News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ମୁଣ୍ଡ ବିହୀନ ମହିଳାଙ୍କ ଶବ ଠାବ

ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି । ଯାହାକୁ ନେଇବିଭତ୍ସ ହତ୍ୟାର ସନ୍ଦେହ କରାଯାଇଛି । ବାଲିବୋ ପଞ୍ଚାୟତର ଅନନ୍ତପୁର ଠାରୁ ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ ମୁଣ୍ଡ ବିହନ ମହିଳା

ଭୁଲ ତଥ୍ୟ ଦେଇ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳ ସ୍ୱାସ୍ଥ୍ୟ ବିଭାଗ

ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ଅସଲ ଚିତ୍ର।ପାଣ୍ଡିଆନଙ୍କୁ ଖୁସି କରିବାକୁ ଭୁଲ ତଥ୍ୟ ଦେଇ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳ ସ୍ୱାସ୍ଥ୍ୟ ବିଭାଗ । ସ୍ତ୍ରୀଙ୍କ ଅପରେସନ ବଦଳରେ ସ୍ଵାମୀ ହାର୍ଣିଆ ଅପରେସନ ହୋଇଥିବା ଦର୍ଷାଇଲା ସ୍ୱାସ୍ଥ୍ୟ ବିଭାଗ।ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ୍ କେରଜୁଲି

ପୋଖରୀ ରେ ବୁଡି ବୃଦ୍ଧ ମୃତ

ପୋଖରୀ ରେ ବୁଡି ବୃଦ୍ଧ ମୃତ , ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗ୍ରାମର ଦୀନବନ୍ଧୁ ପ୍ରଧାନ (୭୦) ଶୁକ୍ରବାର ଅପରାହ୍ନ ୧ ଟା ବେଳେ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ଘରକୁ ଫେରିବା ବିଲମ୍ୱ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ,ତେବେ

ଜନ ଅଭିଯୋଗ ଶୁଣାଣିରେ ଆସିଲେନି ଉଚ୍ଚ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ୩ ମାସ ପରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାର କୌଣସି ପଦାଧିକାରୀ ଯୋଗ ଦେଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତ ସେତେଟା

ରଥ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଦୁର୍ଘଟଣା ;ଜଣେ ମୃତ, ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଥାନା ଅନ୍ତର୍ଗତ ପାଞ୍ଚମାଇଲ ଛକ ନିକଟସ୍ଥ ବ୍ରିଜର ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଆଜି ସନ୍ଧ୍ୟାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବାବେଳେ ସେଥିରେ ବସିଥିବା ଅନ୍ୟ ତିନିଜଣ ଆହତ ହୋଇ ହିନ୍ଦୋଳ ଡାକ୍ତରଖାନାରେ

କପିଳାସ ହସ୍ତୀ ସଂରକ୍ଷଣ କେନ୍ଦ୍ରରେ ଛୁଆହାତୀ ମୃତ

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ କପିଳାସ ମେଘା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆକୁ ଅଂଶୁଘାତ ହେବା ପରେ ତାକୁ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେଠାରେ ଗଟକାଲି ହାତୀ ଛୁଆଟିର ମୃତ୍ୟୁ ହୋଇ ଯାଇଥିବାର ଜଣାପଡିଛି । ଗତ ୯ ତାରିଖରେ ୩୮ଟିକିଆ ହାତୀପଲ ମଧ୍ୟରେ ଏକ

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ଼ ,ଚିନ୍ତାରେ ୧୦ଗୋଟି ପଞ୍ଚାୟତ

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା , ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ଆପ୍ରୋଚ ରୋଡ଼ଟି ବର୍ଷା ଜଳରେ ରବିବାର ଧୋଇଯିବା ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଜାତୀୟ ଶିକ୍ଷା ନୀତି ସଂପର୍କରେ ଏଆଇଡିଏସ୍‌ଓ ପକ୍ଷରୁ ଆଲୋଚନା ଚକ୍ର

ଜାତୀୟ ଶିକ୍ଷା ନୀତି ୨୦୨୦ ବିରୁଦ୍ଧରେ ୨୧ ରୁ ୨୭ ଜୁନ ସାରା ଦେଶ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ ଅବସରରେ ଶିକ୍ଷା କ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, +୨ ଓ +୩ରେ ସିଟ୍ ବୃଦ୍ଧି କରିବା, ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ତୁରନ୍ତ ଖୋଲିବା, ଖାଲି ପଡିଥିବା

ମୃତ୍ୟୁ ସହ ଲଢେ଼ଇ କରୁଛି ଘରର ଏକମାତ୍ର ରୋଜଗାରିଆ ପୁଅ, ସହାୟତା ପାଇଁ ବାପା ମାଙ୍କ ଆକୁଳ ନିବେଦନ

ଢେଙ୍କାନାଳ ଜିଲ୍ଲା ସାଆନ୍ଦା ପଞ୍ଚାୟତ ତଳବେରଣା ଗ୍ରାମର ବାସୀନ୍ଦା ଅଜିତ ପଣ୍ଡା ଓ ସୁସ୍ମିତା ପଣ୍ଡା ଘରେ ଦୁଃଖ କଷ୍ଟ କହିଲେ ବିଶେଷ କିଛି ନାହିଁ । ଗୋଟିଏ ବୋଲି ରୋଜଗାରିଆ ପୁଅ ରଞ୍ଜିକ୍ରିଷ୍ଣା ପଣ୍ଡା ପରିବାରର ସୁଖ ଦୁଃଖ ର ସାହା । ଅନୁଗୁଳରେ ଗୋଟିଏ ଗ୍ରୋସରୀ ଏବଂ ପାନ ଦୋକାନ ଟିଏ

ଆଉଟସୋରସିଂ ମହାସଂଘ ର ଦାବିପତ୍ର

ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ପ୍ରତିଶୃତି ପାଳନ କରି ନାହାଁନ୍ତି । ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋରସିଂ ମହାସଂଘ ନିଷ୍ପତି କ୍ରମେ ଆଜି ଢେଙ୍କାନାଳ ର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଅଛି । ଆଜି ଦିନ ୧୦ ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ଢେଙ୍କାନାଳ
error: Content is protected !!