News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଆମର ପ୍ରଭାବ ; ସଜଡ଼ା ହେଲା ଦୀର୍ଘ ଦେଢ଼ ବର୍ଷ ହେବ ବିପଦ ଶଂକୁଳ ଅବସ୍ଥାରେ ଝୁଲିଥିବା ବିଦ୍ୟୁତ ତାର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କୁଟୁନିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରିଦାଳି ଗ୍ରାମରେ ବିପଦ ସଙ୍କୁଳ ଭାବେ ଗତ ଦେଢ଼ ବର୍ଷ ହେବ ଝୁଲିରହିଥିଲା ବିଦ୍ୟୁତ୍ ତାର, କର୍ତ୍ତୃପକ୍ଷ ଙ୍କୁ ଗ୍ରାମବାସୀ ଅନେକ ଗୁହାରୀ କଲା ପରେ ମଧ୍ୟ ତାହା ସମାଧାନ ହୋଇପାରିନଥିଲା । ପୂର୍ବରୁ ପ୍ରସାରିତ ଖବର

ମୁଣ୍ଡିଆପଶି ଜଙ୍ଗଲରୁ ମୂଲ୍ୟବାନ ଗଛ କଟା ଘଟଣା ; ଗିରଫ୍ ହେଲେ ଆଉ ୨ ଅଭିଯୁକ୍ତ

ହିନ୍ଦୋଳ ବନଖଣ୍ଡ ମୁଣ୍ଡିଆପଶି ଜଙ୍ଗଲରୁ କିଛି ଅସାମାଜିକ ଲୋକ ବନବିଭାଗ କର୍ମଚାରୀଙ୍କୁ ହାତର କରି ମେସିନ ଲଗାଇ ବହୁ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ନେଉଥିବା ଖବର ଆମେ ଗତ ଅଗଷ୍ଟ ୯ ତାରିଖରେ ପ୍ରକାଶ କରିଥିଲୁ। ବନବିଭାଗ କୋୖଣସି ପଦକ୍ଷେପ ନେଉନଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ଖବର ପ୍ରସାରଣ ପରେ ପୁନଃଉଦ୍ଧାର ହେଲା ନଳକୂପ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ଥିବା ନଳକୂପ ଉପରେ ସମ୍ପୂର୍ଣ୍ଣ ଗ୍ରାମବାସୀ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ନଳକୂପ ଟି ସଠିକ୍ ଭାବେ କାର୍ଯ୍ୟରତ କରୁଥିଲେ ମଧ୍ୟ ନଳକୂପଟି ଲଟାବୁଦା ଘାସରେ ପୋତି ହେଇ, ହେଲେ

ନିର୍ମାଣ ହେବ ବଡ଼କମର ସେତୁ ସଂଯୋଗ ହେବ ଦୁଇଟି ବ୍ଳକ୍ ;ପ୍ରସ୍ତାବିତ ସ୍ଥାନକୁ ପରିଦର୍ଶନ କଲେ ନାବାର୍ଡ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିବା ପାଇଁ ବ୍ରାହ୍ମଣୀ ନଦୀରେ ସେତୁଟିଏ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ସେତୁଟି ହେଲେ ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା ମଧ୍ୟ ହୁଅନ୍ତା । ହେଲେ ଦୁଇ ବର୍ଷ ହେଲା ନାବାର୍ଡରୁ ଅନୁମୋଦନ ମିଳୁ ନ

ମୁଣ୍ଡିଆପଶି ଗ୍ରାମ ଜଙ୍ଗଲରୁ ବେଆଇନ ଭାବରେ ଶାଳଗଛ କଟା ଘଟଣା ; ଖବର ପ୍ରସାରଣ ପରେ ୨ ଜଣ ଙ୍କୁ ଗିରଫ କରିଛି ବନ ବିଭାଗ

କିଛି ଅସାମାଜିକ ଲୋକ ବନବିଭାଗ କର୍ମଚାରୀଙ୍କୁ ହାତର କରି ମେସିନ ଲଗାଇ ବହୁ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ନେଉଛନ୍ତି।ହିନ୍ଦୋଳ ବନଖଣ୍ଡ ରାସୋଳ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଆପଶି ଗ୍ରାମ ଜଙ୍ଗଲରୁ ବେଆଇନ ଭାବରେ ଶାଳଗଛ କଟାହେଉଥିବା ଖବର ଗତ କାଲି ଢେଙ୍କାନାଳ ଉପଡେଟ ରେ ପ୍ରସାରିତ ହୋଇଥିଲା ।

