News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ବଢୁଛି ହାତୀ ବାରହାଙ୍କ ଉପଦ୍ରବ,କ୍ଷତିଗ୍ରସ୍ତ ଚାଷୀଙ୍କ ଦ୍ୱାରା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଙ୍କ ଉଦଦ୍ରବ ଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି । ଏହାର ପ୍ରତିବାଦରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଳାର ଓଡାପଡା,ବଳରାମପୁର ପଞ୍ଚାୟତ , ଗୁଣୁଦେଇ ପଞ୍ଚାୟତ,ସଦାଶିବ

ପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ପୌରାଞ୍ଚଳ ଶିମିଳିଆର ଲଳିତ କୁମାର ଷଣ୍ଢ(୪୦) ,ଆଜି ସଜନା ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ଲଳିତ ପ୍ରତିଦିନ ମଦ୍ୟପାନ କରି ପତ୍ନୀ ଓ ପରିବାର ଲୋକଙ୍କ ସହ ପାଟୁତୁଣ୍ଡ କରିଥାନ୍ତି । ଏହାକୁ ନେଇ ପରିବାରରେ ଅଧିକାଂଶ ଦିନ

ସମସ୍ୟା ଘେରରେ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସି ୨ ନଂ ୱାର୍ଡରେ ୧୯୮୬ ମସିହା ଠାରୁ ସ୍ଥାପିତ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟଟି ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ରହି ଆସିଛି। ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇ ଆସି ଏଠାରେ ଏନ୍ ଏ ସି ସମେତ ଆଖ ପାଖ କେତୋଟି କ୍ଳଷ୍ଟରକୁ

ସାପ କାମୁଡାରେ ବାଳକ ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଣ୍ଟାପାଳ ପଞ୍ଚାୟତ କଲୋନୀ -୪ ର ରାମଚନ୍ଦ୍ର ନାୟକ (୧୦) ,ଯିଏକି କଣ୍ଟାପାଳ କଲୋନୀ -୪ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ଛାତ୍ର ଥିଲେ । ମଙ୍ଗବାର ରାତି ୧୨ ସମୟରେ ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା ବୋଲି ଘର

ଘରକୁ ଫେରିଲେ ସନାତନ

ମହାରାଷ୍ଟ୍ର ର ନାସିକ କୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବା କାଉଁରିଆପାଳ ର ସନାତନ ସ୍ୱାଇଁ (ସନେଇ) ଗତକାଲି ଘରକୁ ଫେରିଛନ୍ତି ।ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ,ସନାତନ ନାସିକ ରେ ଆଗରୁ ୨ ମାସ ରହି କାମ କରିଥିଲେ । କିଛିଦିନ ଘରକୁ ଆସି ପୁଣି ନାସିକ ଫେରିଥିଲେ

ଷଷ୍ଠ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ

କାମାକ୍ଷାନଗର ଥାନା ମଠକରଗୋଳା ପଞ୍ଚାୟତ ଅଧିନସ୍ତ ବାଲିସାହି ର ଜଣେ ଷଷ୍ଠ ଶ୍ରେଣୀ ର ଛାତ୍ର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଏ ଯେ, ମଠକରଗୋଳା ଗାନ୍ଧୀ ଛକ ରେ ଥିବା ଓଁ ସରସ୍ବତୀ ଶିଶୁ ମନ୍ଦିର ର ଷଷ୍ଠ ଶ୍ରେଣୀ ର ଛାତ୍ର ସେହ୍ନାଶୁ ନାୟକ (୧୨) ଶୁକ୍ରବାର ଦିନ ବିଦ୍ୟାଳୟ କୁ ଆସିଥିଲେ ।

କରେଇଜାଳା ନାଳ ଅପ୍ରୋଚ ରୋଡ଼ ଭାସିଗଲା

ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ କହ୍ନେଇପାଳ ଗ୍ରାମ କୁ ସଂଯୋଗ କରୁଥିବା କରେଇଜଳା ନାଳ କୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ପାଣି ରେ ଭାସିଯାଇଛି ।ଏହି ରାସ୍ତା ଦେଇ ଥୋରିଆସନ୍ଧ ଓ ଚାଟିଆସାହି କୁ ଯାତାୟାତ କରନ୍ତି ।୩ ବର୍ଷ ପୂର୍ବରୁ ଏହି ପୋଲ କୁ ସଂଯୋଗ କରୁଥିବା ସଂଯୋଗୀ କରଣ

ସାପ କମୁଡ଼ାରେ ଗଲା ଜୀବନ !

ନିହଲପ୍ରସାଦ ଥାନା ନିହଲପ୍ରସାଦ ଗାଁରେ ସାପ କାମୁଡାରେ ଜଣକ ଜୀବନ ଯାଇଛି । ଗାଁର ଜୟରାମ ବେହେରା(୨୬)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ସେ ଖାଇ ସାରି ରାତିରେ ଶୋଇଥିଲେ । ଶୋଇବା ଅବସ୍ଥାରେ ସାପ କାମୁଡି ଦେଇଥିଲା । ଶୋଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଣି

ଫ୍ୟାନ ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଢେଙ୍କାନାଳ ସହରର କାଞ୍ଚନ ବଜାରର ସୁରଜ ପାଣ୍ଡେ (୩୨) ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ଗତକାଲି କୌଣସି କାରଣରୁ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ସେ ଏକ ଘର ଭିତରେ ଫ୍ୟାନରେ ରଶି ଲଗାଇ ଦେଇଥିଲେ । ଆଜି କବାଟ ନଖୋଲିବାରୁ ପରିବାର ଲୋକ

ରାସ୍ତା ଉପରେ ଆବର୍ଜନା ଏବଂ ମଦ ବୋତଲ ରଖି ପ୍ରତିବାଦ କଲେ ହକି ଖେଳାଳୀ !

ଢେଙ୍କାନାଳ ଷ୍ଟାଡିୟମ ମଦ୍ୟପଙ୍କ ଆଡ଼ା ସ୍ଥଳୀ ପାଲଟିଥିବା ବେଳେ ସକାଳୁ ଖେଳା ଅଭ୍ୟାସ କରିବା ସମୟରେ ପଡିଆ ସାରା ମଦ ବୋତଲ ପଡିଥାଏ ଏହାକୁ ବାରମ୍ବାର ଖେଳାଳି ସଫା କରିଥାନ୍ତି । ଅନ୍ୟପଟେ ପଡ଼ିଆଟିରେ ଆବର୍ଜନାମୟ ହୋଇ ପଡୁଥିବା ନେଇ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି
error: Content is protected !!