News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଖବର ପ୍ରସାରଣ ପରେ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଞ୍ଚାୟତ ଅନଳ ଗାଁ ର ଡଲି ସାହୁ ଙ୍କୁ ୭୦ ଛୁଇଁବ , ଦେହରେ ଜୁ ନାହିଁ କାମ କରିବା ପାଇଁ ତାପର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା। ସରକାର ଷାଠିଏ ବର୍ଷ ହେଲେ ଭତ୍ତା ଦେବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ଡଲିଙ୍କ ପରି ଅନେକ ବୃଦ୍ଧା ତଥା ବୃଦ୍ଧ ଏ

ଖବର ପ୍ରସାରଣ ପରେ ମାସେ ହେବ ଖରାପ ହୋଇ ପଡ଼ିଥିବା ପାନୀୟ ଜଳ ପ୍ରକଳ୍ପ ଠିକ୍ ହେଲା ; ଉପକୃତ ହେଲେ ୨ଟି ଓ୍ବାର୍ଡ ର…

ପ୍ରାୟ ମାସେ ହେବ ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ର ଲୋକ ପାନୀୟ ଜଳ ସମସ୍ୟା ଭୋଗୁଥିଲେ । ଦୁଇଟି ଓ୍ବାର୍ଡ ର ଲୋକ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିଲେ। କିନ୍ତୁ ଏହି ପ୍ରକଳ୍ପର ବିଦ୍ୟୁତ ଟ୍ରାନ୍ସଫର୍ମ ଟି ପୋଡ଼ି ଯାଇଥିଲା । ମହିଳାମାନେ

ଖବର ପ୍ରସରଣ ପରେ ବଦଳିଲା ବିପଦପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହ। ଗ୍ରାମ ଉପର ସାହି ରେ ଏକ ବିଦ୍ୟୁତ ଖୁଣ୍ଟ ବହୁ ଦିନ ହେବ ବିପଦପୂର୍ଣ୍ଣ ଭାବରେ ରହିଥିଲା । ଖୁଣ୍ଟ ଟି ଗ୍ରାମ ର ଜନ ବସତି ଅଞ୍ଚଳରେ ରହିଥିବା ହେତୁ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା । ପୂର୍ବରୁ ପ୍ରସାରିତ ଖବର

ଖବର ପ୍ରସାରଣର ପ୍ରଭାବ; ସ୍କୁଲ ଆଗରେ ତିଆରି ହେଲା ହମ୍ପ୍ସ

ଢେଙ୍କାନାଳ ଜିଲ୍ଲା କପିଳାସ ଯିବା ରାସ୍ତା ଭଗବାନପୁର ଠାରେ ଗଢିଉଠିଥିବା ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରେ ଘଟିଚାଲିଥିଲା ନାହିଁ ନଥିବାର ଦୁର୍ଘଟଣା, କାରଣ ବିଦ୍ୟାଳୟ ଦେଇଯାଇଥିବା ମୁଖ୍ୟ ରାସ୍ତାରେ ନଥିଲା ହମ୍ପ୍ସ । ବିଗତ କିଛିଦିନ ତଳେ ସେହି ଜାଗାରେ ବହୁ ଦୁର୍ଘଟଣା

ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କମଗରା ରାୟନୃସିଂହ ଶାସନ ଭଗବତ୍ ମନ୍ଦିର ଭିତରେ ରହିଥିଲା ୩ଟି ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟି । ପାଣି ପାଇଁ ହେଉ କିମ୍ବା ପୁରୁଣା ହେବା କାରଣରୁ ହେଉ ବିଦ୍ୟୁତ୍ ଖୁଣ୍ଟି ୨ଟି ର ତଳ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଯାହକୁ ଅନେକ ଅଭିଯୋଗ ପରେ

ଖବର ପ୍ରସାରଣ ର ପ୍ରଭାବ ସୁସ୍ଥ ହୋଇ ଘରକୁ ଫେରିଲା ସମା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗ୍ରାମର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ । ବାପା ମାଆଙ୍କର ଗୋଟିଏ ବୋଲି ପୁଅ ସମା । ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଥିବା ବେଳେ ଆଖିକୁ ମଧ୍ୟ ଭଲରେ ଦେଖାଯାଉ ନଥିଲା । ଏହି ଖବର ଢେଙ୍କାନାଳ

ଖବର ପ୍ରସାରଣ ର ପ୍ରଭାବ; ସଚଳ ହେଲା ସଵଷ୍ଟେସନ୍ ଖୁବଶୀଘ୍ର ଦୂରହେବ ବିଦ୍ୟୁତ୍ ସମସ୍ୟା କର୍ତ୍ତୃପକ୍ଷ ଦେଲେ ସୂଚନା

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ସୁଆଖାଇ ଗ୍ରାମପଞ୍ଚାୟତ କଳାପାଣି ଛକ ନିକଟରେ ବିଦ୍ୟୁତ ବିଭାଗର ଏକ ସଵଷ୍ଟେସନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ୩ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଛି ଫଳରେ ଅନ୍ୟୁନ ୨୦ ଟି ଗ୍ରାମରେ ନାହିଁ ନଥିବା ବିଦ୍ୟୁତ କାଟ ଭଳି ସମସ୍ୟା ଦେଖାଦେଇ ଦେଇଛି ବୋଲି

ଖବର ପ୍ରସାରଣ ପରେ ମରାମତି ହେଲା ପାଣି ପାଇପ

ପାଣି କୁ ନେଇ ବିଭିନ୍ନ ଜାଗାରେ ବିଭିନ୍ନ ସମସ୍ୟା ଦେଖା ଦେଇଛି । ବିଶେଷ କରି ପିଇବା ପାଣି ସମସ୍ୟା ନେଇ, ପାଣି ବୁନ୍ଦାଏ ନଷ୍ଟ ନକରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନ ବାର୍ତ୍ତା ଦିଆ ଯାଉଛି । ପୂର୍ବରୁ ପ୍ରସାରିତ ଖବର ହେଲେ ଢେଙ୍କାନାଳ ଜିଲ୍ଲାରେ ଏହାର ଏକ ବିକଳ୍ପ ଚିତ୍ର

ଖବର ପ୍ରସାରଣ ପରେ ଶେଷ ହେଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆବୋଲ କାଟେଣୀ ପଞ୍ଚାୟତ ଅନ୍ତର୍ଗତ ବଢ଼େଇ କାଟେଣୀ ଗ୍ରାମ ରେ କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ ଯୋଜନା ମୁତାବକ ସ୍ଥାନୀୟ ଲୋକ ମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସାଢ଼େ ତିନି ଲକ୍ଷ ଟଙ୍କା ବ୍ୟୟ ରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା । ପୂର୍ବରୁ

ସରକାରୀ ମାଗଣା ଔଷଧ ପୋଡାଯାଉଥିବା ଘଟଣା ; ଘଟଣା ର ତଦନ୍ତ ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ଼ ନମ୍ବର ୧୦ ଅନ୍ତର୍ଗତ ପୃଷ୍ଟିପାଟଣା ବିଦ୍ୟାଳୟ ପରିସରରେ ପୋଡାଯାଉଛି ସରକାରୀ ମାଗଣା ଔଷଧ l ଯାହା କି ରକ୍ତହୀନତା, ପ୍ରସୂତି, ଶିଶୁ ପୃଷ୍ଟିହୀନତା ଦୂର ଆଦି ରୋଗ ନିମନ୍ତେ ଦରକାର ସମୟରେ ମାଗଣାରେ ନୀୟମିତ ବ୍ୟବଧାନରେ ଉପଲବ୍ଧ
error: Content is protected !!