News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଏନଏଚଆରସି ଏବଂ ଏନସିପିସିଆରଙ୍କ ନିର୍ଦ୍ଦେଶ କୁ ବେଖାତିର, ଜବରଦଖଲ ହେବାକୁ ଯାଉଛି ସରକାରୀ ଜମି, ପୋୖରଅଧିକାରୀ ଚୁପ୍ !

ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୩ନମ୍ବର ୱାର୍ଡରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଅଞ୍ଚଳ ବାସୀଙ୍କ ମନରେ ଥିବା ଅସନ୍ତୋଷ ଏବେ ତୀବ୍ର ରୂପ ନେଇଛି । ଦୀର୍ଘ ୧୫ ବର୍ଷ ଧରି ୩ ନମ୍ୱର୍ ୱାର୍ଡ ବାସିନ୍ଦା ପ୍ରାୟ ୯ଗୁଣ୍ଠ ର ଏକ ସରକାରୀ

ଜନ ଗହଳି ସ୍ଥାନରେ ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ

ଗଁଦିଆ ର ମୁଖ୍ୟ ସ୍ଥାନରେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଅଛି । ଉକ୍ତ ଦୋକାନଟି ଏକ ଜନଗହଳି ପୂର୍ଣ୍ଣ ହାଟ ଛକ ନିକଟରେ ଖୋଲାଯାଇ ଥିବାର ଦେଖିବାକୁ ମିଳିଛି । ଢେଙ୍କାନାଳ ଠାରୁ ଗଁଦିଆ ବ୍ଲକ ଦେଇ ଭୁବନଓ ଚଡେଇଧରାକୁ ସଂଯୋଗ କରୁଥିବା ଏହି

ପୋଲିସ କୁ ଚୋର ଙ୍କ ଖୋଲା ଚ୍ୟଲେଞ୍ଜ ,ଅଧ୍ୟାପକ ଓ ବ୍ୟବସାୟୀ ଙ୍କ ଘରୁ ଚୋରି

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳ ରେ ଦିନକୁ ଦିନ ଚୋରି ବଢ଼ି ଚାଲିଛି । ଚୋର ମାନେ ନିଛାଟିଆ ଜାଗାରେ ଘର କରିଥିବା ବଡ଼ ବ୍ୟବସାୟୀ ଓ ସରକାରୀ ଚାକିରିଆ ଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି । ୨ ଦିନରେ ୨ ଟି ସ୍ଥାନ ରୁ ଚୋରି ହୋଇଥିବା ଥାନାରେ ଏତଲା ହୋଇଛି ।ଶୁକ୍ରବାର ରାତି ରେ

ଦିଘୀ ପୂର୍ବତନ ସମିତି ସଭ୍ୟ ଙ୍କ ହତ୍ୟା ଘଟଣାରେ ୩ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦିଘୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେସ୍ଵର ରାଉତଙ୍କୁ ଗତ ୭ ତାରିଖ ଦିନ ହତ୍ୟା କରାଯାଇଥିବା ବେଳେ । ତାଙ୍କ ହତ୍ୟା ଘଟଣାରେ ସୁରପତାପପୁର ଗ୍ରାମ ଓ ଦିଘୀ ଗ୍ରାମର ପ୍ରାୟ ୧୬ଜଣ ଅଭିଯୁକ୍ତ ସାମିଲ ରହିଥିବାର ଅଭିଯୋଗ ହୋଇଛି ।

ଅଧ୍ୟାପକ ଙ୍କ ଘରୁ ଚୋରି !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଲେଜ ରୋଡ ନିକଟରୁ ଜଣେ ଅଧ୍ୟାପକ ଙ୍କ ଘରୁ ଝରକା ତାଡି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ , ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀପତି ଚିନାରା ଓ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ଙ୍କ ବାସ ଭବନ ରୁ ଗତକାଲି

ଦଳିତ ବସ୍ତିରେ ପଶି ଦଳିତଙ୍କୁ ମାଡ଼ମାରି ଭାଙ୍ଗିଲେ ଘର , ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦର ସିଙ୍ଗା ଗ୍ରାମପଞ୍ଚାୟତର କନ୍ଦରସିଙ୍ଗା ଗ୍ରାମରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଚନ୍ଦନ ଯାତ୍ରାରେ ପରିବେଷଣ ହେଉଥିବା ଯାତ୍ରା ଦେଖିବାକୁ ପଡୋଶି ଗ୍ରାମ କଟର ପଦା ଗ୍ରାମର ଜୈନିକ ଯୁବକ ବସିବାକୁ ପାଲ ପକାଇଥିଲେ

ସୁରକ୍ଷା ବାଡ଼ ଭାଙ୍ଗି ବିଲରେ ପଡ଼ିଲା ଟ୍ରକ , ଅଳ୍ପକେ ବର୍ତ୍ତିଲେ ଚାଳକ

ଡ୍ରାଇଭରକୁ ନିଦ ଲାଗିବାରୁ ସୁରକ୍ଷା ବାଡ଼ ଭାଙ୍ଗି ବିଲକୁ ଖସିଲା ଟ୍ରକ ,ଅଳ୍ପକେ ବର୍ତ୍ତିଲେ ଚାଳକ । ଘଟଣା ଟି ଘଟିଛି ୫୩ ନଂ ଜାତୀୟ ରାଜପଥ ଭୁବନ ଥାନା ଶାମଳ ଗ୍ରାମ ନିକଟରେ । ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନରେ କାମାକ୍ଷାନଗର ପଟୁ ନିଜ ଗାଁ କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ

ଆକ୍ରମଣରେ ୫ ଝାଡ଼ୁ ବେପାରୀ ଆହତ !

ମହିଷାପାଟ ଠାରେ ରହି ଝାଡୁ ବିକ୍ରି କରୁଥିବା ବାହାର ରାଜ୍ୟର ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବାର ଜଣା ପଡ଼ିଛି । ଯେଉଁଥିରେ ୫ ଜଣ ଝାଡୁ ବେପାରୀ ଗୁରୁତ ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ , କିଛି ମାସ ହେଲା

ମହିମାଗାଦୀ ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ,ପୀଠକୁ ଆକର୍ଷଣୀୟ କରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଲା ତଥା ମହିମା ଧର୍ମର ଆଦିପୀଠ ଯୋରନ୍ଦା ମହିମା ପୀଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୀଠକୁ ଅଧିକ ଆକର୍ଷଣୀରକରାଯିବ ବୋଲି ଜଣାପଡିଛି । ଯୋରନ୍ଦା ମହିମା ଗାଦୀ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ

ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଶାନ୍ତି ନଗର ସାହି ବାସିନ୍ଦା ପାଣି ପାଇଁ କଲେ ରାସ୍ତା ଅବରୋଧ । ଭାଲୁମୁଣ୍ଡା - ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ଶାନ୍ତି ନଗର ସାହି ନିକଟରେ ଶହ ଶହ ମହିଳାମାନେ ଗରା ବାଲଟି ଧରି ରାସ୍ତା ଅବରୋଧ କରିଥିଲେ । ସୂଚନା ଥାଉକି ,ଉକ୍ତ
error: Content is protected !!