News
WhatsApp Image 2023-10-04 at 17.25.00
samparksetu
Browsing Category

ଖବର

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡସୁଆଁଳ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି l ଗୁରୁତର ଦୁଇଜଣ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବେଗୁନିଆନାଳୀ ଗ୍ରାମର ଶଶୀକିଷାନ ଓ ଦିପୁନ କୁମାର ପ୍ରଧାନ l ସୂଚନା ଅନୁଯାୟୀ, ଉଭୟ ଏକ ବାଇକ ଯୋଗେ ନିଜ ଗ୍ରାମ

ଋଣ ଭାର ସହି ନପାରି ଚାଷୀ ଆତ୍ମହତ୍ୟା !

ବାଜିରାଉତ ଙ୍କ ସଂଗ୍ରାମୀ ମାଟି ରେ ମାଟି ସହ ସଂଗ୍ରାମ କରି କରି ଶେଷ ରେ ଋଣ ସୁଝି ନପାରି ଆତ୍ମ ହତ୍ୟା କଲେ ଚାଷୀ ରମେଶ l ଖବର ରୁ ଜଣା ଯାଇଛି ଭୁବନ ବ୍ଲକ କଣପାଳ ସାମିଲ ମହୁଲପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ l ଏହି ଗ୍ରାମଟି ସହୀଦ ବୀର ବାଜିରାଉତ ଙ୍କ ଗ୍ରାମ ଭାବେ ସାରା

ଏଣିକି ଦୁଇଟି ଡିଗ୍ରୀ ର କୋର୍ସ ଏକା ସଙ୍ଗେ କରିପାରିବେ ବିଦ୍ୟାର୍ଥୀ

ନୂତନ ଶିକ୍ଷାନୀତି ୨୦୨୦ କୁ ଅନୁମୋଦନ ମିଳିବା ପରେ ଆଜି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ସମୟପୋଯୋଗୀ ନିଷ୍ପତ୍ତି ନେଇଛନ୍ତି l ଯେଉଁଥିରେ ଏକ କାଳୀନ ଜଣେ ବିଦ୍ୟାର୍ଥୀ ଦୁଇଟି ଡିଗ୍ରୀ କୋର୍ସ କରିପାରିବ l ଏହା ଉଭୟ ଅନ୍ ଲାଇନ୍ ଓ ଫିଜିକାଲ ମୋଡ଼ ରେ ଶିକ୍ଷାଦାନ କରିବା ପାଇଁ

ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା!

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଜୁଳି ଗଲେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ଧାର ହୋଇଯାଏ। ବିଜୁଳି କଟିଲେ ରୋଗୀମାନଙ୍କୁ ଅନ୍ଧାରରେ ରହିବାକୁ ପଡୁଛି। ଯେଉଁ ଜେନେରେଟର ରହୁଛି ତାହା କାମରେ ଲାଗୁନାହିଁ। ରୋଗୀଙ୍କ ସମ୍ପର୍କୀୟ

ମହିଳାଙ୍କ ପ୍ରତି ଆକ୍ସିସ ବ୍ଯାଙ୍କ କର୍ମଚାରୀଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଜି ସାମାଜିକ ସୁରକ୍ଷା ଋଣ ପାଇଁ ଆକ୍ସିସ୍ ବ୍ୟାଙ୍କ ଆସିଥିଲେ । ତେବେ ଏହି ସମୟରେ ବ୍ୟାଙ୍କ କର୍ମଚାରୀ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ଗ୍ରାମର ଲକ୍ଷ୍ମୀପ୍ରିୟା ରାଜ,ରମେଶ

ଜଳକ୍ଲିଷ୍ଟ ସହର ଢେଙ୍କାନାଳ ; ୫୦ବର୍ଷ ଧରି ଲାଗିରହିଛି ପାନୀୟ ଜଳ ସମସ୍ୟା

ଢେଙ୍କାନାଳ ସହରରେ ୫୦ ବର୍ଷ ଧରି ପାନୀୟ ଜଳ ସଙ୍କଟ ଲାଗିରହିଛି । ପାଣି ଟୋପେ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ ଟ୍ୟାପରେ କେତେବେଳେ ପାଣି ଆସୁଛିତ କେତେବେଳେ ନାହିଁ । ଯାହା ଆସୁଛି ତାହା ସମୁଦ୍ର କୁ ଶଙ୍ଖେ । ସହର ତଳି ବସ୍ତି ସମସ୍ୟା ବି କହିଲେ ନସରେ । ପାନୀୟ ଜଳ ସଙ୍କଟ

ମଦ ମୁକ୍ତ ଗାଁ ପାଇଁ ଗ୍ରାମବାସୀଙ୍କ ଶୋଭାଯାତ୍ରା

ଗଁଦିଆ ବ୍ଲକ ନେଉଳପୋଇ ପଞ୍ଚାୟତ ଛାଟିଆ ଗ୍ରାମ ଠାରେ ମଦ ମୁକ୍ତ ଗାଁ ଅଭିଯାନ, ସଚେତନତା ରାଲି ଆରମ୍ଭ ହୋଇଛି। ଗ୍ରାମର ଆଦିବାସୀ ଓ ହରିଜନ ମହିଳାମାନଙ୍କ ଆହ୍ବାନ କ୍ରମେ ଗ୍ରାମର ଶତାଧିକ ମହିଳା ଏକ ରାଲିରେ ସାମିଲ ହୋଇ ମଦ ମୁକ୍ତ ଗ୍ରାମ କରିବା ପାଇଁ ସ୍ଲୋଗାନ ଦେଇଥିଲେ। ଗ୍ରାମରେ ମଦ

ରୁଷ ଏବଂ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ପାଇଁ ମୋଦୀ -ବାଇଡେନ୍ ଆଲୋଚନା

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଗତକାଲି ଆଭାସୀ ଆଲୋଚନା ହୋଇଯାଇଛି l ସମ୍ପ୍ରତି ରୁଷ ଓ ୟୁକ୍ରେନ୍ ମଧ୍ଯରେ ଚାଲିଥିବା ଯୁଦ୍ଧ ଏହି ଆଲୋଚନାର ମୁଖ୍ୟ ବିଷୟ ଥିଲା l ଏଥିରେ ବାଇଡେନ୍ ରୁଷ୍ ଉପରେ ଆର୍ଥିକଚାପ ସୃଷ୍ଟି

ଦୃଷ୍ଟିହୀନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ କଣ୍ଟାନାଳୀ ବାଇପାସ ଠାରେ ଥିବା ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟ ପରିଚାଳଳନା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଗହଣରେ ବିଦ୍ୟାଳୟର

ଶଙ୍କରପୁର ହରିଜନ ସାହିରେ ପାନୀୟ ଜଳ ସମସ୍ୟା, ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଘେରାଉ

ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ବିଂଝାରପୁର ହରିଜନ ସାହିରେ ଦୀର୍ଘ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା l ସ୍ଥାନୀୟ ଲୋକ ମାନେ ସରପଞ୍ଚ ଏବଂ ବିଡିଓ ଙ୍କୁ ଅନେକ ଥର ନେହୁରା ହୋଇ କହିଥିଲେ ମଧ୍ୟ କେହି ଶୁଣିନାହାନ୍ତି l ଗ୍ରାମରେ ଗୋଟିଏ ବୋଲି ନଳକୂଅ l ତାହା ମଧ୍ୟ ଖୁବ କମ୍ ପାଣି ଦିଏ
error: Content is protected !!