News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଖବର ପ୍ରସାରଣ ପରେ ପୌରପାଳିକା ପକ୍ଷରୁ ହେଲା ସଫେଇ

ଢେଙ୍କାନାଳ ପୋୖରାଞ୍ଚଳ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ରେ ପଡିରହିଥିଲା କୁଢ଼କୁଢ଼ ଅଳିଆ । ସେଗୁଡିକ ପଚି ଖଣ୍ଡ ଅଞ୍ଚଳ ଦୁର୍ଗନ୍ଧ ରେ ନାହିଁ ନଥିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଥିଲେ ଯେଉଁ ଆଧାର ରେ ଗତ ୩୦ ଅକ୍ଟୋବର ରେ ଢେଙ୍କାନାଳ ଅପଡେଟ ରେ

ଖବର ପ୍ରସାରଣର ପ୍ରଭାବ ଠିକ ହେଲା ସୋଲାର ପ୍ୟାନେଲ, ଦୁରହେଲା ଜଳ କଷ୍ଟ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁରରେ ୩ଟି ସୋଲାର ପ୍ୟାନେଲ ଲଗାଯାଇଥିବା ବେଳେ ଏହା ମଧ୍ୟରୁ ଗୋଟିଏ ବିଗତ ୩ ମାସ ରୁ ଅଧିକ ହେବ ଅଚଳ ହୋଇପଡିଥିଲା , ଏହା ଭରସାରେ ଅନ୍ୟୁନ୍ୟ ୧୦୦ଟି ପରିବାର ନିର୍ଭରଶୀଳ ଥିଲେ । ତେବେ ଏ ସମସ୍ୟା ନେଇ ଗତ ଜୁନ ୧୭ ତାରିଖ ରେ ଢେଙ୍କାନାଳ

ଶାଙ୍କୁଲେଇ ଗ୍ରାମର ଘର ଭୁଷୁଡ଼ିବା ଘଟଣା , ଅତିଶୀଘ୍ର ଘର ଖଣ୍ଡେ ଯୋଗାଇବାକୁ ପ୍ରତିଶ୍ରୁତି ଦେଲା ପ୍ରଶାସନ

ଢେଙ୍କାନାଳ ସଦର ବ୍ଲକ ଶାଙ୍କୁଲେଇ ଗ୍ରାମର ୩ନଂ ୱାର୍ଡ ଭଜମନ କାଣ୍ଡି ଙ୍କ ପରିବାର ଏକ ଭଙ୍ଗା ଘର ରହୁଥିଲେ ଯାହା ଫନି ବାତ୍ୟା ରେ ଭାଙ୍ଗି ଯାଇଥିଲା । ତେବେ ଏ ନେଇ ଅନେକ ଥର ଘର ଖଣ୍ଡିଏ ପାଇଁ ଗୁହାରୀ କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଲିନଥିଲା । ଭଙ୍ଗା ଘରଟି ଶେଷରେ ଲଗାଣ ବର୍ଷା

ସମା ଙ୍କ ଯନ୍ତ୍ରଣ। ଶୁଣିଲେ ସରକାର ; ଚିକିତ୍ସା ପାଇଁ ଗଲେ କଟକ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଛି। ହାତ, ଗୋଡ଼, ଠାରୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ। ଆଖିକୁ ତାର ଭଲରେ ଦେଖାଯାଉ ନାହିଁ।

ଆମର ପ୍ରଭାବ ; ସଚଳ ହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ,ଉପକୃତ ହେଲେ ୧୦ ଟି ଗ୍ରାମର ଉପଭୋକ୍ତା

ଓଡ଼ାପଡ଼ା ବ୍ଳକ୍ ନିମବାହାଳି ଛକରେ ଥିବା ଏକମାତ୍ର ଏଟିଏମ ଟି ଦୀର୍ଘ ମାସେ ହେବ ଅଚଳ ଅବସ୍ଥାରେ ପଡିରହିଥିଲା ଲୋକମାନେ ଟଙ୍କା ଉଠାଇବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ , ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇଥିଲା । ଏପୂଜା ସମୟରେ ଲୋକଙ୍କ ଆବଶ୍ୟକତା ଅନୁସାରେ

