News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଠିକାଦରଙ୍କ ବେଖାତିର !

ଢେଙ୍କାନାଳ ସହରକୁ ଯାତାୟାତ ପାଇଁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ବାଇପାସ ପର୍ଯ୍ୟନ୍ତ ଧୂଳିଧୂଆଁ ର ବାତାବରଣ ସୃଷ୍ଟି କରିଛି । ପୂର୍ତ୍ତ ବିଭାଗ ଏବଂ ଠିକାଦାର ଙ୍କ ବେପାରୁଆନୀତି ହେତୁ କଚ୍ଛପ

ଅଧାରେ ରହିଗଲା ଅଜାଘର ବୁଲା, ରାସ୍ତାରେ ଚାଲିଗଲା ଜୀବନ

ଅଧାରେ ରହିଗଲା ଅଜାଘର ବୁଲା, ରାସ୍ତାରେ ଚାଲିଗଲା ଜୀବନ ।ଦଶମ ପରୀକ୍ଷା ସାରିଯାଇଥିବାରୁ ଅଜା ଘର ବୁଲି ଯାଉଥିଲା । କାହିଁ କେତେଯେ ମଉଜ ରେ ଛୁଟି କଟିଥାନ୍ତା ହେଲେ ଆଖି ପିଛୁଳାକେ ସବୁ ଧୂଳିସାତ ହୋଇଗଲା । ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ ନିକଟରେ

ଜିଲ୍ଲା ର ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଲୁଟ

ଢେଙ୍କାନାଳ ଜିଲ୍ଲା ସଶାପଷି ତାରିଣୀ ମନ୍ଦିର ନିକଟରୁ ଲୁଟ୍ ହୋଇଛି । ମାରଣାସ୍ତ୍ର ଦେଖାଇ ଗ୍ରାହକ ସେବାକେନ୍ଦ୍ର ମାଲିକ ରଶ୍ମୀରଞ୍ଜନ ପଣ୍ଡାଙ୍କଠାରୁ ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ , ଘରୁ ଟଙ୍କା ନେଇ କଙ୍କଡାହାଡ ସ୍ଥିତ ନିଜ ଗ୍ରାହକ

ସାଇକେଲ ଆରୋହୀ ଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଟ୍ରାକ୍କର ଦୁର୍ଘଟଣାରେ ସୋଗର କାଟେଣୀ ଗ୍ରାମର ରମେଶ ନାୟକ (୪୨) ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , କାକ୍ଷାନଗର- ଢେଙ୍କାନାଳ ମୁଖ୍ୟ ରାସ୍ତା କାର୍ଯ୍ୟ

ପାଣି କାଢୁଥିବା ବେଳେ କୂଅରେ ପଡି ମହିଳା ମୃତ

କୂଅରୁ ପାଣି କାଢୁଥିବାବେଳେ ଅସାବଧାନତା ହେତୁ କୂଅରେ ପଡି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର ନିହଲି ବାରିକ। ସୁଚନା ମୁତାବକ ଆଜି ସକାଳେ ମହିଳା ଜଣକ କୂଅରୁ ଦଉଡି ସାହାଯ୍ୟରେ ପାଣି କାଢୁଥିଲେ ,ଅସାବଧାନତା ହେତୁ ସେ କୂଅରେ ପଡିଯାଇଥିଲେ।

ସାଇକେଲ ପଛପଟୁ ଧକ୍କାଦେଲା ମୋଟରସାଇକେଲ, ଦୁଇ ଗୁରୁତର

ଭୁବନ ଅନନ୍ତପୁର ଛକ ନିକଟ ଜାତୀୟରାଜପଥ ୫୩ ଉପରେ ଗତକାଲି ରାତିରେ ସାଇକେଲ ପଛପଟୁ ଏକ ବାଇକ ଧକ୍କା ଦେଇଥିବାର ସୂଚନା ମିଳିଛି । ଫଳରେ ଦୁଇ ଗୁରୁତର ହେବା ସହ ସେମାନଙ୍କୁ ଭୁବନ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲା। ଡାକ୍ତର ପ୍ରାଥମିକ

ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ପାଇଁ ଅଞ୍ଚଳବାସୀ କଲେ ରାସ୍ତାରୋକ

କଟକରର ଚିକିତ୍ସିତ ଅବସ୍ଥାରେ ଢେଙ୍କାନାଳ ସହର କଣ୍ଟାନାଳୀ ର ବିକ୍ରମ ପ୍ରଧାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ,ଗତ ୧୬ ତାରିଖ ବିଳମ୍ବିତ ରାତିରେ କଣ୍ଟାନାଳୀ ର ଦିନେଶ ଦେହୁରୀ ସରୋଜ ସ୍ୱାଇଁ , ବିକ୍ରମ ପ୍ରଧାନ କୌଣସି କାମରେ ଯାଇ ବାଇକ ଯୋଗେ ଘରକୁ ଫେରୁଥିଲେ ।ବାଇପାସ ର କିଛି ବାଟ

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କୋଟୋଗର ଗ୍ରାମର ଏକ ଆଖୁ କିଆରୀ ରୁ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି । ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ର ସଦସ୍ୟ ମହେନ୍ଦ୍ର ଭୂତିଆ , ନିରାକାର ସାହୁ ଓ ଆଶିଷ ମିଶ୍ର ପହଞ୍ଚି ସାପ ଟିକୁ ଉଦ୍ଧାର କରି ପଶ୍ଚିମା

ଲାଉଲଇ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ ସଚେତନ ଶିବିର

ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲାଉଲଇ ସେବା ସମବାୟ ସମିତି ପରିସରରେ ଆଜି ଅପରାହ୍ନ ୩ଘଟିକାରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣସଚେତନଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକ ସରୋଜିନୀ ଜେନା ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ

୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା , ବାଲ୍‌ ସୁଧାର ଗୃହ ଗଲେ ନାବାଳକ

ଢେଙ୍କାନାଳ ସହର ହାଟରୋଡ୍‌ ଅଞ୍ଚଳର ୯ମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ ମାମଲାରେ ରବିବାର ପରିବାର ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି। ଗାଧୋଇବା ବେଳର ଭିଡିଓକୁ ସ୍ଥାନୀୟ ଜଣେ ୧୦ମ ଶ୍ରେଣୀ ପଢୁଥିବା ନାବାଳକ ଛାତ୍ର ଭାଇରାଲ୍‌ କରିଦେବା ପରେ ଛାତ୍ରୀଜଣକ ଲୋକଲଜ୍ଜା ଏବଂ
error: Content is protected !!