News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ଦିନ ଦ୍ବିପ୍ରହରେ ସୁନାହାର ଲୁଟ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ମହିମାଗାଦି ର ବାସନ୍ତୀ ନାୟକ ସ୍ୱାମୀ କୁର୍ପାସିନ୍ଧୁ ନାୟକଙ୍କ ଘରେ ଦୁର୍ବୃତ୍ତ ପ୍ରଥମେ କୁର୍ପାସିନ୍ଧୁ ଙ୍କୁ ଶୋଇଥିବା ସମୟରେ କବାଟ ବନ୍ଦ କରିଦେଇଥିଲେ। ଦୁର୍ବୃତ୍ତ ଫୋନ ଆସିଛି ବୋଲି କବାଟ ବାଡେଇଥିଲେ ହଠାତ ବାସନ୍ତୀ ନାୟକ ଖୋଲିଥିଲେ

ଡିବିରୀ ନିଆଁରେ ପୋଡ଼ିହୋଇ ଶିଶୁ ଗୁରୁତର

ଡିବିରୀ ନିଆଁରେ ପୋଡିହୋଇ ଜଣେ ୫ ବର୍ଷର ଶିଶୁ ଗୁରୁତର ହୋଇଛି । ଗୁରୁତର ଶିଶୁ ହେଲେ ଯାଜପୁର ଜିଲ୍ଲା କାଳିଆପାଣି କଲରଙ୍ଗି ସାହି ବାବୁ ସର୍ଦାରଙ୍କ ୫ ବର୍ଷର ଝିଅ ଆସା ହର୍ଦାର। ସେ ଆଜି ସକାଳେ ଘରେ ଏକାକି ଥିବିବେଳେ ଡିବିରିରେ ନିଆଁ ଲଗାଇଥିଲେ। ଅସାବଧାନତା ବସତଃ ଡିବିରି ନିଆଁରୁ ତା

ଗ୍ରାମ୍ୟ ବ୍ୟାଙ୍କ୍ ଲୁଟ ଘଟଣାରେ ଆଉ ୩ ଗିରଫ

ମହାବିରୋଡ଼ ଥାନା ଅନ୍ତରର୍ଗତ ଗ୍ରାମ୍ୟ ବ୍ୟାଙ୍କ୍ ରୁ ଗତ ୩ ତାରିଖ ଦିନ ଟଙ୍କା ଓ ସୁନା ଲୁଟ ହୋଇଥିବା ଘଟଣାରେ ୭ ଦିନ ମଧ୍ୟରେ ଗତ ୮ ତାରିଖ ଦିନ ୯ ଜଣଙ୍କୁ ଗିରଫ କରିବା ସହ ୬ କେଜି ୧୨୦ ଗ୍ରାମ ସୁନା ପ୍ରାୟ ୫ ଲକ୍ଷ ଟଙ୍କା ପୋଲିସ ଜବତ କରିଥିଲା । ସେହି ଘଟଣାରେ ୩ ଜଣ ବ୍ୟକ୍ତି ଟେଲିଫୋନ

ଅଲୋଡ଼ା ହେଲା ଶିଶୁକନ୍ୟା !

କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ନୂଆସାହି ନିକଟ ଜଙ୍ଗଲରୁ ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି ।ଗତକାଲି ସନ୍ଧ୍ୟାରେ ଗାଁର ଆଶା କର୍ମୀ ନିଜ ବାଡ଼ି ପଛକୁ ଯାଇଥିବା ବେଳେ ,ଶିଶୁର କାନ୍ଦ ଶୁଣି ଘଟଣା ସ୍ଥଳକୁ ଯାଇଥିଲେ । ସେଠି ସେ ଏକ ଶିଶୁ କନ୍ୟା କୁ ଦେଖୁବାକୁ ପାଇ ନିଜ

କାମାକ୍ଷାନଗର ମହୋତ୍ସବ ଉଦଘାଟିତ

କଳା ,ସଂସ୍କୃତି ,ଐତିହ୍ୟ ,ପରମ୍ପରା,କ୍ରୀଡା ଓ ପାରଦର୍ଶିତାକୁ ନେଇ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାର ଏକ ବଡ଼ ପ୍ଲାଟଫର୍ମ ଭାବେ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଚାକଚକ୍ୟ ସଜବାଜ ସହ ବିଭିନ୍ନ ରକମର ଷ୍ଟଲ ଛାତ୍ରଛାତ୍ରୀ, କୃଷକ ,ଖେଳାଳୀ ଓ ଦର୍ଶକକୁ ବିମୋହିତ କରୁଛି । ଢେଙ୍କାନାଳ

ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି

ଆଜିର ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି ଏହା ଶୁଣିଲେ ବହୁତ ଖୁସି ଲାଗୁଚି । ଲକ୍ଷାଧିକ ଟଙ୍କାର ସୁନା ଗହଣା ପାଇକରି ମଧ୍ୟ ମନରେ ଲୋଭ ନରଖି ତାହାକୁ ସଠିକ ବ୍ୟକ୍ତିଙ୍କୁ ଫେରାଇ ନିଜର ମହାନତା ଦେଖାଇ ଗଁଦିଆ ବ୍ଲକରେ ଆଦର୍ଶ ହୋଇ ଯାଇଛନ୍ତି ଏକ ଦମ୍ପତ୍ତି । ସୂଚନା ଅନୁଯାୟୀ , ୫ତାରିଖ

ପିସିସି କ୍ରିକେଟ କପ୍ ଉଦଯାପିତ ,ବାଘଧରିଆ ଏକାଦଶ ଚମ୍ପିୟାନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ଚିତ୍ତଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ ନିକଟସ୍ଥ ପିସିସି ପଡିଆରେ ୮ଦିନ ବ୍ୟାପି ଚାଲିଥିବା ପିସିସି କ୍ରିକେଟ କପ୍ ବୁଧବାର ଉଦଯାପିତ ହୋଇଯାଇଛି । ବୁଧବାର ୨୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ବାଘଧରିଆ ଏକାଦଶ ଓ ନନ୍ଦପୁର ଏକାଦଶ

କପିଳାସ ଜାଗର ଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରାପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।ମନ୍ଦିରର ଗର୍ଭଗୃହରେ ପାଣି ଗଳୁଥିବାରୁ ଯଥା ଶିଘ୍ର

ରାସୋଳ ପୋଲିସ୍ ର ବଡ ସଫଳତା,ଜଙ୍ଗଲରୁ ଧରାହେଲେ ୫ଡକାୟତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ୫ତାରିଖ ବିଳମ୍ବିତ ରାତିରେ ପଞ୍ଚପଡା ଶାଳ ଜଙ୍ଗଲରେ ଚଢାଉକରି ୫ଜଣ ଡକାୟତ ଙ୍କୁ ଗିରଫ କରିବାରେ ବଡ ସଫଳତା ହାସଲ କରିଥିବା ଜଣାପଡିଛି। ତା ସହିତ ଚାରି ବାଇକ୍, ଦୁଇ ବୁଲେଟ୍ ଓ ଗୋଟିଏ ଖଣ୍ଡା

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା
error: Content is protected !!