News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଖବର ପ୍ରସାରଣ ପରେ କ୍ଷତିଗ୍ରସ୍ତ ପରିବାର କୁ ସହାୟତା ପ୍ରଦାନ

କାମାକ୍ଷାନଗର ବ୍ଲକର ବାଉଁଶ ପାଳ ପଞ୍ଚାୟତ ବାହାଡା ଗାଁ ର ରାଜ କିଶୋର ଜେନାଙ୍କ ଘରର କାନ୍ଥ ଲଗାଣ ବର୍ଷା ଓ ପବନ ଦ୍ବାରା ଗଳି ପଡ଼ିବା ସହ ନିକଟରେ ଥିବା ଗୁହାଳ ଘର ଭାଙ୍ଗିଯାଇଛି। ସ୍ଥାନୀୟ କଇଁବିଲି ଛକରେ ରାଜ କିଶୋର ଗୋଟିଏ ଛୋଟ ଜଳଖିଆ ଦୋକାନ ଦେଇ ପରିବାର ଚଳାଉଛନ୍ତି। ବର୍ତମାନ ସେ

ଖବର ପ୍ରସାରଣ ପରେ ମନ୍ତ୍ରୀ ନେଲେ କାର୍ଯ୍ୟାନୁଷ୍ଠାନ, ଖୁବ ଶୀଘ୍ର ଖାଦ୍ୟ ଯୋଗାଣ ଯୋଜନାରେ ଲାଭପ୍ରଦ ହେବେ ପିତାମ୍ବର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ବାସ କରନ୍ତି ବୃଦ୍ଧ ପିତାମ୍ବର ଦେହୁରୀ ଏବଂ ତାଙ୍କର ୧୮ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ ବାପୁନ ଦେହୁରୀ । ପିତାମ୍ବରଙ୍କ ସ୍ତ୍ରୀ ପାନ ଦେହୁରୀ ଆଜକୁ ୯ ବର୍ଷ ତଳେ ଅଜଣା ରୋଗରେ ପଡ଼ି

ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ଅଚଳ ପଡିଥିବା ନଳକୂପ

ପରଜଙ୍ଗ ବ୍ଳକ୍ ବାରିହାପୁର ଗ୍ରାମର ଚକ୍ରଧରପୁର ରେ ପାଣି ଟୋପାଏ ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଡହଳ ବିକଳ ହେଉ ଥିଲେ ଗ୍ରାମବାସୀ । ଏହି ଗ୍ରାମରେ ଦୁଇ ଗୋଟି ନଳକୂପ ଥିବା ବେଳେ ଗୋଟିଏ ରେ ବାରମ୍ବାର ଚେନ ଛିଡି ଖରାପ ହେଉ ଥିବା ବେଳେ ଅନ୍ୟ ନଳକୂପ ଟି ପାଇପ ଫାଟି ଅଚଳ ହୋଇ ପଡିରହିଥିଲା

ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ବହୁ ଦିନରୁ ଅଚଳ ପଡିଥିବା ନଳକୂପ

ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଛଡାସିଂହ ଗ୍ରାମରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଥିଲା । ଗ୍ରାମର ମଝିରେ ଥିବା ଏକ ନଳକୂପ ଯାହା ଉପରେ ପ୍ରାୟ ୩୦ ପରିବାର ନିର୍ଭର କରନ୍ତି , ତାହା ୨୦ ଦିନ ହେବ ଅଚଳ ହୋଇ ପଡିରହିଥିଲା ,ଜେଇ ଏବଂ ସରପଞ୍ଚ ଙ୍କୁ ଅନେକ ଥର ଅଭିଯୋଗ କଲେ

ଠିକାଦାର ଖୋଳିଥିବା ରାସ୍ତାକୁ ମରାମତି କଲା ପୂର୍ତ୍ତ ବିଭାଗ

ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ନିମବାହାଳି ଗୁଳେହି ପୂର୍ତ୍ତ ବିଭାଗ ରାସ୍ତାକୁ ମନଇଚ୍ଛା ଖୋଳିଦେଲା ଠିକାଦାର ,ପାଇପ ପୋତିବା ପରେ ମାଟି ପକାଇ ଚାଲିଗଲା । ଫଳରେ ମାଟି ଦବି ଆଣ୍ଠୁଏ ଖାଲ ସୃଷ୍ଟି ହୋଇଥିଲା ।ଯାହା କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ପ୍ରସାରିତ ହୋଇଥିଲା । ପ୍ରକାଶଯେ ,

ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନୋଟିସ ଜାରି କଲା ପ୍ରଶାସନ

ଢେଙ୍କାନାଳ ସଦର ବ୍ଳକ୍ ବାଲ୍ୟମ୍ବା ପଞ୍ଚାୟତ ନୂଆହାଟ ରେ କିଛି ଦିନ ତଳେ କିଭଳି କୋଭିଡ ନିୟମକୁୁ ଫୁ କରି ସାପ୍ତାହିକ ହାଟ ବସିଥିଲା , ତାହା ଆମେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ କରିଥିଲୁ । ଲକଡାଉନ ରେ ହାଟକୁ ବାରଣ କରାଯାଉଥିବା ବେଳେ କାହାର ନିର୍ଦ୍ଦେଶ କ୍ରମେ ଏହି ହାଟ ବସିଥିଲା

ଶାନ୍ତିଲତା ପାଇଲେ ଭତ୍ତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ କଣ୍ଟାପାଳ ଗ୍ରାମର ଶାନ୍ତିଲତା ମହାଖୁଡ(୬୫ ), ସ୍ୱାମୀ ଆରପାରିରେ ।ପରିବାରରେ ଆଉ କେହି ନାହିଁ । ସରକାରୀ ଯୋଜନା ଅନୁଯାୟୀ ମାସକୁ ୫ କେଜି ଚାଉଳ ମିଳେ । ତେବେ ବିଧବା ଭତ୍ତା ପାଇଁ ଅନେକ ଥର ସରପଞ୍ଚ ଠାରୁ ବ୍ଳକ୍ ଦଉଡି ଦଉଡି ନିରାଶ ହୋଇଥିଲେ ।

ଖବର ପ୍ରସାରଣ ପରେ ୩ବର୍ଷ ହେବ ମିଳିନଥିବା ବିଧବା ଭତ୍ତା ପାଇଲେ ଶୈଳବାଳା

ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି , ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି , ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରୁହନ୍ତି ସେ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ

ଖବର ପ୍ରସାରଣ ପରେ ଡମଶାଳ ପୋଲ ସଂଯୋଗକାରୀ ରାସ୍ତାରେ ପଡିଲା ମୋରମ

ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିଲା କେଲୁଆ ମାଟି । ବର୍ଷା ହେଲେ ଗାଁକୁ ପଶି ପାରୁନଥିଲେ ଲୋକେ । ଦେହ ଖରାପ ହେଲେ ଗାଁକୁ ଆସି ପାରୁନଥିଲା ଆଂବୁଲାନ୍ସ । ଜାତୀୟ ରାଜପଥ ୫୩ ଭୁବନ ବ୍ଲକ ପଳାଶପିଠିଆ ଠାରୁ ମଠକରହଗୋଳା ଯାଏଁ ବିକଳ୍ପ ରାସ୍ତା ନିର୍ମାଣ କରୁଛି କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ

ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ଡାଇଭର୍ସନ ରାସ୍ତା ଉପରେ ପଡ଼ିଲା କ୍ରସର ଡଷ୍ଟ ; ଆରମ୍ଭ ହେଲା ପୋଲ କାମ

ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁଁସିଙ୍ଗା ଥାନା ନିକଟରେ ଗୋଟିଏ ପୋଲ କାମ ଛଅ ସାତ ମାସ ହେଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇ ନାହିଁ। ପୋଲ କାମ ଚାଲୁଥିବା ହେତୁ ଶିଶୁ ମନ୍ଦିର ଦେଇ ବିକଳ୍ପ ରାସ୍ତା ହୋଇଥିଲା। ବର୍ଷା ହେଲେ ଏହି ରାସ୍ତା ଦେଇ ଯିବା ଆସିବା
error: Content is protected !!