News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

ମହିମା ମଣ୍ଡଳ ପ୍ରବାସ ଯୋଜନା ସମ୍ବଦ୍ଧିୟ ବୈଠକ

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ୧ ନମ୍ବର ଜୋନ ବିଜେପି ମହିମା ମଣ୍ଡଳ ଯୋରନ୍ଦା ତରଫରୁ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ପ୍ରତ୍ୟୁଷ ହରି ପ୍ରଧାନଙ୍କ ସଭାପତିତ୍ୱରେ ପ୍ରବାସ ଯୋଜନା ସମ୍ବଦ୍ଧିୟ ବୈଠକ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଢେଙ୍କାନାଳ ଲୋକସଭା

ବ୍ରାହ୍ମଣୀ ନଦୀରେ ଅଟକିଲା ଡଙ୍ଗା ,ଫସି ରହିଲେ ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ପରଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା । ବେଆଇନ ଡଙ୍ଗାରେ ଓଡାପଡ଼ା ବ୍ଲକ ନାଧେରା ବାଲି ପଡିଆ ଠାରୁ

କପିଳାସ ପୀଠରେ ମହାଶିବରାତ୍ରୀ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷିଦ୍ଧ , ପାଦଦେଶରେ ସ୍ଥାପନ ହେବ ଶ୍ରୀ ଜୀଉଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବରାତ୍ରୀ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଆଗମନ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ବେଶ ଧୁମଧାମ ରେ ପାଳନ ହେଲା ଟୁସୁ ପର୍ବ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧିନସ୍ଥ ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି । ଏହି ପର୍ବ କୁଡୁମି ସମ୍ପ୍ରଦାୟ ମାନଙ୍କ ଇଂରାଜି ନବ ବର୍ଷ ର ପ୍ରଥମ ପର୍ବ ହୋଇଥିବା ବେଳେ, ଏହାକୁ ସେମାନେ ବେଶ ଆଡମ୍ବର

ଘରୋଇ କଳହରୁ ଆତ୍ମହତ୍ୟା

ସ୍ବାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କଲେ। ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମରେ। ସୁଚନା ମୁତାବକ, ଗତକାଲି ଗୁରୁତର ଗ୍ରାମର

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଜିରାଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏକାଦଶୀ ପତି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ପୂର୍ତ୍ତ ବିଭାଗ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ସାପୁଆ ଡ୍ୟାମ ର ହେବ ନବକଳେବର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସାପୁଆ ଡ୍ୟାମ ର ହେବ ନବକଳେବର l ଏହାର ରୂପରେଖ ବଦଳାଇବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି l ରାଜ୍ୟ ସରକାର ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ଜଣାପଡିଛି l ସାପୁଆ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିବା ପରଠାରୁ ଏହାର ଉର୍ନ୍ନତି କରଣ

କମଳାଙ୍ଗ ରେ ମାଘ ସପ୍ତମୀ ମେଳା ଆରମ୍ଭ

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମରେ ପ୍ରସିଦ୍ଧ ମାଘ ସପ୍ତମୀ ମେଳା ଆରମ୍ବ ହୋଇଛି। ପ୍ରଥମେ ଗ୍ରାମ ଦେବୀ ମା' ଦୂର୍ଗା ଙ୍କ ଘରେ ପୂଜା ଅର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବାବାଙ୍କ ଆଲମ ଗ୍ରାମ ପରିକ୍ରମା କରି ପ୍ରଭୁ କମଳେଶ୍ୱର ର ମନ୍ଦିର ରେ ପହଞ୍ଚି ଥିଲା। ଆଲାମ ଯାତ୍ରା ରେ

ବାଳିକାମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୂଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ରାଜ୍ୟ ଯୁବନୀତି-୨୦୧୩ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବାଳିକା ମାନଙ୍କ ପାଇଁ ଅତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାରିକୂଳ ଉଚ୍ଚ

ସଡ଼କ ଦୁର୍ଘଟଣା ରେ ବାଇକ ଆରୋହୀ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଂଚାୟତ ର ମର୍କଟା ଗ୍ରାମ ର ସଂଜୀବ ପ୍ରଧାନ ନାମକ ଜଣେ ଯୁବକ (୧୮) ଘରୁ ଆସୁଥିବା ବେଳେ ରେକୁଳା ନିକଟରେ ଏକ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ତାଙ୍କ ବେକ ଓ ଆଖିରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ
error: Content is protected !!