର୍ଚନା ପୂର୍ବକ ମାଟି ଅନୁକୂଳ କରି ଫେରିଥିଲେ।ପରେ ସମସ୍ତ ସଦସ୍ୟ ମାନେ ଏକ ବୈଠକରେ ସାମିଲ ହୋଇ ସର୍ବ ସମ୍ନତି କ୍ରମେ ସୁବର୍ଣ୍ଣ ମୋହନ

ମହିମା ମହାବିଦ୍ୟାଳୟ ବିଜ୍ଞାନ ବିଭାଗ ରେ ସ୍ବାଗତଉତ୍ସବ

ଆଜି ଜୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ଆନୁକୁଲ୍ୟ ରେ +୩ ଏବଂ +୨ ପ୍ରଥମବର୍ଷ ର ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇଥିଲା । ଏହି ଉତ୍ସବ ରେ ଭାର ପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ ପ୍ରଦ୍ଵୀପ ପ୍ରଜ୍ଵଳନ କରି

ଆଇଆଇଏମସି ସମସ୍ୟା ନେଇ ଏଡିଜିଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳକୁ ସ୍ଵତନ୍ତ୍ର ପରିଦର୍ଶନରେ ଆସିଥିବା ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଡ. ନିମିଶ ରସ୍ତୋଗୀ ଓ ଚରିଜଣିଆ ଟିମକୁ ଭେଟି ଆଜି ପୁରାତନ ଛାତ୍ର ଛାତ୍ରୀ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଛାତ୍ର ଛାତ୍ରୀମାନେ ସଂସ୍ଥାନରେ ଦୀର୍ଘ ଦିନ

ପୌରପାଳିକା ଦୁର୍ନୀତି ପ୍ରସଙ୍ଗ, ଲୋକ ପ୍ରତିନିଧି ନିରବ ନେଇ ତେଜୁଛି ଜନ ଅସନ୍ତୋଷ

ଜିଲ୍ଲା ସାରା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ପୋୖର ଦୁର୍ନୀତି ପ୍ରସଙ୍ଗ। ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଚକିତ କରିଦେଉଥିବା ଗୋଟିଏ ପରେ ଗୋଟିଏ ଫାଇଲ ଖୋଲି ଚାଲିଛି । ସେ ଆଲୋକିକରଣ ହେଉ ବା ରାସ୍ତା କିମ୍ବା ଡ୍ରେନ ତିଆରି ପ୍ରତିଟି କାର୍ଯ୍ୟ ରେ ଦୁର୍ନୀତି ର ଫର୍ଦ୍ଦ ପାଇଛି ଅଡିଟ ଟିମ୍

ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ

ଗ୍ରାମ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ ଗଁଦିଆ ଥାନା ଅନ୍ତର୍ଗତ ଚୁଡାଖିଆକାଟେଣୀ ଗ୍ରାମର ଭରତ ଦେହୁରୀ (୬୫) ନିଜର ଗ୍ରାମରେ ଥିବା ଗ୍ରାମ୍ୟ ପୋଖରୀକୁ 2୨୨ତାରିଖ ସନ୍ଧ୍ୟା ସମୟରେ ଶୌଚ ପାଇଁ ଆସିଥିଲେ କିନ୍ତୁ ବିଡମ୍ବନାର ବିଷୟ

ବିଷାକ୍ତ ସାପ କାମୁଡ଼ାରେ ମହିଳା ଗୁରୁତର

ଆଜି ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ପଂଚାୟତ ଅଧୀନ ବାଲିକିଆରୀ ଗ୍ରାମର ଗନ୍ଦୀ ଗାଗରାଇ (୪୦) ନିଜର ମାଟିଘର ଲିପା ପୋଛା କରୁଥିବା ସମୟରେ ଘରର ମାଟି କାନ୍ଥରେ ଲୁଚି କରି ଥିବା ଏକ ବିଷଧର ସାପ ତାଙ୍କ ହାତକୁ ଆଘାତ କରିଥିଲା । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର

ପୋଖରୀରେ ବୁଡି ବାପା ଝିଅ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ପଞ୍ଚାୟତ ଖଙ୍କର ଗାଁର ବାପା ମହେଶ୍ୱର ନାୟକ ଓ ଆଠ ବର୍ଷୀୟ ଝିଅ ମନ୍ଦାକିନୀ ନାୟକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଝିଅ ମନ୍ଦାକିନୀ ଖଙ୍କର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ, ଅସାବଧାନତା ବଶତଃ ଝିଅର ଗୋଡ ଖସି ଯିବାରୁ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଚିକିତ୍ସାଳୟରେ ଝୁଲିଛି ତାଲା

୯.୨.୧୯୮୫ ରେ ସ୍ଥାପିତ ବାଳକୃଷ୍ଣ ପୋୖର ଆୟୁର୍ବେଦିକ ଚିକିତ୍ସାଳୟ , ଢେଙ୍କାନାଳ ପୌରପାଳିକା ୧ ନମ୍ବର ୱାର୍ଡ ଠାରୁ ନେଇ ଗୋବିନ୍ଦପୁର, ବୋରାପଦା ଏବଂ ଗହମଖୁଣ୍ଟି ଗ୍ରାମ ପର୍ଯ୍ୟନ୍ତ ସମସ୍ତ ବାସିନ୍ଦା ଏହି ଚିକିତ୍ସାଳୟ ଉପରେ ନିର୍ଭରଶୀଳ । ସମ୍ପୃକ୍ତ ଗ୍ରାମ ଗୁଡିକ ଆଦିବାସୀ ବହୁଳ

ବାଇଁଶିଆ ପଞ୍ଚାୟତ ରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଭୁବନ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରମା ମୁକୁଟ ଗଁଦିଆ ବ୍ଲକ

ଭିଜିଲାନ୍ସ ଦ୍ୱାରା ପୂର୍ବତନ ମୋଟଙ୍ଗା ସବଇନିସ୍ପେକ୍ଟର ଦୋଷୀ ସାବ୍ୟସ୍ତ ,୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ହଜାର…

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନାର ପୂର୍ବତନ ସବଇନିସ୍ପେକ୍ଟରଙ୍କୁ ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ ଗତ ୨୦୧୭ ମସିହାରେ ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହତି ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର
error: Content is protected !!