News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ବଡ଼ଜୋରା ଓଭରବ୍ରିଜର ଦୁଇ ପାର୍ଶ୍ଵରେ ଉଠୁଥିବା ବର ଗଛ କୁ ସଫା କରିବା ସହ ଏହାର…

ଢେଙ୍କାନାଳ ସଦର ବ୍ଲକ୍ ତରଭା ଏବଂ ସାଙ୍କୁଲେଇକୁ ଯୋଗାଯୋଗ କରୁଥିବା ଏହି ଓଭରବ୍ରିଜର ଦୁଇ ପାର୍ଶ୍ଵରେ ବର ଗଛ ଉଠୁଥିବାର ଦେଖିବାକୁ ମିଳିଥିଲା। ସାଙ୍କୁଲେଇ ଏବଂ ତରଭାକୁ ସଂଯୋଗ କରୁଥିବାର ଏହା ଉପରେ ବହୁ ସଂଖ୍ୟକ ଲୋକ ଯାତାୟାତ କରିଥାନ୍ତି। ସୂଚନା ଅନୁଯାୟୀ ୨୦୧୪ରେ ଏହି ବ୍ରିଜ ନିର୍ମାଣ

ଆମର ପ୍ରଭାବ ; ବାରଂ ବାରଂ ଖବର ପ୍ରସାରଣ ପରେ ଦୀର୍ଘବର୍ଷ ପରେ ବୁଲା ଗାଈ ମାନଙ୍କୁ ରାସ୍ତାରୁ ହଟାଇଲା ପୌରପାଳିକା

ଢେଙ୍କାନାଳ ସହରର ମୁଖ୍ୟରାସ୍ତା, ଜଗନ୍ନାଥ ରୋଡ଼ ଓ ଦକ୍ଷୀଣକାଳି ରାସ୍ତା ରେ ଗାଈ ଓ ଷଣ୍ଢ ମାନେ ବୁଲାବୁଲି କରିବାରେ ଅନେକ ଥର ଢେଙ୍କାନାଳ ଉପଡେଟ ରେ ଆମେ ଖବର ପ୍ରସାରଣ କରିଛୁ । ଜୁଲାଇ ୧୮ ରେ ମଧ୍ୟ ଆମେ ଏକ ଭିଜୁଆଲ ପ୍ରସାରଣ କରିଥିଲୁ । ଯାହା ଥିଲା ଦକ୍ଷିଣକାଳି ରାସ୍ତାର ରାସ୍ତା ରେ ଗାଈ

ଆମର ପ୍ରଭାବ ; ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ସଚଳ ହେଲା ନଳକୂପ

କରୋନା କାୟାରେ ସାନିଟାଇଜ ଠାରୁ ଆରମ୍ଭ କରି ହାତଧୁଆ ପର୍ଯ୍ୟନ୍ତ ସବୁଥିରେ ପାଣିର ବିପୁଳ ବ୍ୟବହାର ହୋଇଥିବା ବେଳେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିଲେ ୬୦ଟି ପରିବାର ଯାହାର ଖବର ଆଜି ୨୬ ଜୁଲାଇ ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ କରିଥିଲୁ ତେବେ ଖବର ପ୍ରସାରଣ ୨୪ ଘଣ୍ଟା ନପୁରୁଣୁ ପାଣି

ଗଣ୍ଡାନାଳୀ ଆଵାସ ଦୁର୍ନୀତି ; ବ୍ଳକ୍ ପ୍ରଶାସନ ପରେ ଡିଆରଡିଏର ଖୋଳତାଡ଼

ସରକାରୀ ଯୋଜନା ବିଭିନ୍ନ ଜାଗାରେ ବାଟମାରଣା ହେଉଥିବା ବେଳେ ସାଧାରଣ ଜନତାଙ୍କ ପାଖରେ ନା ପହଁଚୁଛି ଛୁଞ୍ଚି ନା ଶାବଳ । ଏଭଳି ଏକ ବାଟମାରଣା ଦେଖାଦେଇଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ଓ ଘର ନକରି ଲକ୍ଷ ଲକ୍ଷ ଟଙ୍କା

ଆମର ପ୍ରଭାଵ ; ଖବର ପ୍ରସାରଣ ପରେ କାମାକ୍ଷାନଗର ହାଟକୁ ହଟାଇଲା ପ୍ରଶାସନ

ଖବର ପ୍ରସାରଣ ପରେ କାମାକ୍ଷାନଗର ସାପ୍ତାହିକ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି ପ୍ରଶାସନ ।ପ୍ରତି ସୋମବାର କାମାକ୍ଷାନଗର ହନୁମାନ ବଜାରରେ ରାସ୍ତା ଉପରେ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇଥାଏ। ଏହି ହାଟରେ ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବାର ଖବର ଆମେ ଜୁଲାଇ ୧୩ ତାରିଖରେ

