News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି,ଅମଲା ମାନଙ୍କ କଳାବ୍ୟାଚ ପରିଧାନ

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଜିଲ୍ଲାର ଥିବା ସମସ୍ତ ଅମଲା ମାନେ କଳାବ୍ୟାଚ ପରିଧାନ କରିବା ସହିତ ଜୁନ ଏକ ତାରିଖରୁ ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବାକୁ ଚେତାବନୀ

ରଥଯାତ୍ରା ପାଇଁ ହିନ୍ଦୋଳରେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହେବାକୁ ଥିବା ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲଦାରଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୧୨ଘଣ୍ଟାରେ ଏହି ବୈଠକ

ପ୍ଲାଣ୍ଟ ଭିତରେ ଚାଲିଗଲା କାର୍ଯ୍ୟରତ ଶ୍ରମିକ ଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅଧିନସ୍ଥ ମୋଟଙ୍ଗା ଥାନା ଅନ୍ତର୍ଗତ ଥିବା ଖଡଗପ୍ରସାଦ ନବ ଭାରତ ପ୍ଲାଣ୍ଟ ଭିତରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କର ମୃତୁ ଘଟିଛି। ମୃତକ ହେଉଛନ୍ତି ମେରାମଣ୍ଡଳୀ ସ୍ଥିତ ନନ୍ଦିନୀ କଲୋନୀର ମାଧବ ବେହେରା । ସୂଚନା ଅନୁଯାୟୀ , ପ୍ଲାଣ୍ଟ ଭିତରେ ଶ୍ରମିକଙ୍କୁ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଗଁଦିଆ ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି ।ପୋଲିସ ସୂଚନା ଅନୁଯାୟୀ ,ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ (କଲଣସାହି)ର ଜଣେ ୬ବର୍ଷର ନାବାଳିକା ୧୯ତାରିଖ ଦିନ ଅପରାହ୍ନରେ ଉକ୍ତ ସାହି ପାଖରେ ଥିବା ପୋଖରୀରୁ ନିଜ ଭାଇ ସହିତ ନିଜର ଘରକୁ

ଉପଭୋକ୍ତା ଓ ବିଦ୍ୟୁତ କର୍ମଚାରୀ ଧସ୍ତାଧସ୍ତି , ଥାନାରେ ମାମଲା

ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ମିଟର ଟାମ୍ପରିଙ୍ଗ ଅଭିଯୋଗ ନେଇ ଜଣେ ଆଧ୍ୟାପକ ଓ ବିଦ୍ୟୁତ କର୍ମଚାରୀ ମଧ୍ୟରେ ହୋଇଛି ଧସ୍ତାଧସ୍ତି । ଏନେଇ ଭୁବନ ଥାନାରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଅରୁଣ ପ୍ରଧାନ ଓ ରଶ୍ମିତା ପ୍ରଧାନ ଙ୍କ ଅଭିଯୋଗ କ୍ରମେ ଏକ କେସ

କନ୍ତୋଲ ରେ ଜମି ହଡ଼ପକୁ ନେଇ ତହସିଲ ଅଫିସ ଘେରାଉ ଚେତାଵନୀ

କାନ୍ତୋଲ ଗ୍ରାମବାସୀଙ୍କ ଯାତ୍ରା ପଡ଼ିଆ ୧୨୯ ଡେସିମିଲ୍ ଯାଗାକୁ ଚଚଂକତା କରି ଲୁଟି ନେଲେ ତହସିଲ କର୍ମଚାରୀ । ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗର ୬ ଦିନ ଵିତିଯାଇଥିଲ ମଧ୍ୟ କୈ‌।ଣସି ପଦକ୍ଷେପ ନହେବାରୁ ଗ୍ରାମବାସୀ ହେଲେ ମେଳି । ପଟ୍ଟା ଖାରଜ ନହେଲେ ପୀଠ ସ୍ଥଳୀରେ ବୋହିବ

ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କାରେ ଯୁବକଙ୍କ ଚାଲିଗଲା ଜୀବନ

ଢେଙ୍କାନାଳ ଗଜମରା ନିକଟରେ ବୁଲେଟ ଓ ସ୍ୱିପ୍ଟ କାର ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ବୋରାପଦା ର ଭାଗ୍ୟସାଗର ମହାପାତ୍ର । ସୂଚନା ଅନୁଯାୟୀ , ଗୁରୁବାର ରାତିରେ ଭାଗ୍ୟସାଗର ଏବଂ ତାଙ୍କର ୨ଜଣ ସାଙ୍ଗ ବୁଲେଟ ଯୋଗେ

ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଇ ପିଟିପିଟି କଲେ ହତ୍ୟା

ଚୋର ସନ୍ଦେହରେ ରାତିରେ ଘରୁ ଉଠାଇ ନେଲେ ,ପରେ କଲେ ହତ୍ୟା। ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ ଚୋରି ଘଟଣାକୁ ନେଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳର ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଡେଙ୍ଗ ବୋରେଇ ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ହୋଇଥିବା ଯୁବକ

କାଳ ବୈଶାଖୀର ତାଣ୍ଡବରେ ଉଡ଼ିଲା ଦୋକାନ କ୍ୟାବିନ , ଜଣେ ଆହତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗୋତମରା ଛକ ନିକଟରେ କାଳ ବୈଶାଖୀର ତାଣ୍ଡବରେ ନିର୍ମଳ ସିଂହଙ୍କ ଦୋକାନ କ୍ୟାବିନ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ନିର୍ମଳ ସିଂହ ସେହି କ୍ୟାବିନ ରେ ସାଇକେଲ ମରାମତି କରି ନିଜ ପରିବାର ପ୍ରତି ପୋଷଣ କରିବା ସହିତ

ମାଟ୍ରିକ ରେ ରହିଲା ୯୦% , ହେଲେ ଦୁନିଆରେ ନାହାନ୍ତି ସ୍ୱାତୀ

ମ‌ାଟ୍ରିକ୍‌ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି। ଟାର୍ଗେଟ୍‌ ରଖିଥିଲେ, ଏଥର ମାଟ୍ରିକ୍‌ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ନିହାତି ହାସଲ କରିବେ। ସେହି ଅନୁସାରେ ନିଷ୍ଠାର ସହିତ ପରିଶ୍ରମ ବି କରିଥିଲେ। ପରିଶ୍ରମ ଅନୁସାରେ, ସ୍ବପ୍ନ ତାଙ୍କର ଆଜି ସାକାର ହୋଇଛି। ହେଲେ, ନିଜର ଏହି
error: Content is protected !!