News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଢେଙ୍କାନାଳ ଅପଡେଟ ର ପ୍ରଭାଵ ; ଆମିଷ ଦୋକାନ ରେ ଭିଡ଼ ର ଖବର ପ୍ରସାରଣ ପରେ ଆମିଷ ଦୋକାନ ରେ ଚଢ଼ାଉ

ଢେଙ୍କାନାଳ ଅପଡେଟରେ , ଖବର ପ୍ରସାରଣ ପରେ ଜନଗହଳି ପୂର୍ଣ୍ଣ ଆମିଷ ଦୋକାନ ଗୁଡିକରେ ଢେଙ୍କାନାଳ ପ୍ରଶାସନ ଓ ପୋଲିସ୍ ର ଚଢ଼ାଉ । ଆଜି ସକାଳେ ବିଭିନ୍ନଆମିଷ ଦୋକାନ ଗୁଡିକରେ ନାହିଁ ନଥିବାର ଭିଡ଼ ଦେଖିବାକୁ ମିଳିଥିଲା । କରୋନା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଗାଇଡ଼ଲାଇନ

ଢେଙ୍କାନାଳ ଅପଡ଼େଟରେ ଖବର ପ୍ରସାରଣ ପରେ ପୁନରୁଦ୍ଧାର ହେଲା ବିପଦ ସଙ୍କୁଳ ଖୁଣ୍ଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ଗ୍ରାମ କୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟରେ ଖବର ପ୍ରସାରଣ କରାଯାଇ, ଉପରୋକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ପୂର୍ବରୁ

ସୋସିଆଲ ମିଡ଼ିଆ ପିଟିସନ୍ ଏବଂ ଖବର ପ୍ରସାରଣର ପ୍ରଭାବ, ସମ୍ପ୍ରସାରଣ ହେଲା ବଜାର ଖୋଲିବା ସମୟ

ବେପାରୀଙ୍କ ପେଟପାଟଣା ପାଇଁ ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଢେଙ୍କାନାଳ ଜିଲ୍ଲାରେ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ବଜାର ଖୋଲିବାକୁ ସାଧାରଣ ରେ ଦାବିହୋଇଥିବା ବେଳେ । ଢେଙ୍କାନାଳର ଯୁବ ସମାଜସେବୀ ସମ୍ବିତ ନନ୍ଦ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ଅନଲାଇନ ପିଟିସନ ଆରମ୍ଭ କରି ଏ ହି ପିଟିସନ କୁ ସାଇନ

ଖବର ପ୍ରସାରଣ ପରେ ସଜଡ଼ା ହେଲା ଝୁଲନ୍ତା ବିଦ୍ୟୁତ ତାର

ଖବର ପ୍ରସାରଣ ପରେ ସଜଡ଼ା ହେଲା ଝୁଲନ୍ତା ବିଦ୍ୟୁତ ତାର । ଢେଙ୍କାନାଳ ପୌରାଞ୍ଚଳ ର ୱାର୍ଡ ନଂ ୪ ଏବଂ ୧୩ ଭାଗିରଥି ବିହାର ବି ବ୍ଲକ ଓ ସି ବ୍ଲକ ରେ ଇଲେକ୍ଟ୍ରି ତାର ଗୁଡିକ ଏକଦମ ତଳକୁ ଓହଳି ରହିଥିଲା । ଏହି ଓହଳି ପଡ଼ିଥିବା ତାରକୁ ଉପରକୁ ଉଠାଇବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ

ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା , ଚିକିତ୍ସିତ ହେଉଛନ୍ତି ଜଳଉଦର ରେ ପୀଡିତ ରୁଦ୍ର

ନିଷ୍ପାପ ଶିଶୁ ରୁଦ୍ର ନାରାୟଣ, ଘର ଭୁବନ ୯ନମ୍ବର ୱାର୍ଡ ର ଦିନମଜୁରିଆ ଯୁଧିଷ୍ଠିର ସାହୁ ଙ୍କ ପୁଅ । ବୟସ ତାର ଧୂଳି ଖେଳିବା , ହେଲେ ଖେଳରେ ତାର ବାନ୍ଧି ହୋଇ ଯାଇଚି ଡୋରି । ଭୁବନ ଶାସନ ନୋଡାଲ ସ୍କୁଲରେ ତୃତୀୟ ଶ୍ରେଣିରେ ପାଠ ପଢୁଛି । ହେଲେ ପ୍ରାୟ ବର୍ଷେ ହେବ ସ୍କୁଲ ଦୁଆର ମୁହ ମାଡି

