News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ବାଘ ଆକ୍ରମଣରେ ମହିଳା ଗୁରୁତର ଆହତ

ମହାବିରୋଡ ରେଞ୍ଜରେ କଲରାପତରିଆ ବାଘ ଆତଙ୍କ।ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ସୁଚନା। । ଆହାତ ମହିଳା ଜଣକ ହେଲେ ମହାବିରୋଡ଼ ଥାନା ବ୍ରାହ୍ମଣଧରା ଗ୍ରାମର ପୁଇନ ନାୟକ ବୟସ (୪୫) । ସୁଚନା ମୁତାବକ ,ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହିଳା ଜଣକ ଏବଂ ତାଙ୍କ ସହ ଗ୍ରାମର ଦୁଇଜଣ ମିଶି

ଶାବଳରେ ମାଡ଼ରେ ଶ୍ରମିକ ଙ୍କ ଗୋଡ଼ ଭାଙ୍ଗିଲା

ଭୁବନ ଥାନା ଚନ୍ଦାରରେ ଶୁକ୍ରବାର ଅପରାହ୍ନ ୫ଟା ବେଳକୁ ଘଟିଛି ଏକ ଅମାନୁଷିକ ଘଟଣା। ଶାବଳରେ ମାଡମାରି ଜଣେ ଶ୍ରମିକଙ୍କ ଗୋଡଭାଙ୍ଗି ଦେଇଛନ୍ତି। ଘର ମାଲିକଙ୍କ ୧୧ଭରି ସୁନା ଓ ୧.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଏତଲା ହୋଇଛି । ଏତଲା ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ପୋଲିସ

ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ

ରେଲୱେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ ।ମୃତକ ଜଣଙ୍କ ହେଲେ କଲିକତା ମୃସିଦାବାଦର ମିଲନ କୁମାର।ଢେଙ୍କାନାଳ ଷ୍ଟେସନ ନିକଟସ୍ଥ ରାମେଶ୍ୱରପୁର ନିକଟରେ କାମ କରୁଥିବା ବେଳେ ଘଟିଛି ଅଘଟଣ।ଡବଲ ରେଳ ଲାଇନ ଟ୍ରାକ ପାଇଁ ମାପଚୁପ କାମ କରୁଥିଲେ ମିଲନ।ହାତରେ ଥିବା ଆଲୁମିନିୟମ

ଚାଷ ଜମିରେ ଚାରା ଲଗାଇବା ଘଟଣା ,ବନବିଭାଗ ହଟାଇଲା ଚାରା

ଭୁବନ ବନବିଭାଗ ମେରୀରାୟ ନୀତି ଯୋଗୁ ଜଣେ ଚାଷୀଙ୍କର ଗୋଟିଏ ବର୍ଷର ଧାନ ଫସଲରୁ ହେବାକୁ ଥିବା ଆୟ ନଷ୍ଟ ହେବାକୁ ଯାଉଥିଲା ବନକର୍ମଚାରି ଚାଷୀଙ୍କ ଗୁହାରିକୁ ଭ୍ରୁକ୍ଷେପ କରିନଥିଲେ । ଫଳରେ ଚାଷୀ ଶନିବାର ଅପରାହ୍ନରେ ସ୍ଥାନୀୟ ତହସିଲଦାର ଶିରୀୟଲ ଶୁଭ୍ର ପଟେଲଙ୍କୁ ଲିଖିତ ଅଭିଯୋଗ କରିବା ପରେ

ହାତୀ ଆକ୍ରମଣ ରେ ମହିଳା ମୃତ

ହିନ୍ଦୋଳ ଉପଖଣ୍ଡ ରେ ସୁରକ୍ଷିତ ନୁହନ୍ତି ଆଉ ଜନସାଧାରଣ, ହାତୀ ଦାଉରୁ ରକ୍ଷା ପାଇବା ପାଇଁ ନିରୀହ ଜନସାଧାରଣ ଏବେ ତ୍ରାହି ତ୍ରାହି ଡାକଦେଉଥିବା ଦେଖିବାଜୁ ମିଳିଛି ।ଗୋଗିଏ ବର୍ଷ ରେ ହାତୀଆକ୍ରମଣ ତିରିଶି ରୁ ଅଧିକ ଜନସାଧାରଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଘରୁ ହାତୀ ଟାଣିନେଇ ମାରିଦେବା

