News
WhatsApp Image 2023-10-04 at 17.25.00
samparksetu
Browsing Category

ଢେଙ୍କାନାଳ ଖବର

କାଳବୈଶାଖୀ ପ୍ରଭାବରେ ଘରେ ଲାଗିଲା ନିଆଁ

ଭୁବନ ବ୍ଲକ ଏକତାଳି ପଞ୍ଚାୟତ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଘଡଘଡ଼ି ବିଜୁଳିରେ ପୋଡ଼ିଗଲା ତିନି ବଖରା ଚାଳ ଛପର ଘର l ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ l ସୂଚନା ଅନୁଯାୟୀ ,ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମର ଅମରେନ୍ଦ୍ର ରାଉତଙ୍କ ପୁର୍ବଜ ଥିଲେ ଗାଁ ମହାଜନ।

ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମଠାରୁ କିଛି ଦୂରରେ ଏକ ଆମ୍ବ ଗଛରେ ଏକ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଦେଖିଲେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ

ନଦୀ ରେ ବୁଡି ଯୁବକ ମୃତ

ନଦୀ ରେ ବୁଡି ଯୁବକ ମୃତ l ମୃତକ ହେଲେ କାମାକ୍ଷାନଗର ଥାନା ଅନନ୍ତପୁର ସାହି ର କିଶନଚାନ୍ଦ ଭୂୟାଁ l ସୂଚନା ଅନୁଯାୟୀ, କିଶନ ନିଜ ସାଙ୍ଗ ମାନଙ୍କ ସହ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀ ଠାରେ ଥିବା ରାମିଆଳ ନଦୀ କୁଳ କୁ ଯାଇଥିଲେ l ସେଠାରେ ଭୋଜି ସାରିବା ପରେ ସାଙ୍ଗମାନଙ୍କ

ଦଶଚକିଆ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ ,ଡ୍ରାଇଭର ଗରୁତର

ଏକ ଦଶଚକିଆ ଟ୍ରକ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ। କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଏହି ଦୁର୍ଘଟଣା ରେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ୫୩ ନ ଜାତୀୟ ରାଜପଥ ଗୋଡାଛକ ନିକଟରେ ଆଜି ଅପରାହ୍ନ ସମୟରେ ।ତେବେ ଗୁରୁତର ଡ୍ରାଇଭର ବିହାରର ସୈଲେସି ବାବନ (୪୯)

ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ

ଜିଲ୍ଲା ନିର୍ଵାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଆଜି ପରଜଙ୍ଗ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ସୂଚନା ଅନୁଯାୟୀ ୩୧/୦୩/୨୦୨୪ ରିଖରେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମରୁଆବାଲି

ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର ଥାନା ଖଟଖୁରା ଗାଁ ନିକଟରେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହିତ ବନ୍ଧୁକ ଦେଖାଇ ଲୁଟ୍।ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଆସି ଦୁଇ ଲୁଟେରା ଲୁଟି ନେଇଛନ୍ତି ବ୍ୟବସାୟୀଙ୍କ ପାଖରେ ଥିବା ୪ହଜାର ଟଙ୍କା। ଗୁରୁତର ଆହତ ବ୍ୟବସାୟୀ ଜଣଙ୍କ ବାଇସିଙ୍ଗା ଗାଁର ଶିଶିର କୁମାର ସାହୁ।

ମହିଳାଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅର୍ନ୍ତଗତ ସୋଲଗାଡିଆ ଗାଁରେ ପ୍ରିୟଦର୍ଶିନୀ ସାହୁଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କୁ ଶାଶୂ ଘର ଲୋକେ ମାରି ଦେଇଥିବା ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ମା' ଜ୍ୟୋତ୍ସ୍ନା ସାହୁ । ଜ୍ୟୋସ୍ନା ସାହୁ ଙ୍କ ଅଭିଯୋଗ

ଜଙ୍ଗଲରୁ ୪ ଅଭିଯୁକ୍ତ ଗିରଫ,ଜଣେ ଫେରାର

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ମାଟିଆ ମୁଣ୍ଡିଆ ଜଙ୍ଗଲରେ ଚଢାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମାରଣାସ୍ତ୍ର,ଟଙ୍କା,ଗାଡି ଜବତ କରିଛି । ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପାଟ୍ରୋଲିଂ ସମୟରେ ଭାପୁର

ଗାଡ଼ି ଉପରକୁ ବୋମା ମାଡ଼

ଜାତୀୟ ରାଜପଥ ୫୩ରେ ଶନିବାର ଅପରାହ୍ନ ୫ଟା ବେଳେ ହୋଇଛି ଡକାୟତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, କାମାକ୍ଷାନଗର ର ଏସ ଏନ୍ ଟ୍ରେଡର ଟ୍ରକ ସକାଳୁ ଵିରାଶାଳ ରାସ୍ତାରେ କାଳିଆପାଣି ଶନିବାର ହାଟ , କୁହିକା , ସୁକିନ୍ଦା , ଡ଼ୁବୁରୀ,ମଙ୍ଗଳପୁର ଅଞ୍ଚଳ ରେ ପାନ ମସଲା ବିକ୍ରି କରି ଭୁବନ ଥାନା

ଡକାୟତି ଯୋଜନା କରୁଥିବା ସମୟରେ ୫ ଡକାୟତ ଗିରଫ

ଢେଙ୍କାନାଳ ଜିଲ୍ଲାର ରାସୋଳ ପୋଲିସର ବଡ଼ ସଫଳତା I ଡକାୟତି ଯୋଜନା କରୁଥିବା ସମୟରେ ରାସୋଳ ପୋଲିସ ଦ୍ୱାରା ଗିରଫ ୫ଜଣ ସନ୍ଦିଗ୍ଧ ଅପରାଧୀ I ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାରମ୍ବାର ଡକାୟତି ହୋଇ ରାସ୍ତାରୁ ବାଇକ, ସୁନାଗହଣା ଏବଂ ଲୋକଙ୍କ ଠାରୁ ଟଙ୍କା ଲୁଟ ହେଉଥିଲେ ମଧ୍ୟ ପୋଲିସ
error: Content is protected !!