ଖବର ପ୍ରସାରଣ ପରେ ହାଟରୋଡ଼ ରେ ପୋତା ହେଲା ନୂତନ ବିଦ୍ୟୁତ ଖୁଣ୍ଟ

ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ ଖୁଣ୍ଟ । ଢେଙ୍କାନାଳ ପୌରାଞ୍ଚଳ ହାଟରୋଡ଼ ଅଳସୁଆ ହାଟ ଶିବ ମନ୍ଦିର ନିକଟରେ ବିଦ୍ୟୁତ ଖୁଣ୍ଟ ଗୋଟିଏ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା । ଖୁଣ୍ଟ ଉପରେ ଉଚ୍ଚ ଶକ୍ତି ସମ୍ପନ୍ନ ୧୧କେଭି ବିଦ୍ୟୁତ ତାର ମଧ୍ୟ ରହିଥିଲା। ବାତ୍ୟା ବା

ଖବର ପ୍ରସାରଣ ପରେ ପୂର୍ତ୍ତବିଭାଗ ର କାମଚଳା ନୀତି ; ତରଭରିଆ ମରାମତି କଲା ରେଲୱେ ଓଭର ବ୍ରିଜ

ଢେଙ୍କାନାଳ-କମାକ୍ଷାନଗର ପୂର୍ତ୍ତବିଭାଗ ରାସ୍ତାର ଦୁଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ରେଲୱେ ଓଭର ବ୍ରିଜ ଅବସ୍ଥା ବିଷୟରେ କିଛି ଦିନ ତଳେ ଆମେ ପ୍ରସାରଣ କରିଥିଲୁ । କାମାକ୍ଷାନଗର ଯିବା ରାସ୍ତାରେ କାମାକ୍ଷା ଛକ ଅଧା କିଲୋମିଟର ଦୂର ରଣପଶି ଠାରେ ଥିବା

ଖବର ପ୍ରସାରଣ ପରେ କନ୍ଦା ମୁର୍ମୁ ଙ୍କୁ ମିଳିଲା ଜରି ପାଲ , ଆଗକୁ ଘର ଖଣ୍ଡେ ଦେବାକୁ ଦେଲେ ପ୍ରତିଶ୍ରୁତି

ଖବର ପ୍ରସାରଣ କେଇ ଘଣ୍ଟା ପରେ ସହାୟତା ଯୋଗାଇ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ସୁଚନା ଥାଉ କି ଆଜି ସକାଳେ ଆମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତର କନ୍ଦା ମୁର୍ମୁଙ୍କ ଦୁଃଖ ବିଷୟରେ ପ୍ରକାଶ କରିଥିଲୁ। ସେ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ ଘଟଣା ଶବ ବ୍ୟବଚ୍ଛେଦ ତଥା ସତ୍କାର ପାଇଁ ୪୦.୦୦୦ଟଙ୍କା ସହାୟତା ରାଶି ପ୍ରଦାନ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାବନ୍ଧ ବିଟ୍ ଖରିଡାଳି ଗ୍ରାମରେ ଗତକାଲି ହାତୀ ଆକ୍ରମଣରେ ସେହି ଗ୍ରାମର ଦମୟନ୍ତି ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ଶବ ବ୍ୟବଚ୍ଛେଦ ତଥା ସତ୍କାର ପାଇଁ ୪୦.୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲା ବନ ବିଭାଗ। ଏନେଇ

ଖବର ପ୍ରକାଶ ପରେ ଘର ପାଇଁ ହିତାଧିକାରୀ ତାଲିକାରେ ଯୋଡ଼ା ହେଲା ବୃଦ୍ଧ ଦମ୍ପତ୍ତି ଙ୍କ ନାମ

କଥାରେ ଅଛି ବୁଡିଯାଇଥିବା ଲୋକ କୁଟା ଖିଅକୁ ଆଶ୍ରା! ଏହି ପରି ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗାଁର ବେସାହାରା ବୃଦ୍ଧ ଦମ୍ପତ୍ତି ରବିନ୍ଦ୍ର ନାୟକ ଓ ମାଳତୀ ନାୟକଙ୍କ କାହାଣୀ। ଜୀବନ ଶେଷ ସମୟ ଉପନୀତ ହୋଇଥିଲେ ସୁଧା ସରକାରୀ ସହାୟତାରେ ଘର ଖଣ୍ଡିଏ ପାଇଁ ଆଶା। ସୁଚନା ଥାଉ କି, ଆମେ
error: Content is protected !!