News
WhatsApp Image 2023-10-04 at 17.25.00
samparksetu
Browsing Category

ଖବର

କୈବଲ୍ୟ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ

କୈବଲ୍ୟ ବଜାର ସ୍ଥିତ ସ୍ଥାନୀୟ ଲକ୍ଷ୍ମୀ ମଣ୍ଡପ ଠାରେ ଉପସଭାପତି ଶ୍ରୀନିବାସ ଷଡ଼ଙ୍ଗୀ ଙ୍କ ସ୍ୱଭାପତିତ୍ୱରେ କୈବଲ୍ୟ ବଜାର ପୂଜା କମିଟିର ଏକ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବ କାର୍ଯ୍ୟସାରଣୀ ଅନୁଯାୟୀ ୨୦୨୦ ଏବଂ ୨୦୨୧ ବର୍ଷର କୋଭିଡ ଅନୁସାରେ ଆୟୋଜନ ହୋଇଥିବା ଲକ୍ଷ୍ମୀପୂଜା

ଭାଲୁ ଆକ୍ରମଣରେ ୩ ଆହାତ

ଭୁବନ ଗଣେଶ ପୂଜା ଭସାଣି ଡ୍ୟୁଟି ସାରି ରାତିରେ ଘରକୁ ଫେରୁଥିବା କୁନିନ୍ଦା ଗ୍ରାମର ହୋମଗାର୍ଡ ଙ୍କୁ ଶାମଳ- ଅନଳ ରାସ୍ତାରେ ଭାଲୁ ଆକ୍ରମଣ କରିଥିବାର ଜଣାପଡିଛି । ତାଙ୍କ ସାଙ୍ଗରେ ତାଙ୍କର ୨ଜଣ ମଧ୍ୟ ଆହତ ହୋଇଥିଲେ ।ଆହତ ମାନେ ହେଲେ ଭୁବନ ଥାନାର ହୋମଗାର୍ଡ ତ୍ରିନାଥ ବେହେରା ଓ ତାଙ୍କ ସାଥୀ

ଭିଜିଲାନ୍ସ ରିମାଣ୍ଡ ଶେଷ,ପୁଣି ଜେଲରେ ଡାଳୁଆ ;୨ କୋଟିରୁ ଅଧିକ ସମ୍ପତି ଆକଳନ, ଶାଶୁ,ଶଳା,ପତ୍ନୀଙ୍କ ନାମରେ ୧୪ଟି ପ୍ଲଟ…

ଢେଙ୍କାନାଳ ସଦର ଥାନା ଆଇଆଇସି ଡିଏସପି ଅଭିନବ ଡାଳୁଆ ବେଆଇନ ଭାବରେ ଅର୍ଥ ଆଦାୟ କରି ଶାଶୁ,ଶଳା,ଏବଂ ପତ୍ନୀଙ୍କ ନାମରେ ୧୪ଟି ମୂଲ୍ୟବାନ ପ୍ଲଟ କ୍ରୟ କରିଛନ୍ତି । ପ୍ରାରମ୍ଭିକ ଆକଳନ ବେଳେ ସମ୍ପତିର ମୁଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ରିମାଣ୍ଡ ଶେଷ ହେବା ପରେ ପୁଣି ଥରେ

ସଡକ ଦୁର୍ଘଟଣା ରେ ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ମଣିପୁର ବାଘୁଆଘାଇ ଛକ ପୂର୍ତ୍ତବିଭାଗ ରାସ୍ତାରେ ସଡକ ଦୁର୍ଘଟଣା ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଭୁବନ ଥାନା ଅନ୍ତର୍ଗତ ବାରିଜଙ୍ଗ ଗ୍ରାମର ଗଣେଶ୍ବର ନାୟକ(୪୨) ଓ ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁର ଗ୍ରାମର ଖେତ୍ରବାସୀ ଦେହୁରୀ (୪୫) ।

୨ ଦିନିଆ ଉଇକିମାନିଆ ମେଳଣ ଉଦ୍‌ଘାଟିତ

ଭୁବନେଶ୍ୱରରେ ଆଜି ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଉଇକିମାନିଆ, ଭୁବନେଶ୍ୱର ମେଳଣ ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଓ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ମାନବପ୍ରୀତ୍ କୌର୍

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ…

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା ଆହୁରି ସୁଦୃଢ କରିବାକୁ କ୍ୟାବିନେଟ୍ ବୈଠକରେ 'ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ' ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ₹୨୨୧ କୋଟିର ଖର୍ଚ୍ଚ ଅଟକଳ ହୋଇଛି। ଏହାଦ୍ବାରା ଉଭୟ ଜିଲ୍ଲାରେ ଚାଷର ଉନ୍ନତି ସହ ୪୫ଟି ଗାଁକୁ

ଉପରିସ୍ଥ ଅଫିସରଙ୍କ ଉପରେ ଆଖିବୁଜା ଗୁଳିମାଡ କଲେ ଓଡିଆ ଯବାନ

କୋଲକାତା ସ୍ଥିତ ଦେଶର ସର୍ବପୁରାତନ ମ୍ୟୁଜିୟମରେ ଅଘଟଣ, ଓଡ଼ିଆ ସିଆଇଏସଏଫ ଯବାନ ଙ୍କ ଆଖିବୁଜା ଗୁଳିମାଡ ରେ ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଥିବାର ସୂଚନା । ଗୁଳିମାଡ କରିଥିବା ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ଅକ୍ଷୟ ମିଶ୍ର ବୋଲି ଜଣାପଡିଛି । ଅନ୍ୟପଟେ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜେଆରଡି ଟାଟାଙ୍କୁ ତାଙ୍କ ୧୧୮ତମ ଜନ୍ମବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଜୁଲାଇ ୨୯ ତାରିଖ ଦିନ ଏହାର ନରେନ୍ଦ୍ରପୁରସ୍ଥିତ କାରଖାନାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଟିଏସ୍‌ଏମ୍‌ର ବରିଷ୍ଠ ନେତୃମଣ୍ଡଳୀ ଯଥା ସେୟାର୍ଡ଼ ସର୍ଭିସେସ୍ ବିଭାଗ ଚିଫ୍ ବେଦ

ଜିଲ୍ଲାରେ ଯୁକ୍ତ ଦୁଇରେ ସିଟ ୧୨ ହଜାର ୫୭୬; ମାଟ୍ରିକ ପାସ କରିଛନ୍ତି ୧୫ ହଜାର ୯୧୦ ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଳାରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୧୫ ହଜାର ୯୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଯୁକ୍ତ ଦୁଇରେ କଳା,ବିଜ୍ଞାନ ଏବଂ ବାଣିଜ୍ୟରେ ମୋଟ ୧୨ ହଜାର ୫୭୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାଇବାର ସୁଯୋଗ ରହିଛି । ଏହାପରେ ୩ ହଜାର ୩୩୪ଜଣ ଛାତ୍ରଛାତ୍ରୀଙ୍କ

ଅଜଣା ଗାଡି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମୁକ୍ତାପଶି ଗାଁ ଗୋଡିବନ୍ଧ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁର ଚେରୁ ଭୂତିଆ (୬୫) । ଚେରୁ କାର୍ଯ୍ୟ ସାରି ନିଜ ସାଇକେଲ ଯୋଗେ ଘରକୁ
error: Content is protected !!