News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଖବର ପ୍ରସାରଣ ର ପ୍ରଭାବ ; ବୃଦ୍ଧା ଙ୍କୁ ମିଳିଲା ରାସନ

ରାସନ୍ କାର୍ଡରେ ନାମ ଥିଲା ଏବଂ ସେ ପରିବାର ମୁଖ୍ୟ ମଧ୍ୟ କିନ୍ତୁ ମିଳୁ ନଥିଲା ତାଙ୍କ ହକ୍ ର ଚାଉଳ ବା ଗହମ। ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ଆଧାର ଲିଙ୍କ ହୋଇନଥିବା କହୁଥିବେ। ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ବିଛାଖଣ୍ଡି ଗାଁ ର ନିରାଶ ସାମଲ ନାମକ ଜଣେ ୭୭

ଖବର ପ୍ରସାରଣ ପରେ ମହିଳାଙ୍କ ମାମଲା ରୁଜୁ କଲେ ଥାନା ଅଧିକାରୀ

ନିଜ ଭୁଲ୍ ଘୋଡାଇବା ପାଇଁ ନିରୀହ ଲୋକମାନଙ୍କୁ ବଳି ପକାଇ ଦେଉଛନ୍ତି ଥାନା ଅଧିକାରୀ।କାମାକ୍ଷାନଗର ଆଦର୍ଶ ଥାନା ବଡ଼ଶୁଆଁଳ ଗାଁର ଅଜିତ ପଣ୍ଡାଙ୍କ ପତ୍ନୀ ଟିକିଲି ପଣ୍ଡା ଗତତା୭/୧୦/୨୦୨୦ରିଖ ଦିନ କାମାକ୍ଷାନଗର ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ। ଥାନା ଅଧିକାରୀ ମାମଲା ରୁଜୁ କରିବା

ଖବର ପ୍ରସାରଣ ର ପ୍ରଭାବ ; ପାଣି ନଜମିବା ପାଇଁ ମରାମତି ହେଲା ରାସ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ବଜାରରେ ଅସରାଏ ବର୍ଷା ହେଲେ ବର୍ଷା ପାଣି ଗାଁ ଏବଂ ବଜାର ଦୁଇ ଭାଗ କରିଦେଉଥଲା । ଯୋରନ୍ଦା ଗାଁ ମୁଣ୍ଡ ଶିବ ମନ୍ଦିର ପାଖରେ ଥିବା ଚାରି ଛକରୁ ଗୋଟିଏ ପଟେ କଲୁରୀଆକୁ ରାସ୍ତା, ଡାହାଣ କୁ ଯୋରନ୍ଦା ଗାଁ ଓ ସିଧା ଗଲେ

ଖବର ପ୍ରସାରଣ ପରେ ଘେରାବନ୍ଦୀ ହେଲା ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଦିଘୀ ପଞ୍ଚାୟତ ସରଦେଇପୁର ଗ୍ରାମ ଗୋରଡ଼ିଆ (କ) ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୀର୍ଘ ବର୍ଷ ହେଲା ସ୍ଥାପନ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାନୀୟ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡିଥିଲା ଏହି ରାସ୍ତା ଦେଇ ସାଧାରଣ ଲୋକଙ୍କ ସମେତ ସ୍କୁଲ ଛାତ୍ର ,

ଖବର ପ୍ରସାରଣ ର ପ୍ରଭାବ ; ପୁନଃନିର୍ମାଣ ହେଲା ସୁରକ୍ଷା ବାଡ଼

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମର ରେଙ୍ଗାଳି କେନାଲ ଉପରେ ନିର୍ମିତ ପୋଲର ଦୁଇ ପାର୍ଶ୍ଵରେ ଥିବା ୨୫ ବର୍ଷ ପୁରୁଣା ସୁରକ୍ଷା ବାଡ଼ । ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜୀବନ ହାନିର ଆଶଙ୍କା ମଧ୍ଯ ସୃଷ୍ଟି ହୋଇଥିଲା । ନିକଟ ଅତୀତରେ ଦୁର୍ଘଟଣା ଘଟିବା ପରେ ଆମ

