News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ନିଶାମୁକ୍ତ କେନ୍ଦ୍ରରେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଆମ୍ବବାହାଳୀ ଚେତନା ସହାୟ ନିଶାମୁକ୍ତ କେନ୍ଦ୍ରରେ ଆଜି ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଓଡ଼ାପଡ଼ା ଗ୍ରାମର ସଞ୍ଜୟ ପୃଷ୍ଟି (୫୦) ବୋଲି ଜଣାପଡିଛି। ଆଜି ସକାଳେ ଚା' ପିଇସାରିବା ପରେ ହଠାତ ଟଳିପଡିଥିବା କର୍ତ୍ତୃପକ୍ଷ କହିଛନ୍ତି । ହେଲେ

ପ୍ରଧାନ ଶିକ୍ଷକ ଙ୍କ ଦାୟିତ୍ଵ ହୀନତା ପାଇଁ ଦୁଇ ମେଧାବୀ ଛାତ୍ର ଛାତ୍ରୀ ମେଧା ବୃତ୍ତି ପରୀକ୍ଷାରୁ ବଞ୍ଚିତ !

ସରକାରଙ୍କ ଶିକ୍ଷା ବିଭାଗ ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟ ମାନଙ୍କରୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମେଧା ବୃତ୍ତି ପରୀକ୍ଷା କରାଇ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତି ଆକାରରେ ପ୍ରତ୍ସାହନ ରାଶିଯୋଗାଇ ଦେଉଥିବା ବେଳେ କିଛି ଦାୟିତ୍ବ ହୀନ ବେପରୁଆ ମନୋଭାବ

କାମାକ୍ଷାନଗର ମହାବିଦ୍ୟାଳୟ ର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ମହାବିଦ୍ୟାଳୟ ର ଆଜି ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଙ୍ଗୁଳୁ ଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖଣି, ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିବା ବେଳେ

ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ସ୍ୱାମୀ ଅଟକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଥାନା ବାଉଁଶପୋଖୋରି ପଞ୍ଚାୟତ ୧ନଂୱାର୍ଡ ମଝିସାହିରେ ଗତ କାଲି ବିଳମ୍ବିତ ରାତ୍ରୀ ରେ ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ହିନ୍ଦୋଳ ଥାନାରେ ଅଭିଯୋଗ ହେବା ପରେ ଆଜି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ

ହିନ୍ଦୋଳ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗର ପାଠ୍ୟଚକ୍ର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ରାଜନୀତି ଵିଜ୍ଞାନ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରାହିତ୍ୟରେ ଗଣତନ୍ତ୍ରକୁ ସୁଦୃଢ କରିବାରେ ଗଣମାଧ୍ୟ୍ୟମର ଭୂମିକା ଉପରେ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି l ବିଭାଗ

ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ ,ଜଣେ ଗୁରୁତର। ସୂଚନା ଅନୁଯାୟୀ ,ଢେଙ୍କାନାଳ ସଦର ଥାନା ଦୀନବନ୍ଧୁପୁର ଗ୍ରାମର ଶ୍ରୀକାନ୍ତ ନାଏକ ଓ ଅଜୟ ନାଏକ କୌଣସି କାମରେ ଯାଇ ଏକ ବାଇକ ଯୋଗେ ଫେରୁଥିବା ସମୟରେ ଆଜି ଅପରାହ୍ନରେ ରସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ପେଟ୍ରୋଲପମ୍ପ ନିକଟରେ ଏକ ଅଜଣା ଗାଡି

ଝୋଟ ମିଲରେ କାର୍ଯ୍ୟରତ ଶ୍ରମିକଙ୍କ କଟିଲା ଆଙ୍ଗୁଳି

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ସ୍ଥାନୀୟ ଷ୍ଟେସନ ବଜାର ଠାରେ ଥିବା କଳିଙ୍ଗ ଝୋଟ ମିଲରେ ଆଜି ଜଣେ ଶ୍ରମିକଙ୍କ ଆଙ୍ଗୁଳି କଟିଯାଇଛି ।ତାଙ୍କର ଡାହାଣ ହାତର ତିନିଟି ଆଙ୍ଗୁଳି କଟିଯାଇଥିବାର ସୂଚନା ରହିଛି ।ଶ୍ରମିକ ଜଣଙ୍କ ହେଲେ ବିହାରର କୁନ୍ଦନ କୁମାର(୧୯) । ସୂଚନା ଅନୁଯାୟୀ ଆଜି ସେ

ପେଟପାଟଣା ପାଇଁ ଛିଣ୍ଡିଲା ପାପୁଲି !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ ଗୁରୁ ଜାଙ୍ଗୁଲି ଗ୍ରାମର ଗୋଲେଖ ସାହୁ (୫୫) ଆଜି ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ବିବାହ ଉତ୍ସବ ରେ ବାଣ ଫୁଟାଇବାକୁ ଯାଇଥିଲେ । ବାହାଘରଟି ଝିଲି ଗ୍ରାମରୁ ଦଶିପୁର୍ ପଞ୍ଚାୟତ କୁ ଯାଉଥିଲା । କିନ୍ତୁ ବଡ଼

ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ କବଜାରେ କୁଖ୍ୟାତ ଡକାୟତି ଗ୍ୟାଙ୍ଗ । ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।

ନାବାଳକ ନିଖୋଜକୁ ୮ ଦିନ ପୁରିଲା ପୋଲିସ ହାତ ଖାଲି,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ପାଞ୍ଚକାହାଣିଆ ଗ୍ରାମର ଜଣେ ନାବାଳକ ଗତ ୮ ଦିନ ହେବ ନିଖୋଜ ହୋଇଯାଇଛି । ପରିବାର ତରଫରୁ ସଦର ଥାନାରେ ୮ ଦିନ ହେବ ଅଭିଯୋଗକରାଯାଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଙ୍ଗଳପୁର
error: Content is protected !!