News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଠକେଇ ଅଭିଯୋଗ ଆଣି ବ୍ୟାଙ୍କ ସମ୍ମୁଖରେ ଧାରଣା

ଢେଙ୍କାନାଳ ଏଚ.ଡି.ଏଫ.ସି ମୁଖ୍ୟ ବ୍ରାଞ୍ଚ ନାମରେ ଅଭିଯୋଗ ଆଣିଛନ୍ତି ଶରତ ସାହୁ । ସୂଚନା ମତାବକ ୨୦୧୫ରେ ବ୍ୟାଙ୍କରେ ଖାତା ଖୋଲିଥିଲେ ଶରତ , ସେ ଜଣେ ଛୋଟ ମିକ୍ସଚର ବ୍ୟବସାୟୀ । ତାଙ୍କର ୨ଟି ପିଲା ଙ୍କୁ ସେ ବହୁ କଷ୍ଟରେ ପାଠପଢ଼ାନ୍ତି ଏବଂ ଦୁଖଃ କଷ୍ଟରେ ରହି ବ୍ୟାଙ୍କରେ ୪ଲକ୍ଷରୁ ଉର୍ଦ୍ଧ

ଖରିଫ ଧାନ ପଞ୍ଜିକରଣ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତରେ ଚଳିତ ବର୍ଷ ଖରିଫ ଋତୁରେ ଧାନ ମଣ୍ଡି ପାଇଁ ପଞ୍ଜିକରଣ ହୋଇ ନଥିବାରୁ ଚାଷୀ ମାନେ ତୁରନ୍ତ ପଞ୍ଜିକରଣ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗେଙ୍ଗୁଟିଆ ପଞ୍ଚାୟତରେ ଥିବା ୫ଶହରୁ ଅଧିକ ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନାଳି ପଞ୍ଚାୟତ ଖରଚୁଲି ଠାରେ ଆଜି ପୋଲ ତଳକୁ ଏକ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ସଂପୃକ୍ତ ଟ୍ରାକଟର ଚାଳକ ମୃତ୍ୟୁ ବରଣ କରିଥିବାର ଜଣା ଯାଇଛି। ସୂଚନା ଅନୁଯାୟୀ , ନବକିଶୋର ପୁର ଶବର ସାହି ର ପୁନିଆ ନାହାକ ଙ୍କ ପୁଅ

ମଶାଣିରୁ ଫେରିଲା ଶବ

ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଂଚଳର ନଟାକଟା ମୌଜାରେ ଥିବା ଦେଶୀ ମଦ ଭାଟିରୁ ମଦ ପି ଜଣେ ଯୁବକ ର ମୃତ୍ୟୁ ହୋଇଯାଇଛି ବୋଲି ପରିବାର ପକ୍ଷରୁ ଭୁବନ ଥାନା ରେ ଏତଲା ହୋଇଛି ।ମୃତକ ହେଲେ ଦୟା ନାୟକଙ୍କ ପୁଅ ସନାତନ ନାୟକ (୩୫) । ସୂଚନା ଅନୁଯାୟୀ , ଗତକାଲି ସକାଳୁ ଘରୁ କୋଡିଏ

ରେଙ୍ଗାଲୀ କେନାଲରେ ବୁଡି ଚାଷୀ ମୃତ

ଆଜି ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମ ର ପ୍ରଶାନ୍ତ ବରାଳ ୫୬ ବର୍ଷ ନାମକ ଚାଷୀ ରେଙ୍ଗାଲୀ କେନାଲ ପାଣିରେ ବୁଡି ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ,ପ୍ରଶାନ୍ତ ବରାଳ ମଧ୍ୟାହ୍ନ ସମୟରେ ଗ୍ରାମ ନିକଟରେ ଥିବା ରେଙ୍ଗାଲୀ କେନାଲ କୁ ଗାଧୋଇବା ପାଇଁ

ଟାଟା ଷ୍ଟିଲ୍ ମେରାମଣ୍ଡଳି ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍ ସହ ଭାଗିତାରେ ବର୍ଷାଋତୁ ଜନିତ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା…

ଟାଟା ଷ୍ଟିଲ୍ ମେରାମଣ୍ଡଳି(ଟିଏସ୍‌ଏମ୍‌)ର ସୁରକ୍ଷା ବିଭାଗ ଓ ଢେଙ୍କାନାଳ ଜିଲ୍ଲା ପୁଲିସ୍‌ ସହଭାଗିତାରେ ବର୍ଷା ଋତୁ ସମୟରେ ଏହାର କର୍ମଚାରୀ ଓ ଜନସାଧାରଣଙ୍କ ସଡକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନୀର ମୁଖ୍ୟ ଫାଟକ ନିକଟସ୍ଥ ଜାତୀୟ ରାଜପଥ-୫୫ ଠାରେ ଏକ

ବାଇକ୍ କୁ ପଛପଟୁ ପିଟିଲା ବୋଲେରୋ ; ଜଣେ ମୃତ, ଦୁଇଜଣ ଗୁରୁତର

ଅଜଣା ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ବାସନ୍ତି

ମୁକୁଳା ଡ୍ରେନ ରେ ପଡ଼ିଲା ବାଛୁରୀ !

ହିନ୍ଦୋଳ ଏନ୍.ଏ.ସି ଏଗାର ନମ୍ବର ୱାର୍ଡ଼ ରେ ଏକ ବାଛୁରୀ ଡ୍ରେନ ରେ ପଡିଥିବା ଦେଖିବାକୁ ମିଳିଥିଲା। ବାଛୁରୀ କୁ ଉଦ୍ଧାର କରିବା ପାଇଁ ନୂତନପାଟଣା ଗ୍ରାମ ବାସି ବହୁତ ଚେଷ୍ଟା କଲାପରେ ମଧ୍ୟ ବାଛୁରୀ ଟିକୁ ଡ୍ରେନ ରୁ ଉଦ୍ଧାର କରିପାରି ନଥିଲେ। ସଂଗେ ସଂଗେ ହିନ୍ଦୋଳ ଅଗ୍ନିଶମ ବିଭାଗ କୁ

ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୭ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁଟି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭା ପତିତ୍ୱରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିନକୁ ସରସ ସୁନ୍ଦର ଭାବରେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ହଟିଲା ବେଆଇନ ହୋର୍ଡିଂ

ସହରରେ ଲାଗିଥିବା ସମସ୍ତ ବେଆଇନ ହୋର୍ଡିଂ ଗୁଡିକୁ ଆଜି ଉଚ୍ଛେଦ କରାଯାଇଛି । ଆଗକୁ ପୁଣି ବିନା ଅନୁମତିରେ ହୋର୍ଡିଂ ଲଗାଇଲେ ଜରିମାନା ଆଦାୟ କରାଯିବ । ଏନେଇ ଆଜି ପୌରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରକାଶ କରିଛନ୍ତି । ସହରର ପ୍ରତ୍ୟେକ ଛକରେ ଲୁହା ଫ୍ରେମରେ ଲାଗିଥିବା
error: Content is protected !!