ଖବର ପ୍ରସାରଣ ର ପ୍ରଭାବ ; ଜାହାଜ ଦେହୁରୀ ପରିବାର ପାଖରେ ପହଞ୍ଚିଲା ସରକାରୀ ସହାୟତା

ପରିଣତ ବୟସରେ ଦେହରେ ଶକ୍ତି ନାହିଁ, ଏପଟେ ଭୁତାଣୁର ଭୟ ସେପଟେ ପେଟର ଭୋକ ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଖସିପଡୁଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ କରଗୋଳା ଗାଁ କୁଣ୍ଡିସାହିରେ ବାସ କରୁଥିବା ଆଦିବାସୀ ଭୂଇଁଆ ସଂପ୍ରଦାୟର

ଖବର ପ୍ରସାରଣ ପରେ ଠିକ୍ ହେଲା ଷ୍ଟ୍ରୀଟ ଲାଇଟ

ଢେଙ୍କାନାଳ ପୌରାଞ୍ଚଳ ଲଳିତନଗର ୱାର୍ଡ ନଂ ୩ ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଯାହା ବହୁତ ଦିନ ହେବ ଖରାପ ହେବାରୁ ଠିକ୍ ରେ ଜଳୁନଥିବା ଖବର ୧୦ ସେପ୍ଟେମ୍ବର ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା । ପୂର୍ବରୁ ପ୍ରସାରିତ ଖବର ତେବେ ଖବର ପ୍ରସାରଣ ପରେ ଉକ୍ତ ଷ୍ଟ୍ରୀଟ ଲାଇଟ ଟିକୁ

ଖବର ପ୍ରସାରଣ ର ପ୍ରଭାବ ; ଜନ୍ମରୁ ଦିବ୍ୟ।ଙ୍ଗ ଥିବା ଶ୍ରୀଧର ପାତ୍ର ଙ୍କୁ ମିଳିଲା ଭତ୍ତା

କଙ୍କଡାହାଡ: କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବିରାଶାଳ ପଞ୍ଚାୟତର ମଦନାପାଳ ଗାଆଁର ଶ୍ରୀଧର ପାତ୍ର, ଜନ୍ମରୁ କାନକୁ ଶୁଣାଯାଉ ନାହିଁ। କାନକୁ ଶୁଣାଯାଏ ନାହିଁ ବୋଲି ବାହାରକୁ କାମ କରି ଯାଇ ପାରନ୍ତି ନାହିଁ। ତା ଛଡା କଥା ବି ସେ ଠିକ୍ ଭାବରେ କହିପାରନ୍ତି ନାହିଁ। ତେବେ ତାଙ୍କ ପାଖରେ

ଖବର ପ୍ରସାରଣର ପ୍ରଭାବ ; ହଳଧରଙ୍କୁ ମିଳିଲା ଟ୍ରାଇସାଇକେଲ

କଙ୍କଡାହାଡ ବ୍ଲକ ବିରାଶାଳ ପଞ୍ଚାୟତର ଦିବ୍ଯାଙ୍ଗ ହଳଧରଙ୍କ କଥା। ଦିବ୍ଯାଙ୍ଗ ହଳଧରଙ୍କର ଦୁଇ ପୁଅ ଏବେ ବି ନାବାଳକ। ପାଠଶାଠ କହିଲେ ଚତୁର୍ଥ କି ପଞ୍ଚମ ପର୍ଯ୍ୟନ୍ତ ପଢ଼ିଛନ୍ତି। ସରକାରୀ ସ୍ତରରୁ ଭତ୍ତା ବା ରାସନ୍ ମିଳୁଛି ଯାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ। ଚାରି ପ୍ରାଣୀ ପେଟ

ଖବର ପ୍ରସାରଣ ପରେ ଶୁଣିଲେ ସରକାର ; ସଞ୍ଜୁ ଙ୍କୁ ମିଳିଲା ବିଧବା ଭତ୍ତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ଲୋଧଣୀ ପଞ୍ଚାୟତର ପାଳସାହିର ସଞ୍ଜୁ ସାହୁ । ଆରପାରିରେ ସଞ୍ଜୁଙ୍କ ସ୍ୱାମୀ, ଜମିବାଡ଼ି କହିଲେ କିଛି ନାହିଁ । ହେଲେ ବିଧବା ଭତ୍ତା ଟିକିଏ ପାଇଁ ଏ ଦ୍ୱାର ସେ ଦ୍ୱାର ଦଉଡି ଦଉଡି ହତାସ ହେଉଥିଲେ , ଏ ଖବର ଆମେ ଗତ ଜୁନ ମାସ ୧୪ ତାରିଖରେ ପ୍ରକାଶ
error: Content is protected !!