News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଜମି ବାଡ଼ି ବିବାଦକୁ ନେଇ ବଡ଼ ମା’ ଙ୍କୁ ହାଣିଲା ପୁତୁରା

ଜମିଜମା ଓ ଦୋକାନ ଘର ଭାଗ ବଣ୍ଟା କୁ ନେଇ ୨ ଭାଇ ଙ୍କ ଝଗଡା । ପୁତୁରା ର କଟୁରୀ ଚୋଟ ରେ ବଡ଼ ମା' ବିଜୁଳି (୫୦) ଓ ଭାଇ ମାନସ (୨୪ ) ଗୁରୁତର ଆହତ ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି । ସୂଚନା ଅନୁଯାୟୀ ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଗଣେଶ ବଜାର ର ବିଦ୍ୟାଧର

ତଣ୍ଟି ଦରଜ ରୋଗୀଙ୍କୁ ପେଟଟଣା ଔଷଧ ଦେଲେ ଡାକ୍ତର !

ତଣ୍ଟି ଦରଜ ରୋଗୀଙ୍କୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତର,ଢେଙ୍କାନାଳ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ ସହରର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁ ନାକରୁ ପାଣି ଗଡିବା ସହ ତଣ୍ଟି ଦରଜ ହୋଇଥିଲା । ଗତକାଲି ସେ ଝିଅକୁ ନେଇ ବାଜିଚୌକ ଠାରେ

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଙ୍କ ଧାରଣା

ପ୍ରସ୍ତାବିତ ନୂତନ ରାଜସ୍ବ ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ସାମିଲକୁ ନେଇ ବିରୋଧ କରି ଗ୍ରାମବାସୀଙ୍କ ତହସିଲ ଅଫିସ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ପରଜଙ୍ଗ ବ୍ଲକ କଲଦା ଗ୍ରାମରୁ ଶୁଣ୍ଢିତଇଲା ଗ୍ରାମ ଅଲଗା ହୋଇ ନୂଆ ରାଜସ୍ବ ଗ୍ରାମ ମାନ୍ୟତା ପାଇଛି। କିନ୍ତୁ ସରକାରଙ୍କ ତରଫରୁ ନୂତନ ରାଜସ୍ବ

ଘର ଟିଏ ପାଇବା ଆଶାରେ , ନିରାଶ ହୋଇ ପଡ଼ିଛି ମାନସୀ

ରହିବା ପାଇଁ ନା ତା ପାଖରେ ଅଛି ବାସ ,ନା ଗଣ୍ଡେ ଖାଇବା ପାଇଁ ପାଖରେ ଅଛି ଖାଦ୍ୟ । ଏପରିକି ମାନସୀ ବାକ ଶକ୍ତି ହରାଇ ଥିବାରୁ ପଦେ କଥା ପାଇଁ ଆଜି ପ୍ରଶାସନିକ ଅଧିକାରୀ ମାନେ ତାକୁ ଠକି ଦେଇ ଚାଲିଯାଇଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୁଣଦେଇ ଗ୍ରାମ ପଞ୍ଚାୟତ ବେଲପଡା

କେନାଲ ରେ ବୁଡି ଚାଷୀ ନିଖୋଜ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ (୬୦) ଆଜି ଅପରାହ୍ନ ୨ ଘଟିକା ବେଳେ ରେଙ୍ଗାଲି ମୁଖ୍ୟ ବାମ କେନାଲ ର ଗେଙ୍ଗୁଟିଆ ନିକଟରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ । ତାଙ୍କର ଘରକୁ ଫେରିବା

ଜମିହରା ପ୍ରଜାଙ୍କ ରୁଙ୍ଗଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜମିହରା ବିସ୍ଥାପିତଙ୍କୁ ଠକିଦେଇଛି ହିନ୍ଦୋଳ ଉପଖଣ୍ଡରେ ଗଢିଉଠିଥିବା ରୁଙ୍ଗଟା କମ୍ପାନୀ । ଆଜି ସକାଳୁ ନିଜର ହକ ଦାବିରେ କମ୍ପାନୀ ସମ୍ମୁଖରେ ଉପଖଣ୍ଡ ତର୍କବେଡା ବାଲିସାହିର ବାସିନ୍ଦା ମାନେ ଧାରଣାରେ ବସିଥିବା ବେଳେ ହିନ୍ଦୋଳର ଜନପ୍ରିୟ ବିଧାୟିକା

ଅଗ୍ନିକାଣ୍ଡ ରେ ସର୍ଵସ୍ୱ ହରାଇଲେ ୩ଟି ପରିବାର

ପରଜଙ୍ଗ ବ୍ଲକ ପାଟର ପଦା ପଞ୍ଚାୟତ କଟା ବାହାଳ ଗ୍ରାମରେ ମଙ୍ଗଳବାର ଦିନବେଳା କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାର ସର୍ବ ଶାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡ ର କାରଣ ଜଣା ପଡି ନଥିଲେ ମଧ୍ୟ ଖବର ପାଇ ପରଜଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାକୁ

ଭୂଷଳ ତଳ ସାହି ରାସ୍ତା ଶୋଚନୀୟ

ଭୂଷଳ ଗ୍ରାମର ଅବସ୍ଥା ସୋଚନୀୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସଠିକ ସଡ଼କ ଯୋଗାଇବାକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ବେଳେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ଙ୍କ ଅପାରଗତା ଯୋଗୁ ଏହି ରାସ୍ତାଟି ଦୀର୍ଘ ବର୍ଷ ହେଲା ଖାଲ ଖାମ ହୋଇ ପଡ଼ିରହିଛି । ଏହି

ମିଳିଲା ମୃତ ମହିଳାଙ୍କ ପରିଚୟ

ଭୁବନ ଥାନା ଅନ୍ତର୍ଗତ ବାଲିବୋ ପଞ୍ଚାୟତ ର ବାଇପାସ ରାସ୍ତା କଡ଼ରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡିଥିବାକୁ ନେଇ ୨ ଦିନ ହେଲା ପୋଲିସ ନାକେଦମ ହୋଇପଡିଛନ୍ତି । ମୁଣ୍ଡ ବିହୀନ ଗଳିତ ଶବ କୁ କଟକ ବ୍ୟବଛେଦ ନିମନ୍ତେ ପଠାଯାଇଛି । ଅପରପକ୍ଷେ ଭୁବନ ଥାନା ପକ୍ଷରୁ ମିସିଙ୍ଗ ରିପୋର୍ଟ

ଶ୍ରାବଣ ମାସର ଦ୍ୱତୀୟ ସୋମବାର ରେ କାଉଡିଆ ଙ୍କୁ ମନା, ପ୍ରଶାସନ ର କଟକଣାକୁ ଅବମାନନା

ଢେଙ୍କାନାଳ ଜିଲ୍ଲା ର ସମସ୍ତ ଶୈବପୀଠ ସହ କପିଳାସ ପୀଠକୁ କାଉଡିଆ ମାନଙ୍କୁ ଜଳଲାଗି ମନା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ର କଟକଣାକୁ କାଉଡିଆ ମାନେ ଅବମାନନା କରି ହଜାର ହଜାର ସଂଖ୍ୟାରେ କାଉଡିଆ କପିଳାସ ପୀଠରେ ଜଳଲାଗି କରିବା ପାଇଁ ପହଂଚିଛନ୍ତି । ରାଜ ପୁରୋଧା ଙ୍କ ପରାମର୍ଶ କ୍ରମେ
error: Content is protected !!