News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

କାଳବୈଶାଖୀ ତାଣ୍ଡବରେ ଜଣେ ମୃତ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁପାଣି ଗାଁରେ କାଳବୈଶାଖୀ ତାଣ୍ଡବରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ଅଚ୍ୟୁତ ଦିଆଣି (୫୫) । ସୂଚନା ଅନୁଯାୟୀ , ସେ ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି

ଶାଶୁ କୁ ବିଷ ଦେଇ ମାରିଦେଲା ବୋହୂ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିରେ ଶାଶୁକୁ ବିଷ ଦେଇ ମାରିଦେଲା ବୋହୂ । ଏହି ଘଟଣାରେ ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟ, ରାସୋଳ

ଯନ୍ତ୍ରୀ ଓ ଠିକାଦାରଙ୍କ ଚାଲିଛି ମନମାନି ଆମକୁ ପଚାରେ କିଏ ; କାଉନସିଲର

ଗତ ବୁଧବାର ପୌରପାଳିକାର ୧୩ତମ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେଲେ ବୈଠକ ଏପରି ହୋଇଥିଲା ଏଥିରେ ଆରୋପ ପ୍ରତ୍ୟରୋପ ହିଁ ହୋଇଥିଲା । ଦୁହିଁ ଦଳ କାଉନସିଲର ଙ୍କ ହାଟଗୋଳ ରେ ଢେଙ୍କାନାଳ ସହର ବାସୀଙ୍କ ଭବିଷ୍ୟତ ଅନ୍ଧାର କୋଠରୀ ଭିତରେ ବନ୍ଦ ହୋଇଯାଇଥିଲା । ବିଭିନ୍ନ ପ୍ରସଙ୍ଗ ରେ

ଦନ୍ତା ଆକ୍ରମଣରୁ ଜନଜୀବନ ସୁରକ୍ଷା ଦାବି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଵିଧାରପୁର ପଞ୍ଚାୟତ ଆରୁହାଁ ଗ୍ରାମରେ ଦୀର୍ଘ ୨ ମାସ ହେବ ଦନ୍ତା ହାତୀ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀଙ୍କ ଜନଜୀବନ ସୁରକ୍ଷା ଦାବିନେଇ ଗ୍ରାମବାସୀମାନେ ବନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଆରୁହଁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ

ବରଯାତ୍ରୀ ଙ୍କୁ ହାଣି ଲୁଟ କଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗ ପ୍ରସାଦ ଗ୍ରାମକୁ ବିବାହ ବରଯାତ୍ରୀ ଆସିଥିବା ଲୋକଙ୍କ ଠାରୁ ମାରଣାଅସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଗତକାଲି ଖଡଗପ୍ରସାଦ ଗ୍ରାମର ଟୁକୁ ରାଉତ ଙ୍କ ଝିଅ ରନି ରାଉତ ଙ୍କ ବିବାହ ଥିଲା । ରାତ୍ର ବିଭାଘର

ଅସୁସ୍ଥ ଦନ୍ତାର ଚାଲିଛି ଚିକିତ୍ସା

ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁରିଲୋ ଗ୍ରାମର ଏକ ଫିଲ୍ଡରେ ନିକଟସ୍ଥ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡିଥିବା ବେଳେ ତାର ଚିକିତ୍ସା ଜାରି ରହିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ୧୫ ବର୍ଷୀୟ ଦନ୍ତାଟି ଫିଲ୍ଡ ନିକଟରେ ପଡିରହିଥିବା ଖବର ପାଇ ସ୍ଥାନିୟ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି

ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ ବିଶାଳ ଗଣ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସମସ୍ତ ଆଦିବାସୀ କୋହ୍ଲ ମୁଣ୍ଡା ଓ "ହୋ" ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ପାଞ୍ଚ ଦଫା ଦାବି ନେଇ ବିଶାଳ ରାଲି ସହିତ ବ୍ଲକ ସମ୍ମୁଖରେ ଧାରଣା ଓ ପାଞ୍ଚ ଦଫା ନେଇ ଦାବୀପତ୍ର। ପ୍ରଥମେ କଙ୍କଡ଼ାହାଡ଼ ହାଟ ଠାରୁ ବିଶାଳ ଜନସମାଗମ ହୋଇ ମହିଳା ଓ

କାର ତଳେ ଚାପି ହୋଇଗଲା ବାଇକ ,୨ଗୁରୁତର

କାର ତଳେ ଚାପି ହୋଇ ୨ ଗୁରୁତର । ସୋମବାର ଅପରାହ୍ନରେ ଏକ କାର ଯୋଗେ କୋରାପୁଟ ଜିଲ୍ଲା ନୁଆଗୁଡା ଗ୍ରାମର ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢ଼ୀ ନିଜ ପରିବାର ସହ ମା ତାରିଣୀଙ୍କ ଦର୍ଶନ ନିମନ୍ତେ ଯାଉଥିବା ବେଳେ ମନ୍ଦାର ପେଟ୍ରୋଲ ପମ୍ପ ନିକଟରେ ତାଙ୍କ କାରଟି ଗଛରେ ପିଟି ହୋଇ ମନ୍ଦାର ଗାଁ ର ରବି

ଖରା ଛୁଟିରେ ମାମୁଁ ଘର ଆସିଥିଲେ ,ଦଳିଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଆରୁହଁ। ଗାଁରେ ହାତୀ ଆକ୍ରମଣରେ ଜଣେ ନାବାଳକ ର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ କାଶୀପୁର ଗାଁର ପାପୁ ମଲ୍ଲିକ (୧୫) । ସୂଚନା ଅନୁଯାୟୀ , ପପୁ ନିଜ ମାମୁଁ ଘର ଆରୁହଁ। ଖରାଛୁଟିରେ ବୁଲିବାକୁ ଆସି ,ଗାଁ ନିକଟରେ ଏକ

ବାହାନଗା ରେଳ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ

ବାହାନଗା ଟ୍ରେନ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲା ଭୁବନ ଗାଁର ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ମୃତକ ହେଲେ ସ୍ବର୍ଗତ ମହାବୀର ପ୍ରସାଦ ଅଗ୍ରୱାଲ ଙ୍କ ବଡ଼ ପୁଅ କ୍ରିଷ୍ଣା କୁମାର ଅଗ୍ରୱାଲ(କାହ୍ନୁ ଭାଇ) ।କାହ୍ନୁ ଭାଇ ହେଉଛନ୍ତି ବରିଷ୍ଠ ଏୟାର ଫୋର୍ସ ଅଧିକାରୀ କମଳ ଅଗ୍ରୱାଲ ଓ
error: Content is protected !!