Browsing Category
ଢେଙ୍କାନାଳ ଖବର
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସାମଳ ଗାଁରେ ।
ଗାଁର ପ୍ରକାଶ ଥାଟୋଇ ଗତକାଲି ରାତି ପ୍ରାୟ ଦଶଟା ସମୟରେ ଖାଇସାରି ଶୋଇବା ସମୟରେ!-->!-->!-->…
ବଜ୍ରାଘାତରେ ଯୁବତୀ ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ରସୋଳ ଥାନା ଜରଡ଼ା ପଂଚାୟତ ବାଲିକିଆରୀ ଅଞ୍ଚଳର ବାଲିସାହି ଗ୍ରାମର ତୀର୍ଥବାସି ସାହୁଙ୍କ ଝିଅ ନମିତା!-->!-->!-->…
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପରିବାର କଲେ ହତ୍ୟା ଅଭିଯୋଗ
କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗ୍ରାମ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ ,ଉକ୍ତ ଗାଁର ଯଶୋଦା ମୁଣ୍ଡା(୧୮) ଘରେ ଝୁଲନ୍ତା ଅବସ୍ଥାରେ ଘରେ ଦେଖିବାକୁ ମିଳିଥିଲା ।ବାପା ରତ୍ନାକର ମୁଣ୍ଡା କୌଣସି କାମରେ ବାହାରକୁ ଯାଇଥିଲେ ଗତକାଲି ଘରକୁ!-->!-->!-->…
ମା’ଙ୍କୁ ପିଟିପିଟି ମାରିଦେଲା ଝିଅ !
ଭୁବନ ଥାନା ଧଳପଡା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତ ମହିଳାଙ୍କ ମାଡ଼ରେ ୮୫ବର୍ଷର ବୃଦ୍ଧା ଙ୍କ ମୃତ୍ୟ ହୋଇଯାଇଛି। ସ୍ବର୍ଗତ ବିଭୂତି ଭୂଷଣ ଦାସ ଙ୍କ ସ୍ତ୍ରୀ ଦୁର୍ଗାବତୀ ଦାସ( ୮୫)ଙ୍କୁ ତାଙ୍କ ସ୍ବାମୀ ପରିତ୍ୟକ୍ତା ଝିଅ ଆଶାଲତା (୫୫) ଶନିବାର ପୂର୍ବାହ୍ନରେ ଏକ କାଠ!-->…
ଅଗ୍ନିକାଣ୍ଡ ରେ ୭ଟି ପରିବାର ଘର ଓ ସମ୍ପତ୍ତି ନଷ୍ଟ
କାମାକ୍ଷାନଗର ଉପଖଣ୍ଡ ଅଁଳାବେରଣୀ ପଞ୍ଚାୟତ ଅନ୍ତର୍ଗତ ଅଁଳାବେରଣୀ ହରିଜନ ସାହିର ସାତ ଟି ପରିବାର ର ପ୍ରାୟ ବାର ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଆଜି ଦୁଇ ପ୍ରହର ପ୍ରାୟ ଦୁଇ ଘଟିକା ସମୟ ରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମବାସୀ ଙ୍କ କହିବା ଅନୁଯାଇ!-->!-->!-->…
ପାନୀୟ ଜଳ ସମସ୍ୟା ପାଇଁ ଶତାଧିକ ମହିଳା ହିନ୍ଦୋଳ ବିଡିଓଙ୍କ ଦ୍ଵାରସ୍ଥ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗାଲପଡା ପଞ୍ଚାୟତ ଅର୍ନ୍ତଗତଗାଲପଡା ମୈାଜା ଏବଂ ସ୍ଵୟଂସହାୟକ ଗୋଷ୍ଠୀ ର ଶହଶହ ମହିଳା ବସୁଧା ଯୋଜନାରେ ହେଉଥିବା ବିଭିନ୍ନ ଅନୀୟମୀତତା ସମ୍ପର୍କରେ ହିନ୍ଦୋଳ ବିଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
ଗାଲପଡା ସରପଞ୍ଚଙ୍କ ଦାଦାଗିରି ପାଇଁଁ ତିନୋଟି!-->!-->!-->…
ଫାଇନାନ୍ସ ସଂସ୍ଥାର କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର
ଗଁଦିଆ ଠାରେ ଥିବା ଏକ ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର ଥିଲା ଆଜି ଗଁଦିଆ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି ।
ପୋଲିସ ଠାରୁ ପ୍ରକାଶ କି , ଉକ୍ତ ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତା ଅର୍ଥ ଲଗାଣ!-->!-->!-->…
ଝିଅ ଘରୁ ଫେରୁଥିବା ବେଳେ ଚାପି ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ
ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ପରଜଙ୍ଗ ଥାନା ହାତିଲୋଚାଣୀ ଗାଁର ଦୁର୍ଯ୍ୟୋଧନ କର। ଦୁର୍ଯ୍ୟୋଧନ ନିଜ ସାଇକେଲ ଯୋଗେ ମୁଣ୍ଡେଇଲୋ ଗାଁ ସ୍ଥିତ ଝିଅ ଘରୁ!-->…
ରାସ୍ତାରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ୪ଜଣ ଯାତ୍ରୀ
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ତୋରଡାନାଳୀ ଗାଁ ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ଜଣ ଯାତ୍ରୀ। କାରରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ। ଟାଟା ଇଣ୍ଡିଗୋ କାରଟି ତୋରଡାନାଳୀ ଗାଁରୁ ଯାତ୍ରୀ ନେଇ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ମା ବିଲେଇଶୁଣିଙ୍କ ଶକ୍ତି!-->…
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ , ଥାନାରେ ଅଭିଯୋଗ କଲେ ଭାଇ
କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଉକ୍ତ ଗାଁର ସିଲା ଚମ୍ପିଆ(୩୨)ଙ୍କୁ ସ୍ୱାମୀ ଅନାଦି ଚମ୍ପିଆ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ ଦୁଃଖୀରାମ ଲାଗୁରି ।
!-->!-->…