ଢେଙ୍କାନାଳ ଅପଡେଟ୍ ର ଖବର ପ୍ରସାରଣ ପ୍ରଭାବ, ସୂଚନା ରେ ସ୍ଥାନ ପାଇଲା କରୋନା ଜନିତ ମୃତକ ଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଆକ୍ରାନ୍ତ , ସୁସ୍ଥ ଏବଂ ଚିକିତ୍ସାଧୀନଙ୍କ ସଂଖ୍ୟା ମଧ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଉଛି । ଭୁବନ ଏନଏସିର ଜଣେ ବ୍ୟକ୍ତିଙ୍କ କରୋନା ସଂକ୍ରଣରେ ମୃତ୍ୟୁ ଘଟିଥିବା ଖବର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ପୂର୍ବରୁ

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ର ହେଲା ପୁନଃଉଦ୍ଧାର

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପଞ୍ଚାୟତ ଗୃହ ନିର୍ମାଣ କରାଯାଉଛି କିନ୍ତୁ ଏହା କାମରେ ଆସୁ ନାହିଁ। କାମାକ୍ଷାନଗର ଅଁଳାବେରେଣୀ ପଞ୍ଚାୟତର ଗୃହ ବିଷୟରେ ଆମେ ଗତ ଏପ୍ରିଲ ୨୯ ତାରିଖରେ ପ୍ରକାଶ କରିଥିଲୁ। ପୂର୍ବରୁ ପ୍ରସାରିତ ଖବର ସୁଚନା ଫଳକ ଦେଖିଲେ ଲାଗୁଥିଲା ଘରଟି ନିର୍ମାଣ ଶେଷ

ଘରେ ପଶି ମହିଳାଙ୍କ ମୁଣ୍ଡ ଫଟାଇବା ଘଟଣା ; ଗିରଫ୍ ହେଲା ପୁଅ ,ମା ଏବେ ମଧ୍ୟ ଫେରାର

ପୁନଶ୍ଚ ଏଭଳି ଘଟଣା ଦେଖିବାକୁ ମିଳିଛି ଗଁନ୍ଦିଆ ଥାନାରେ । ମହିଳାଙ୍କୁ ଅସଦାଚରଣ ମାଡ ମାରି ମୁଣ୍ଡ ଫଟାଇ ଦେବା ଓ ହତ୍ଯା ଉଦ୍ୟମ , ଜୀବନରୁ ମାରିଦେବା ଧମକ ଦିଆଯାଇଥିବା ଆଦି ସଂଗୀନ ଦଫା ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଅଭିଯୁକ୍ତ ମାନେ ଖୁଲମ ଖୁଲା ବାହାରେ ବୁଲୁଥିବା ଘଟଣା ଗଣମାଧ୍ୟମରେ

ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ର ପ୍ରଭାବ ; ବାର୍ଦ୍ଧକ୍ୟ ଭତ୍ତା ପାଇବେ କମଳାକାନ୍ତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମର କମଳାକାନ୍ତ ଦାସ ବୟସ ପ୍ରାୟ ୭୭ । ଗୋଟିଏ ଗୋଡ଼ ପରାଲିସିସ, ଛୋଟେଇ ହୋଇ ତେଲ ଲୁଣ ସଂସାର ବିତାନ୍ତି । ତେବେ ଏଭଳି ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ଟିକିଏ ପାଇଁ ହନ୍ତସନ୍ତ ହେଉଥିଲେ କମଳାକାନ୍ତ ଯାହାର ଖବର

ଖବର ପ୍ରସାରଣ ପ୍ରଭାବ, ଯୋଡ଼ାଗଲା ବିଦ୍ୟୁତ୍ ତାର

ଆଜି ସକାଳୁ ଆନନ୍ଦ ନଗର,କାଠଗଡା, ମିଶ୍ର ଲେନରେ ବିଦ୍ୟୁତ ଲାଇଭ ତାର ଛିଣ୍ଡି ପଡିଥିଲା ତେଣୁ ଅଧିକାଂଶ ସ୍ଥାନୀୟ ବାସିନ୍ଦାଙ୍କ ଘରେ ଥିବା ବିଭିନ୍ନ ବିଦ୍ୟୁତ୍ ଉପକରଣ ଗୁଡିକ ପଡିଯାଇଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ସହ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ
error: Content is protected !!