ପଞ୍ଚାୟତ ଅଫିସରୁ ତାଲା ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

ତୁମୁସିଙ୍ଗା ଥାନା ବାରୁଆଁ ( କ)ପଞ୍ଚାୟତ କାର୍ଯ୍ୟାଳୟରୁ ଲୁୁଟ।ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଅଫିସର ତାଲାକୁ କାଟି ଅଫିସ ପରିସର ଭଙ୍ଗାରୁଜା କରିବା ସାଙ୍ଗକୁ ଆଲମାରିରେ ଥିବା ଭତ୍ତା ଓ ହରିଶଚନ୍ଦ୍ର ଯୋଜାନାର ଟଙ୍କା ସବୁ ଲୁଟ ହୋଇଥିବା ଜଣାପଡିଛି।ସେହିପରି ପଞ୍ଚାୟତ ଅଫିସ ପରିସରରେ

ମହାବିରୋଡ଼ ଗାଁରେ ହାତୀ ଉତ୍ପାତ, ନଷ୍ଟ କଲେ କଦଳୀ ବଗିଚା

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗ୍ରାମରେ ହାତୀ ଉତ୍ପାତ lଗତକାଲି ବିଳମ୍ବିତ ରାତିରେ ହାତୀ ଦଳି ମକଚି ନଷ୍ଟ କଲା କଦଳୀ ବଗିଚା ।ସୂଚନା ଅନୁସାରେ ମହାବିରୋଡ଼ ଗ୍ରାମର ଦୁହିତା ସ୍ୱାଇଁ, ଜମ୍ବେଇ ସ୍ୱାଇଁ, ଧନେଶ୍ୱର ସ୍ୱାଇଁଙ୍କ କଦଳୀ ବଗିଚା ଭିତରେ ପଶି ତାର ବାଡ଼ ଭାଙ୍ଗିବା ସହ କଦଳୀ ଗଛକୁ ଦଳି

ପ୍ଳାଣ୍ଟ ଉପରୁ ପଡ଼ି ଯୁବ ଇଞ୍ଜିନିୟର ଗୁରୁତର

ଢେଙ୍କାନାଳ ଜିଲ୍ଲାର ଝାଡବନ୍ଧ ସ୍ଥିତ ରୁଙ୍ଗଟା କମ୍ପାନୀରେ ପୁଣି ଅଘଟଣ।କୋଲଡ ୱାସରି ପ୍ଲାଣ୍ଟ ଉପରୁ ପଡି ଯୁବ ଇଞ୍ଜିନିୟର ଗୁରୁତର। ଇଞ୍ଜିନିୟର ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନ ଶିବପୁର ପଞ୍ଚାୟତ କୁଚିଳାମଡା ଗାଁର ନନ୍ଦ କିଶୋର ବେହେରା। ଗତକାଲି

ବଜ୍ରପାତ ରେ ଜଣେ ମୃତ , ଜଣେ ଗୁରୁତର

ହିନ୍ଦୋଳ ଉପଖଣ୍ତ ରାସୋଳ ଥାନା ଅନ୍ତର୍ଗତ ଚିତ୍ତଳପୁର ଗ୍ରାମରେ ଏକ ଅଭାବନିୟ ଘଟଣାକ୍ରମେ ୨୭ ତାରିଖ ଗରୁବାର ବଜ୍ରପାତ କାରଣରୁ ଜଣେ ମୃତ୍ୟବରଣ କରିଥିବା ସମୟରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ , ଚିତ୍ତଳପୁର ଗ୍ରାମର ଭ୍ରମରବର ବେହେରାଙ୍କ ପୁତ୍ର ମୋହନ ବେହେରା (୩୫) ଓ

କୂଅରେ ବୁଡ଼ି ଯୁବକ ମୃତ

ପରଜଙ୍ଗ ଥାନା ଲୁଧୋଣୀ ଗ୍ରାମରେ ଜଣେ ଯୁବକ କୂଅରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଲୁଧୋଣୀ ଗ୍ରାମ ବିଶ୍ୱାଳ ସାହିର କେଶବ ବିଶ୍ଵାଳ(୪୫) । ସୂଚନା ମୁତାବକ କେଶବ ଜଣେ ମାନସିକ ବିକାର ଗ୍ରସ୍ତ ଅଟନ୍ତି। ସେ ମଙ୍ଗଳବାର ସକାଳୁ ଘରୁ ବାହାରି ଚାଲି ଆସିଥିଲେ। ଘରକୁ ଫେରିବରେ
error: Content is protected !!