News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ବ୍ୟବସାୟୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାଉଁଶ ପୋଖରୀ ଗ୍ରାମପଂଚାୟତର ସନ୍ତୋଷ (୩୬) ନାମକ ଜଣେ ବ୍ୟବସାୟୀ ନିଜ ଦୋକାନ ମଧ୍ୟରେ ଶୋଇ ଥିବା ବେଳେ ଗତ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ଜଣେ ଗ୍ରାହକ ତାଙ୍କ ଦୋକାନକୁ କ୍ଷୀର ପ୍ୟାକେଟ

ରୁଙ୍ଗଟା କାରଖାନା ରେ ଜମିହରାମହିଳା ମାନଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କାରଖାନାରେ ଜମିହରା ପରିବାର ର ଶିକ୍ଷିତ ବେକାର ଯୁବତୀ, ଜମିହରା ପରିବାର ବିଧବା ମୁରବି, ପରିତ୍ୟକ୍ତ ମହିଳା ମାନଙ୍କୁ ରୋଜଗାର କରି ଗୁଜୁରାଣ ମେଣ୍ଟାଇବା ପାଇଁ ସୁଯୋଗ ନଦେବା କୁ ଦୃଢ଼ ନିନ୍ଦା କରିବା ସହିତ ରୁଙ୍ଗଟା ଇସ୍ପାତ କାରଖାନାର ର

ରାତିରେ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କାନାଳ ଟାଉନ ଆନନ୍ଦ ବଜାରର ହିରା ସାଗର ପୋଖରୀ ନିକଟରେ ଥିବା ମଙ୍ଗଳା ଓ ସାଇ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳା ମନ୍ଦିର ହୁଣ୍ଡିର ତାଲା ଭାଙ୍ଗି ଦାନ ଟଙ୍କା ନେଇଯିବା ସହ ସାଇ ମନ୍ଦିରର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ଏବଂ ହୁଣ୍ଡି ତାଲା ଭାଙ୍ଗି

ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ ଘଟଣାର ପର୍ଦ୍ଦାଫାଶ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଖମାର ସାହିର ଲକ୍ଷ୍ମୀପୂଜା କମିଟି ସମ୍ପାଦକ ତଥା ରିୟଲ ଇଷ୍ଟେଟ ମାଲିକଙ୍କ ଘର ଉପରକୁ ଲକ୍ଷ କରି ୨ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ବୋମାମାଡ କରିଥିବା ଘଟଣାର ତିନି ଦିନ ପରେ ପୋଲିସ ପର୍ଦ୍ଦାଫାଶ କରିବା ସହିତ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଖମାର

ହାତୀ ଆକ୍ରମଣରେ ଚାଷୀ ଙ୍କ ଜୀବନ ଗଲା

ହିନ୍ଦୋଳ ଉପଖଣ୍ଡ ରେ ଗୋଟିଏ ବର୍ଷ ରେ କେବଳ ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡି ୧୦ ଜଣରୁ ଉର୍ଦ୍ଧ ମୃତ୍ୟୁ ବରଣ କରିସାରିଛନ୍ତି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଥାନା ଵାଵନ୍ଧ ଗ୍ରାମର ଚାଷୀ ବାବାଜୀ ବିଶ୍ଵାଳ ( ୫୮ ) ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡିଛି।ଖବର

ଘର ଉପରକୁ ବୋମାମାଡ଼

ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଖମାର ସାହିରେ ବୋମାମାଡ଼। ସାହିର ସୁଶାନ୍ତ କୁମାର ସାହୁଙ୍କ ଘରକୁ ବୋମାମାଡ କରାଯାଇଥିବା ସୂଚନା ।ବୋମାମାଡ଼ରେ ସୁଶାନ୍ତ ଙ୍କ ଘର ଗେଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଦୁଇଜଣ ଯୁବକ ବୋମାମାଡ କରି ଫେରାର ହୋଇଯାଇଥାବା ସିସିଟିଭିରୁ ଦେଖାଯାଇଛି ।

ରାଜପଥ ଲୁଟେରା ଗ୍ୟାଙ୍ଗ୍ କୁ ଧରିଲା ପୋଲିସ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ପୋଲିସ୍ ଗତକାଲି ରାତିରେ ପେଟ୍ରୋଲିଙ୍ଗ୍ ସମୟରେ ନିମିଧା କେନାଲ ନିକଟରେ ଚାରି ପାଞ୍ଚ ଜଣ ସନ୍ଦିଗ୍ଧ ଯୁବକ ମାନଙ୍କୁ ସନ୍ଦେହ କରି ଅଧିକ ପୋଲିସ୍ ସହାୟତା ରେ ସେମାନଙ୍କୁ ଗିରଫ କରିବାକୁ ସଫଳତା ହାସଲ କରିଥିଲା। ତଦନ୍ତ କରିବାରେ

ତିନି ମାସ ହେବ କଲେଜ ଛାତ୍ର ନିଖୋଜ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଜଣେ କଲେଜ ପଢୁଆ ଛାତ୍ର ତିନିମାସରୁ ହେବ ନିଖୋଜ ଥିବାବେଳେ ପରିବାର ବର୍ଗ ନାନା ଆଶା ଓ ଆଶଙ୍କାରେ ରହିଛନ୍ତି । ବାପାମାଙ୍କ ମନରେ ବହୁତ ଆଶା ଆଉ ସ୍ବପ୍ନ ଥିଲା ପୁଅ ଉଚ୍ଚଶିକ୍ଷିତ ହେବ ଆଉ ପାଠପଢା ସରିଗଲେ ପୁଅ ମୋର ଭଲଖଣ୍ଡେ ଚାକିରୀ କରିବ ବୃଦ୍ଧ ବୟସରେ

ଟ୍ରକ ଚକା ତଳେ ଦୁଇ ବାଇକ୍ ଆରୋହୀ ଙ୍କ ଜୀବନ ଗଲା

ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ୫୫ ନଂ ଜାତୀୟ ରାଜପଥ ଚିନ୍ତା ପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ଢେ଼ଙ୍କାନାଳ ଆଡ଼ୁ ଅନଗୁଳ ଅଭିମୁଖେ ଦୁଇଜଣ ଵ୍ୟକ୍ତି ଏକ ମୋଟରସାଇକେଲ ରେ ଯାଉଥିବା ବେଳେ

ଟ୍ରକକୁ ପଛରୁ ଧକ୍କାଦେଲା ପିକଅପ୍ ଭ୍ୟାନ , ଚାଳକ ମୃତ

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ନିକଟ ୫୫ନଂ ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କାଦେଇ ପିକଅପ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସଦର ଥାନା ପାଇକଦହିଖୋର ଗାଁର ଅରୁଣ ବେହେରା । ସେ କୁକୁଡ଼ା ବ୍ୟବସାୟ କରିଥାନ୍ତି। ବୁଧବାର ଭୋରୁ ତାଙ୍କ ପିକଅପ ଗାଡିରେ
error: Content is protected !!