News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

କାମାକ୍ଷାନଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଏନଏସି ସଭାଗୃହରେ କାମାକ୍ଷାନଗର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସରକାରଙ୍କ ଖଣି,ଇସ୍ପାତ ଏବଂ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ମହୋତ୍ସବ

କଙ୍କଡାହାଡ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କନ୍ଧରା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ବାଷିର୍କ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପରଜଙ୍ଗ ବିଧାୟକ ଡ.ନୃସିଂହ ଚରଣ ସାହୁ, ସମ୍ମାନୀତ

ଗଣ୍ଡ ସମାଜର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ସ୍ଥିତ କନ୍ଧରା ଗ୍ରାମରେ ଥିବା ଗଣ୍ଡ ସମାଜର ଇଷ୍ଟଦେବୀ ଜଟିଆମାତାଙ୍କ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାମିଆଳ ନଦୀ ପଠା ଜଟିଆମାତା ତୁଠରୁ କଳସ ପୂଜା କରି ଏକ ଶୋଭଯାତ୍ରାରେ ଯାଇ ଘଟ ସ୍ଥାପନ କରାଯାଇଥିଲା । ଆଞ୍ଚଳିକ ଗଣ୍ଡ ସମାଜର ସଭାପତି

ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଳାପାଳ ସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବାକୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ

କ୍ରସର ମାଲିକଙ୍କୁ ମାଡ ଏବଂ ଟଙ୍କା ଲୁଟ ଘଟଣା , ମାଷ୍ଟର ମାଇଣ୍ଡ ସହିତ ୪ ଗିରଫ

ଢେଙ୍କାନାଳ ଜିଲ୍ଳା ମୋଟଙ୍ଗା ଥାନା ଅନ୍ତ୍‌ର୍ଗତ ନୂଆ ଓଡାପଡା ଠାରେ ଥିବା ଏକ କ୍ରସରରେ ଖାଉଥିବା ବେଳେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ମାଡ ମାରିବା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି । ଗତ ୨ତାରିଖ ସୋମବାର ରାତିପ୍ରାୟ ୧୧ଟା ସମୟରେ

ଶୈବ ପୀଠ ଗର୍ଭ ଗୃହରୁ ଲୁଟିଲେ ଅଳଙ୍କାର,୧୦ ଦିନ ଭିତରେ ୨ଥର ଲୁଟ୍

କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଶିବୁଳାପଶି ଶୈବ ପୀଠ ରୁ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିର ଗର୍ଭଗୃହ ଭିତରୁ କେହି ଦୁର୍ବୃତ୍ତ ହୁଣ୍ଡି ବାକ୍ସ କୁ ଭାଙ୍ଗି ଠାକୁର ଙ୍କ ରତ୍ନ ଅଳଙ୍କାର କୁ ଲୁଟି ନେଇଛି । ଗତ ମାସ ୨୭ତାରିଖ ରାତି ରେ ମଧ୍ୟ ପାର୍ବତୀ ଙ୍କ ଆଖି ତାଡି ସୁନା ଓ

ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଶଶାପଶି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଶଶାପଶି ୮ ନମ୍ବର ୱାର୍ଡ ମେଡିକାଲ ସାହିରେରହୁଥିବା ସ୍ୱ୍‌ର୍ଗତ ଗୁରୁ ମହାରଣାଙ୍କ ପତ୍ନୀ ବାସନ୍ତି ମହାରଣା ଦୁଇ ବଖରା ଚାଳ ଘର କରି ରହଆସୁଛନ୍ତି ।

ମହାବିରୋଡରେ ଧାନ ମଣ୍ଡି ଆରମ୍ଭ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଛି । ମଣ୍ଡି ଉଦଘାଟନ ସମୟରେ ସମ୍ପାଦକ ଭରତ ଚନ୍ଦ୍ର ସାହୁ ଙ୍କ ସହିତ ଆରଏମସିର ସଭ୍ୟଏବଂ ସମିତିର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ମଣ୍ଡିରେ ୨୦ହଜାର କ୍ୱିଣ୍ଟାଲ ଧାନ କ୍ରୟ

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମର ଚଣିଆ ନାଏକ ଙ୍କ ବୀଣା ନାଏକ(୫୮) ଅସୁସ୍ଥ ଥିବାରୁ ନିଜ ସ୍ୱାମୀଙ୍କ ସହିତ ଏକ ଗାଡିରେ ନିମବାହାଳି

ହିନ୍ଦୋଳ ଏନ୍ ଏ ସି ରେ ରାହାଗିରି ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ମାସରେ ଓଡ଼ିଶାରେ ରେ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇ ପଡିଛି।ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍ ଏ ସି ରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି ଆୟୋଜିତ ହେବାର କାର୍ଯ୍ୟକ୍ରମ
error: Content is protected !!