News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ହିନ୍ଦୋଳ ବିଜ୍ଞାପିତ ଅଂଚଳରେ ଆବାସ ଯୋଜନା ହେରାଫେରି ଘଟଣା ; କାଉନସିଲରଙ୍କ ବିରୋଧରେ ହେଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୯ ନଂ ୱାର୍ଡ କାଉନସିଲର ଶ୍ରୀମତୀ ଲବଙ୍ଗ ଦେଇଙ୍କୁ ଆବାସ ଯୋଜନା ହେରଫେର ମାମଲାରେ ପୁଲିସ ଗିରଫ କରିଛି l ତାଙ୍କର ଜାମିନି ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ପ୍ରକାଶ ଥାଉକି , ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ

ଖବର ପ୍ରସାରଣ ପ୍ରଭାବ, ମିଳିଲା ଦିବ୍ୟାଙ୍ଗ ଭତ୍ତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗ୍ରାମ ଆଦିବାସୀ ସମ୍ପ୍ରଦାୟର ଟିପୁ ଦେହୁରୀ(୪୦) ଙ୍କ ଗୋଟିଏ ବୋଲି ପୁଅ ରାହୁଲ (୧୧ ) । ରାହୁଲ ଜନ୍ମରୁ ଦିବ୍ଯାଙ୍ଗ , ଜଣେ ମଜୁରୀଆ ଭାବେ ଟିପୁ ପରିବାର ଚଳାଇବା ସହ ପୁଅର ବୋଝ ସମ୍ଭାଳନ୍ତି । ପୁଅର

ଖବର ପ୍ରସାରଣ ର ପ୍ରଭାବ ; ବବିତା ଙ୍କ ପାଖରେ ପହଞ୍ଚିଲା ଡାକ୍ତରୀ ଟିମ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ (ଖ ) ପଞ୍ଚାୟତ ଅନ୍ତର୍ଗତ ମଠଖୋକସା ଗ୍ରାମରେ ।ଭିଓ-୧_ ଗ୍ରାମର ଶ୍ରୀଧର ଦାସଙ୍କ ଝିଅ ବବିତା ଦାସ ୨୫ ବର୍ଷ । ବବିତାର କପାଳ ଓ ଆଖି ଭୃଲତାରେ ଧୀରେ ଧୀରେ ମାଂସ ବଢିବାରେ ଲାଗିଛି ଅସ୍ବାଭାବିକ ମାଂସ ବୃଦ୍ଧି ଯୋଗୁଁ ସେ କିଛି ଦେଖି ପାରୁନାହିଁ ।

ଖବର ପ୍ରସାରଣ ପରେ କାର୍ଯ୍ୟକାରୀ ହେଲା ଦୀର୍ଘ ବର୍ଷ ଧରି ଖତ ଖାଉଥିବା ଟ୍ରାନ୍ସଫର୍ମର

ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ତେବେ କିଛିଦିନ ଟ୍ରାନ୍ସଫର୍ମରଟି କାର୍ଯ୍ୟ କରିବା ପରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା ।

ଖବର ପ୍ରସାରଣ ର ପ୍ରଭାବ ସରକାରୀ ସୁବିଧା ପାଇବେ ବେବିନା ଏବଂ ତାଙ୍କ ପରିବାର

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା(୬୬ ) ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି ସନ୍ତାନ

ଆମର ପ୍ରଭାବ ; ନଇଁ ଯାଇଥିବା ସହିଦ ସ୍ମୃତି ସ୍ତମ୍ଭ କୁ ତୁରନ୍ତ ମରାମତି କରାଇଲେ ପ୍ରଶାସନ

ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା ପାଇଁ ଏହା ଉଦ୍ଧିଷ୍ଟ । ଦେଶର ବିଭିନ୍ନ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ପରି ସ୍ମୃତି ସ୍ତମ୍ଭ ବା ପୀଠ ସେହି ବୀର ଯବାନଙ୍କ ବିଜୟଗାଥାକୁ ସ୍ମରଣ କରି

ଖବର ପ୍ରସାରଣ ର ପ୍ରଭାବ ; ବହୁତ ଦିନରୁ ଗଛରେ ବନ୍ଧା ହୋଇଥିବା ବିଦ୍ୟୁତ ତାର କୁ ଖୁଣ୍ଟି ରେ ବାନ୍ଧିଲା ବିଦ୍ୟୁତ ବିଭାଗ

ଢେଙ୍କାନାଳ ସଦର ବ୍ଲକ ତରଭl ଗାଁର ପାଟଣା ସାହିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଖୁଣ୍ଟ ବଦଳରେ ଗଛ ସହାୟତା ଦିଆଯାଇଥିଲା । ନିକଟରେ ମନ୍ଦିର ତେଣୁ ଏ ସ୍ଥାନଟି ଗାଁ ର ବ୍ୟସ୍ତ ବହୁଳ ସ୍ଥାନ କହିଲେ ଚଳେ। ପ୍ରତିଦିନ ଅନେକ ଲୋକ ଚଳପ୍ରଚଳ ସ୍ବଭାବିକ କଥା। ବିଜୁଳି ତାର ଯେପରି ଗଛର ସହାୟତାରେ

ଖବର ପ୍ରସାରଣ ପରେ, ମରାମତି କରାଗଲା ସାରଙ୍ଗଧର ସେତୁ

ଢେଙ୍କାନାଳ ଜିଲ୍ଲା କମଗରା-ଗେଙ୍ଗୁଟିଆ ବ୍ରାହ୍ମଣୀ ନଦୀ ଉପରେ ୧୯୯୩ ମସିହା ନଭେମ୍ବର ୨୪ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ସେତୁ କୁ ଉଦଘାଟନ କରିଥିଲେ। ପୂର୍ବରୁ ପ୍ରସାରିତ ଖବର ଏହା ମଧ୍ୟରେ ୨୭ ବର୍ଷ ବିତିଯାଇଥିଲେ ହେଁ ଏହାର ବିଭିନ୍ନ ସ୍ଥାନରେ

କିଡନୀ ରୋଗରେ ଆକ୍ରାନ୍ତ ପଞ୍ଚାୟତ ପିଅନ ଙ୍କ ଚିକିତ୍ସା ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତର ପିଅନ ମହେଶ୍ୱର ସାମଲ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି l ଦୁଃଖର ବିଷୟ ଏହାକି ଘରର ସେ ଏକମାତ୍ର ରୋଜଗାର କ୍ଷମ । ଅର୍ଥ ଅଭାବ ହେତୁ ତାଙ୍କର ଚିକିତ୍ସା ହୋଇପାରୁ ନାହିଁ । ତାଙ୍କର ଗୋଟେ ପୁଅ ଦୁଇ ଝିଅ ,ବଡ଼ ଝିଅ

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରେ ଘର ଚୋରି ଘଟଣା ; ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡର ରୂପାଲି ଗ୍ରାମର ସୁକୁମାର ନାଏକଙ୍କ ପତ୍ନୀ ସସ୍ମିତାଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଏକ ଘର ମିଳିଥିଲା। ଯାହାର କାର୍ଯ୍ୟାଦେଶ ଏନଏସି ପକ୍ଷରୁ ଦିଆଯାଇଥିଲା, ନମ୍ବର ଥିଲା ୮୦୬(୨୫୭)।କାମ ଆରମ୍ଭ ହେଲା
error: Content is protected !!