ଖବର ପ୍ରସାରଣ ପରେ , କବିଙ୍କୁ ମିଳିଲା ଜମିପଟା ; ଖବୁ ଶୀଘ୍ର ମିଳିବ ଘର

ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ରାମେଶ୍ୱରପୁର ୱାର୍ଡ ନଂ ୧୮ର ବାସିନ୍ଦା କବି ନାୟକ। ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟର ସକାଳୁ ସନ୍ଧ୍ୟା ଯାଏ ଟ୍ରଲି ଟାଣି ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି, ସାଙ୍ଗରେ ରୁହନ୍ତି ତାଙ୍କ ଧର୍ମପତ୍ନୀ। ତେବେ ନିଜର ଜମିପଟା ଖଣ୍ଡେ ନଥିବା

ଖବର ପ୍ରସାରଣ ପରେ , ଭତ୍ତା ପାଇଲେ ଆଦିବାସୀ ଦମ୍ପତ୍ତି

ଗଁଦିଆ ବ୍ଲକର ଷୋରିସିଆପଦା ପଞ୍ଚାୟତର ପାହାଡ଼ ଜଙ୍ଗଲ ଘେରା ଚଟିଘର ଗାଁ। ଦେଓଗାଁ-ଟାଙ୍ଗି ରାସ୍ତାରେ ଥିବା ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଗାଁ। ନିର୍ବାଚନ ଛଡ଼ା ଅନ୍ୟ ବେଳେ କୌଣସି ନେତା ମନ୍ତ୍ରୀଙ୍କ ପାଦ ପଡ଼େ ନାହିଁ ଏହି ଗାଁ ରେ। ଏହି ଗାଁ ଆଦିବାସୀ ଦମ୍ପତ୍ତି ମଙ୍ଗୁ ଜଙ୍ଗ (୬୮) ଓ

ଖବର ପ୍ରସାରଣ ପରେ ପାଞ୍ଚାଳି ଙ୍କ ଚିକିତ୍ସା ଦାୟିତ୍ୱ ନେଲେ ସରକାର

ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଅଧୀନସ୍ଥ କେନ୍ଦୁମୁଣ୍ଡା ଗ୍ରାମର ଶୁକୁରୁ ଘଟୁଆଳ ଙ୍କ ଝିଅ ପାଞ୍ଚାଳି ଘଟୁଆଳ । ଆଜକୁ ତିନି ଚାରି ବର୍ଷ ହେବ ମାନସିକ ବିକୃତି ହେତୁ ବାୟାଣୀ ଭଳି ହେଉଛନ୍ତି ।ଅତ୍ୟନ୍ତ ଗରିବ ଏବଂ ଅସହାୟ ହେତୁ ଝିଅ କୁ ଡାକ୍ତରଖାନା କୁ ନେଇପାରୁନଥିଲେ ପିତାମାତା ।

ଶେଷରେ ବନ୍ଦ ହେବ ଝିଲ୍ଲୀ ପଥର ଖଣି

କଙ୍କଡ଼ାହାଡ଼ ତହସିଲ ଅଧିନ ଝିଲ୍ଲୀ ଗାଁରେ ବେଆଇନ ଚାଲିଥିବା ପଥର ଖଣି ବିଷୟରେ ପୂର୍ବରୁ ଅନେକ ବାର ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ହୋଇଛି । ତେବେ ଶେଷରେ ଉକ୍ତ ପଥର ଖଣି କୁ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । କଙ୍କଡାହାଡ଼

ଖବର ପ୍ରସାରଣ ର ପ୍ରଭାବ ବସନ୍ତଙ୍କ ଚିକିତ୍ସା ନିମନ୍ତେ, ନିଷ୍ପତ୍ତି ନେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ରଙ୍ଗଥଳି ଗ୍ରାମର ବସନ୍ତ ପଧାନଙ୍କ ସମ୍ପର୍କରେ ଗତ ୫ ତାରିଖ ଦିନ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ହୋଇଥିଲା । ତାଙ୍କ ବାପା ୧୫ବର୍ଷ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାବେଳେ ଘରର ସମସ୍ତ ବୋଝ
error: Content is protected !!