News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଯବାନଙ୍କ ମର ଶରୀରକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧୂର୍ବ ଚରଣ ସାମଲଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ ଯବାନ୍ ଧୂର୍ବ ଚରଣ ସାମଲ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥ ହୋଇ ଚିକିତ୍ସା ହେବା ପାଇଁ ଘରକୁ

ତହସିଲଦାରଙ୍କୁ ଆକ୍ରମଣ କରି ବନ୍ଧା ହେଲେ ମାଫିଆ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରିକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ ଓ ମାଟିଖୋଳାରେ ବ୍ୟବହୃତ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଯବତ କଲା କାମାକ୍ଷାନଗର ପୋଲିସ । ସାମ୍ବାଦିକ ସମିଳନିରେ ସୂଚନା ଦେଲେ

କର୍ତ୍ତବ୍ୟ ରେ ଅବହେଳା ହେତୁ ୧୩ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ କଲେ ଉଚ୍ଚ ଶିକ୍ଷା ବିଭାଗ

କର୍ତ୍ତବ୍ୟ ରେ ଚରମ ଅବହେଳା ପାଇଁ ଢେଙ୍କାନାଳ ଜିଲ୍ଲାର ୧୩ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୨୭୬/୨୩ରେ ନିର୍ଦ୍ଦେଶ ଦିଆଯାଇଛି। ଏହି କଲେଜ ଗୁଡିକ ମଧ୍ୟରେ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ନୂଆହାଟ

ବିପଦ ସଙ୍କୁଳ ଅବସ୍ଥାରେ ସାରଙ୍ଗଧର ସେତୁ

ଢେଙ୍କାନାଳ ସଦରକୁ ସଂଯୋଗ କରୁଥିବା ବାହ୍ମଣୀ ନଦୀ ଉପରେ ଥିବା ସାରଙ୍ଗଧର ସେତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସ୍ପାନ ସଂଯୋଗ ସ୍ଥାନରୁ କଂକ୍ରିଟ ଉଠି ଲୁହା ଦେଖାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ମାଟି ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନ୍‌ଥିବାର ଜଣାପଡିଛି ।ବ୍ରିଜର

ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ !

ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ।ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ।ତହସିଲଦାର ଓ ଆରଆଇଙ୍କୁ ମୋରମ ମାଫିଆ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା । ପରଜଙ୍ଗ ପଥରଖମ୍ବ ଗ୍ରାମ ନିକଟରେ ଏକ ସରକାରୀ ଜମିରୁ ମୋରମ ଖୋଳା ହେଉଥିବା ବେଳ

ଅଜଣା ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଶୁକ୍ରବାର ଭୋର ସମୟରେ ମହିଳା ଜଣଙ୍କ ଓଭରବ୍ରିଜ୍ ଉପର ଦେଇ ଚାଲି ଚାଲି ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା

ବିଜେପି ମହିମା ମଣ୍ଡଳ ଜୋରନ୍ଦା କାର୍ଯ୍ୟକାରିଣୀ ବୈଠକ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହିମାଗାଦି ଅନ୍ତର୍ଗତ ବିଜେପି ମହିମା ମଣ୍ଡଳ ଜୋରନ୍ଦା ତରଫରୁ ସଭାପତି ପ୍ରତ୍ୟୁଷ ହରି ପ୍ରଧାନ ତତ୍ୱାବଧନାରେ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ବିଷ୍ଣୁ ପ୍ରସାଦ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶାଳ ମହା

ବଜ୍ରପାତରେ ୧୩ ମେଣ୍ଢା ଙ୍କ ଚାଲିଗଲା ଜୀବନ

ବଜ୍ରପାତରେ ଚାଲିଗଲା ୧୩ ମେଣ୍ଢାଙ୍କ ଜୀବନ । ଢେଙ୍କାନାଳ କାଇମାଟି ଆଛନ୍ଦ ଗାଁର ବିପିନ ବିହାରୀ ବେହେରାଙ୍କର ୧୩ଟି ମେଣ୍ଢା ମରିଥିବା ଜଣାଯାଇଛି। ଆଜିର କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ ଘଟି ଏପରି ଅଘଟଣ ଘଟିଛି । ଶ୍ରୀ ବେହେରାଙ୍କର ପ୍ରାୟ ୭୦ଟି ମେଣ୍ଢା ରହିଛି। ଆଜି ସକାଳୁ ବିଲକୁ

ହାତୀ ଆକ୍ରମଣରେ ୨ ମୃତ

ହିନ୍ଦୋଳ ବନାଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାସୋଳ ଥାନା ଅନ୍ତର୍ଗତ କୁତୁଣୀଆ ପଞ୍ଚାୟତ ଖରିଡାଳି ଗାଁର ମାୟାଧର ସାହୁଙ୍କ ସ୍ତ୍ରୀ ଫୁଲ ସାହୁ ଓ ଭିଙ୍ଗିରା ଗାଁର ରୁଷିଆ ନାୟକ । ସୂଚନା ଅନୁଯାୟୀ, ଫୁଲ ନିଜ ଘର ପଛ ପାର୍ଶ୍ୱକୁ ଆମ୍ବଗଛ ରୁ ଆମ୍ବ

ପୋଖରୀ ରେ ବୁଡ଼ି ଯୁବକ ମୃତ

ପୌରପାଞ୍ଚଳର ଜୟ ଗୋପାଳ ସାହି ରେ ଥିବା ଗୋପାଳ ସାଗାର ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ରଗଡି ସାହିର ଅଶ୍ୱୁନୀ ବାରିକ ବୋଲି ଜଣାଯାଇଛି । ସେ ସବୁଦିନ ଏହି ପୋଖରୀକୁ ଗାଧୋଇବାକୁ ଆସିଥାନ୍ତି । ଆଜି ମଧ୍ୟ ଗାଧୋଇବାକୁ ଆସି ବୁଡିଯାଇଥିବା ଅନୁମାନ
error: Content is protected !!