News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

୩ ଦଫା ଦାବି କୁ ସମର୍ଥନ ଜଣାଇଲା କଂଗ୍ରେସ

ଭୁବନ ବ୍ଲକ ଗୋଷ୍ଟୀ ଶିକ୍ଷା କେନ୍ଦ୍ର ସମ୍ମୁଖରେ ୩ ଦଫା ଦାବି ପୂରଣ ନିମନ୍ତେ ଧାରଣାରେ ବସିଥିବା ଶିକ୍ଷକ ସଂଘ ର ଆନ୍ଦୋଳନକୁ ସମର୍ଥନ କରିଥିଲା କଂଗ୍ରେସ । ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ତଥା ଜିଲ୍ଲା କିସାନ କଂଗ୍ରେସ ସଭାପତି ବିପ୍ରବାର ସାହୁ ଆନ୍ଦୋଳନ କାରି ଙ୍କ ନିକଟରେ ପହଂଚି ସମର୍ଥନ

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଗତକାଲି ବିଳମ୍ବିତ ରାତିରେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ଛକ ନିକଟରେ ଏକ ମର୍ମତୁନ୍ତ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ଠାରୁ ପ୍ରକାଶ । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହି ଟ୍ରକ ଯାହାର ନଂ OR 06 F7087 ଢେଙ୍କାନାଳ ଆଡୁ ଆସୁଥିବା ସମୟରେ

ଶିକ୍ଷକ ମାନଙ୍କ ଆନ୍ଦୋଳନରେ ପାଠ ପଢା ଠପ

ଓଡାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଯାହାକି ଆଜି ଷଷ୍ଠ ଦିବସରେ ପହଞ୍ଚିଥିଲେ ମଧ୍ୟ ଧାରଣା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବାର ବ୍ଲକ ସଂଗଠନ ନେତୃତ୍ୱମାନେ ଏକ

ପୂଜା ଚାନ୍ଦା ୫ ଲକ୍ଷ ଦାବି, ଥାନାରେ ମାମଲା

ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ବାରଣ ରହିଥିଲା । ଚାନ୍ଦା ମାଗିବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଥିଲେ । ମାତ୍ର ଏହାକୁ କେତେକ ଯୁବକ ସଂଘ ନମାନି ସଂଧ୍ୟା ହେଲାମାତ୍ରେ ଘର, ବଜାର ବୁଲି ଚାନ୍ଦା ମାଗୁଛନ୍ତି ।

ଠିକାଦାରୀକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଆଜି ସକାଳେ ଏକ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମରୁ ଅଳ୍ପକେ ଜଣେ ଯୁବକ ବର୍ତ୍ତୀ ଯାଇ ଗୁରୁତର ଆହତ ହୋଇଥିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ହିନ୍ଦୋଳ ବ୍ଲକର ମାଧପୁର ପଂଚାୟତର ହିନ୍ଦୋଳ ଥାନା ଅନ୍ତର୍ଗତ କୁଡିଭଙ୍ଗା ଗ୍ରାମରେ ଏକ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା

କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ସ୍ୱାସ୍ଥ୍ୟ ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଂଟର ପାରିପାଶ୍ୱିର୍କ ଅଂଚଳରେ ଡେଙ୍ଗୁ ଓମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଅଭିଯାନ

ପଡୋଶୀ ଙ୍କ କାନ୍ଥ ପଡି ଶିଶୁ ମୃତ

ଭୁବନ ବ୍ଲକ ବାଲିବୋ ପଂଚାୟତ ର ଗରୁଡ଼ବନ୍ଧି ଗ୍ରାମର ପିଣ୍ଟୁ ନାୟକ ଙ୍କ ୩ ବର୍ଷ ର ପୁଅ ଘର ଅଗଣାରେ ଆଜି ଖେଳୁଥିବା ବେଳେ ପଡୋଶୀ ପିତବାସ ନାୟକ ଙ୍କ ମାଟି କାନ୍ଥ ଧସି ପଡିବାରୁ ଘଟଣା ସ୍ଥଳରେ ଶିଶୁର ମୃତ ହୋଇଥିବା ଜଣାପଡିଛି । କାନ୍ଥ ପଡିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତାରେ ଭୁବନ

ସଡ଼କ ଦୁର୍ଘଟଣାରେ କାଉନସିଲର ଙ୍କ ଚାଲିଗଲା ଜୀବନ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ବିଜେଡ଼ି କାଉନସିଲର ସରୋଜ କୁମାର ମହାଳିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଜିରିଡାମାଳି ଗାଁ ନିକଟରେ ଏକ ପଲସର ବାଇକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ସ୍କୁଟିରେ ଘରକୁ ଫେରୁଥିବା

ସରପଂଚ ପୁଅଙ୍କ ଦାଦା ଗିରି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡଲା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଉଠାଣକୁ ନେଇ ହିତାଧିକାରୀଙ୍କ ମାନେ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । କଡଲା ସରପଂଚଙ୍କ ପୁଅ ମନରେଗା ଟଙ୍କା ଉଠାଣ ପାଇଁ ଜିଓ ଟ୍ୟାଗ ନକରିବା ପାଇଁ ଜିଆରଏସଙ୍କୁ ଧମକ ଚମକ ଦେବା

ଦୁର୍ଘଟଣା ପରେ ୫୫ନଂ ଜାତୀୟ ରାଜପଥ ଅବରୋଧ

ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର ହେବା ପ୍ରତିବାଦରେ ଆଜି ୫୫ନଂ ଜାତୀୟ ରାଜପଥ ଅବରୋଧ କଲେ ଢେଙ୍କାନାଳ ବାସୀ । ଢେଙ୍କାନାଳ ସହର କାଠଗଡା ଠାରେ ଦୀର୍ଘ ଦେଢଘଣ୍ଟା ଅବରୋଧ ପରେ ରାସ୍ତାରୋକ ହଟିଛି । ଆଜି ସକାଳ ପ୍ରାୟ ୭ଟା ବେଳେ କାଠଗଡା ସାହିର ବୁଲୁ ରାଉତ ରାସ୍ତା ପାର ହେଉଥିବା ବେଳେ ଏକ
error: Content is protected !!