News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ପୋଡି ପାଉଁଶ ହୋଇଗଲା ରହିବା ଘର ସହ ଗାଈ ଗୁହାଳ

କଥାରେ ଅଛି ଘର ପୋଡି ଠାରୁ ବିପତ୍ତି ନାହିଁ । ଆଜି ଏମିତି କିଛି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମରେ । ଦିବା ପ୍ରାୟ ୧ ଘଟିକା ସମୟରେ କୌଣଷି କାରଣରୁ ପ୍ରଥମେ ମାୟାଧର ଜେନାଙ୍କ ଗାଈ ଗୁହାଳ ରେ ନିଆଁ ଲାଗି କ୍ରମେ ତାଙ୍କ

ରାତି ଅଧରେ କଲେଜ ରୁ ଲୁଟ

ପରଜଙ୍ଗ ବ୍ଲକ କୁଆଳୁ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଫାଟକ ତାଲା ଭାଙ୍ଗି କମ୍ପ୍ୟୁଟର , ସିସିଟିଭି, ଇନଭର୍ଟର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଛନ୍ତି। କର୍ମଚାରୀ ମାନେ ଚୋରି ସଂକ୍ରାନ୍ତରେ

ସାଆନ୍ଦା ଗ୍ରାମରେ ପାନୀୟ ଜଳ ସମସ୍ୟା ,ଜଳ ପ୍ରକଳ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଦା ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମବାସୀ ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଥିବା ପାଣି ଟାଙ୍କି ଟି ପ୍ରାୟ ୮ ଦିନ ହେବ ଅଚଳ ହୋଇ ପଡିଥିବାର ଜଣା ପଡିଛି ।

ଛାତରୁ ପଡ଼ି ଯୁବକ ମୃତ

ଛାତରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି , ମୃତକ ହେଲେ ଭୁବନ ବ୍ଳକ ଜୟପୁର ଗାଁର ସତ୍ୟଜିତ ମାଝୀ (୨୭) । ସୂଚନା ଅନୁଯାୟୀ ,ଗୁରୁବାର ସତ୍ୟଜିତ ନିଜ ଘର ଛାତରେ ବୁଲୁଥିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ଼ ଖସି ଯାଇଥିଲା । ସାରା ରାତି ପଡି ରହି ଥିବା ବେଳେ ସକାଳୁ ତାଙ୍କ ଦାଦା

ଗଁଦିଆ ବ୍ଲକ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଗଁଦିଆ ଥାନ ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ

ବନ୍ଧ୍ୟା ନିରାକରଣ ଯୋଜନାର ୬ ମାସ ପରେ ବି ମିଳୁନି ହିତାଧିକାରୀ ଙ୍କ ପଇସା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡିକାଲ ଅଧୀନ ରେ ଚାଲୁଥିବା ମେଡିକାଲ ଗୁଡ଼ିକ କୁ କେଉଁଠି ଡ଼ାକ୍ତର ନାହାନ୍ତି ତ, କେଉଁଠି ଘର ନାହିଁ, ଯେଉଁଠି ବି ଅଛନ୍ତି ସକାଳେ ଆସନ୍ତି ଉପରବେଳା କୁ ନାହିଁ । ଯୋଜନା ଏଠି ସବୁ ପ୍ରକାର ଫେଲ୍ ମାରୁଛି । ଏହି ମେଡିକାଲ ଅଧୀନ ରେ

ପିଅନଙ୍କ ବଦଳି ବାତିଲ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଉଳପୁର ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ବଦଳି ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ବଦଳି ପରେ କନ୍ତିଓପୁଟ ସାହି

ନିଆଁ ପାଣି ବାଛନ୍ଦ ଅଭିଯୋଗ ନେଇ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ଢେଙ୍କାନାଳ ଜିଲ୍ଲା ବ୍ଲକ ନିହଲପ୍ରସାଦ ଥାନା ଅନ୍ତଗର୍ତ ପର୍ଵତକଣୀ ଗ୍ରାମରେ ଜମିବାଡିକୁ ନେଇ ବିବାଦ ସୃଷ୍ଟିହେବା ସହତି ପରିବାରକୁ ନିଆଁ ପାଣି ବାଛନ୍ଦ କରିବାକୁ ନେଇ ନ୍ୟାୟ ପାଇଁ ପରିବାର ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ପର୍ବତକଣୀ ଗ୍ରାମର ହରିହର ବାରୀକ ଙ୍କ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମରେ ଜନୈକ ବୃଦ୍ଧ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗାଁର ବିକଳ ସାହୁ (୭୦) । ସୂଚନା ଅନୁଯାୟୀ ,ଆଜି ଅପରାହ୍ନରେ ସେ ଆମ୍ବ ଗୋଟାଇବାକୁ ନିକଟରେ ଥିବା ଜଙ୍ଗଲକୁ ଯାଇ ହାତୀ ଆକ୍ରମଣର ଶିକାର

ମନ୍ଦିରରୁ ଚୋରି

ମାଳପୁରା ରାମ ମନ୍ଦିରରୁ ଚୋରି । ମୁଖ୍ୟ ମନ୍ଦିରର ତାଲା ଭାଙ୍ଗିବା ସହ ପାର୍ଶ୍ୱ ଦେବୀ ମନ୍ଦିରରୁ ୯ ଗୋଟି ସୁନାର ଟିକିଲି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ମନ୍ଦିର ପୂଜକ ସକାଳୁ ପୂଜା କରିବାପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିର ଲାଇଟ୍ ବନ୍ଦ ଥିବା ସହ ମୁଖ୍ୟ
error: Content is protected !!