News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଜିଏମ ଆଇରନ କାରଖାନାର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ପରଜଙ୍ଗ ଥାନା ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନା ର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ମାମୁଁ ଓ ବଡ ଭାଇ ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଜକେଇକଳା ଗ୍ରାମର କବି ଦେହୁରୀ ଙ୍କ ସାନ ପୁଅ ପୁଷ୍ପକ ପପୁ

ଦୃଢ଼ ମନୋବଳ ଆଗରେ ହାର ମାନିଛି ଭିନ୍ନକ୍ଷମତା,ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପାଠ ପଢିଲେ ଅଶ୍ରୁମୋଚନ

ଦୃଢ ମନୋବଳ ଆଗରେ ହାର ମାନିଛି ଭିନ୍ନକ୍ଷମତା । ସେହି ଦୃଢ଼ ମନୋବଳ ଓ ଇଛାଶକ୍ତି ବଳରେ ସଫଳତା ପାଇ ଡାକ୍ତରୀ ପାଠ ପଢିଛନ୍ତି ଭିନ୍ନକ୍ଷମ ଛାତ୍ର ଅଶ୍ରୁମୋଚନ । ଅଶ୍ରୁମୋଚନ ନାୟକ ଜନ୍ମରୁ ଜଣେ ଭିନ୍ନକ୍ଷମ । ତାଙ୍କ ବାପାଙ୍କ ନାମ ବିଜୟ କୁମାର ନାୟକ ଓ ମାତାଙ୍କ ନାମ ବିରଞ୍ଜିନି ନାୟକ ।

ନାବାଳିକାର ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଜଣେ ନାବାଳିକାର ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ହିନ୍ଦୋଳ ଥାନା ପୋଲିସ ଉଦ୍ଧାର କରିଛି । ଖବରରୁ ପ୍ରକାଶ ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ପଂଚାୟତ ନୂଆକୁଟ ଗ୍ରାମର କୁନା ନାଏକଙ୍କ ଝିଅ ବର୍ଷା ନାଏକ ନିଜ ମାମୁଁ ଘର ଗୋପାଳପୁରରେ ରୁହନ୍ତି

ବନ୍ଧନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବନ୍ଧ ନୂଆଗାଁ ପ୍ରଥମିକ ବିଦ୍ୟାଳୟ ଖୋଲିବା ଦାବି କରି ଶତାଧିକ ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀ ମାନେ ଢେଙ୍କାନାଳ-ଯୋରନ୍ଦା ରାସ୍ତା ଅବରୋଧ କରିଥିଲେ । ବନ୍ଧ ନୂଆଗାଁରେ ଦୀର୍ଘଦିନ ହେବ ଏକ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ତରଫରୁ

ଘର ଖଣ୍ଡେ ପାଇଁ ଅସହାୟ ମହିଳା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧ ନୁଆଗାଁ ଦୁର୍ଗାପ୍ରସାଦ ରଗଡା ସାହିର ଜନୈକା ଅସହାୟ ମହିଳା ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପାଳଙ୍କ ଠାରୁ ନିରାସ ହେବା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଜଣାପଡିଛି

ନାଳରେ ଭାସିଯାଇ ପ୍ରାଣ ହରାଇଲେ ଜଣେ ଚାଷୀ

ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ଭାସିଯାଇ ଜଣେ ଚାଷୀଙ୍କର ମୃତ୍ୟୁ ଘତିଥିବା ଜଣାପଡିଛି । ଗଁଦିଆ ବ୍ଲକ ଲେଥକା ପଞ୍ଚୟାତ ରିଆ ଗାଁରେ ଯୁଗଳ ହେବେରା (୬୪) ନାଳରେ ଗାଧୋଉଥିବା ବେଳେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଗତ କାଲିଠାରୁ ନିଖୋଜ ଥିବା ବେଳେ ୫

ବ୍ରାହ୍ମଣୀ ରେ ଫସିଗଲେ ୨ ମହିଳା ଓ ୨ ଯୁବତୀ !

ବ୍ରାହ୍ମଣୀ ନଦୀ ଜଳ ସ୍ତର ହଠାତ୍ ବଢିଯିବାରୁ କାମାକ୍ଷାନଗର ବ୍ଲକ ବୁଢିବିଲି ପଞ୍ଚାୟତ ବୁଢିବିଲି ଗାଁରେ ୨ ମହିଳା ଓ ୨ ଯୁବତୀ ଫସି ରହିଥିଲେ । ଗ୍ରାମବାସୀ ତାଙ୍କୁ ରଶି ଓ ଟ୍ୟୁ ସାହାର୍ଯ୍ୟରେ ଉଦ୍ଧାର କରିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ସୂଚନା ଅନୁଯାୟୀ,

ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଚାଳକ ସୁରକ୍ଷିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ସାପୁଆଝର ନିକଟରେ ଏକ କାର୍ ଟ୍ରକ ସହ ଦୁର୍ଘଟଣାରୁ ବର୍ତ୍ତିବାକୁ ଯାଇ କେନାଲକୁ ଖସିପଡ଼ିଥିଲା । ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ, ଓଡ୍ରାଫ୍ଟ ଟିମ ଘଟଣା ସ୍ଥଳରେ ପହଂଚି ବହୁତ ଚେଷ୍ଟା ଫଳରେ ଦୀର୍ଘ ୬ ଘଣ୍ଟା ପରିଶ୍ରମ କରି ଏକ କ୍ରେନ ସାହାଯ୍ୟରେ

ସହରରେ ବୁଲୁଛି ଭାଲୁ ; ଯୁବକଙ୍କୁ କାମୁଡିଲା, ଚା’ ଦୋକାନୀଙ୍କୁ ଗୋଡେଇଲା !

ଢେଙ୍କାନାଳ ସହର ଭିତରେ ବୁଲୁଛି ଭାଲୁ । ଗାନ୍ଧି ମନ୍ଦିର ରୋଡରେ ଏକ ଭାଲୁ ଜଣେ ଯୁବକଙ୍କୁ କାମୁଡିବା ସହ ଜଣେ ଚା’ ଦୋକାନୀଙ୍କୁ ଆକ୍ରମଣ କରିବାକୁ ଗୋଡାଇଛି । ସହରରେ ଭାଲୁ ବୁଲୁଥିବା ପ୍ରଚାର ହେବା ସହ ଭୟ ଦେଖାଦେଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଗାନ୍ଧି ମନ୍ଦିର ରୋଡର ଆଲୋକ

ହାତୀ ଆକ୍ରମଣରେ ଗଲା ଜୀବନ

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମାତ୍ର କୌଣସି ପ୍ରତିକାର ବ୍ୟବସ୍ଥା କାମ ଦେଉ ନାହିଁ । ବନବିଭାଗ ଏକ ପ୍ରକାର ଏଠାରେ ଫେଲ ମାରିଛି । ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ
error: Content is protected !!