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ସଚଳ ହେଲା ଅଚଳ ନଳକୂପ

କାମାକ୍ଷନଗର ବ୍ଲକ ଅନ୍ତର୍ଗତ ତୁମୁସିଂହା ଗ୍ରାମ ଗାନ୍ଧୀ ନଗର ସାହିରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ସେଠାରେ ଗୋଟିଏ ସରକାରୀ କୂଅ ଓ ଗୋଟିଏ ନଳକୂପ ରହିଅଛି। କିନ୍ତୁ ଉକ୍ତ ନଳକୂପ ଭଙ୍ଗାରୁଜା ହୋଇ ଦୀର୍ଘ ଦିନ ହେଲା ପଡ଼ିରହିଥିଲାଫଳରେ ଜନସାଧାରଣ ଅନ୍ୟ ଏକ ଖୋଲା କୂଅରୁ

ଅଁଳାବେରଣୀ ଆର ଆଇ ଅଫିସ କର୍ମଚାରୀ ପଇସା ମାଗିବା ଘଟଣା; ସମ୍ପୃକ କର୍ମଚାରୀ ଙ୍କ କାମ ବନ୍ଦ କରିଦିଆଯାଇଥିବା ସୂଚନା ,…

କାମାକ୍ଷାନଗର ଅଁଳାବେରଣୀ ଆର ଆଇ ଅଫିସ ରୁ ଦିବାକର ମଲ୍ଲିକ ନାମକ ଜଣେ କର୍ମଚାରୀ କୁସୁମଜୋଡି ନୂଆଙ୍ଗବିଲ ଗ୍ରାମ କୁ ଏକ ସର୍ଭେ ପାଇଁ ଆସିଥିଲେ । ଗ୍ରାମବାସୀଙ୍କୁ କୌଶଳ କ୍ରମେ ନାଁ ଚଢ଼େଇବା ଏବଂ କାଟିବାର ବେଆଇନ୍ ବାଟ ମଧ୍ୟ ଦେଖାଇଥିଲେ, ୨୦୦ଟଙ୍କା ଦେଲେ ସବୁକିଛି ହେଇଯିବ ବୋଲି

ଖବର ପ୍ରସାରଣ ପରେ ଘେରାବନ୍ଦୀ ହେଲା ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ଘେରାବନ୍ଦୀ କରାଯାଇ ନ ଥିବାର ଖବର ଆମେ ପ୍ରସାରଣ କରିଥିଲୁ । ଟ୍ରାନ୍ସଫର୍ମର ୨ଟି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବାରୁ ଏହା ବିପଦ ପୂର୍ଣ୍ଣ ଥିଲା ।

ଢେଙ୍କାନାଳ ଅପଡେଟ୍ ର ପ୍ରଭାବ; ଖବର ପ୍ରସାରଣ ପରେ ସଚଳ ହେଲା HIV ପରୀକ୍ଷା ମେସିନ

ଢେଙ୍କାନାଳ ରକ୍ତ ଭଣ୍ଡାରରେ ଥିବା ୩ଟି ଯାକ HIV ପରୀକ୍ଷା ମେସିନ ଖରାପ ଥିଲା , KTPL ନାମକ ଏକ ଘରୋଇ କମ୍ପାନୀ ସାରା ଓଡ଼ିଶା ର ରିପାଇରିଂ ଠିକା ନେଇଛି I ଯାହା ଫଳରେ କିଏ ରକ୍ତ ଦେଲେ ରୋଗୀଙ୍କ ସେବାରେ ଲାଗିପାରୁଥିଲା ନା କିଏ ରକ୍ତ ଦେଇ ପାରୁଥିଲା । ଯାହାର ଖବର ଗତକାଲି ଢେଙ୍କାନାଳ

ଖବର ପ୍ରସାରଣ ପରେ ଖୁବ ଶୀଘ୍ର ବାଲିମୀ ଗାଁ ର ରାସ୍ତା କାମ ଆରମ୍ଭ ହେବାର ସୂଚନା ଦେଲେ କର୍ତ୍ତୃପକ୍ଷ

ଗୁଡିଆକାଟେଣୀ-ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାରୁ ବାଲିମୀ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଛଅ ବର୍ଷ ତଳେ କାମ ହୋଇଥିଲା। ଯାହା ଖାଲଖମଣ ହୋଇଗଲାଣି ଯାହା ପ୍ରତି ବ୍ଲକ ପ୍ରଶାସନ ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡିନଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଜୁଲାଇ ୧୦ରେ
error: Content is protected !!