News
WhatsApp Image 2023-10-04 at 17.25.00
samparksetu
Browsing Category

ଖବର

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତ ର ଅରାଚୁଆ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଙ୍କର ମୃତ ହୋଇଛି । ମୃତକ ଜଣଙ୍କ ଧନିଆନାଳୀ ଗ୍ରାମରୁ ବାସନ୍ତୀ ଦାସ(୪୦) ସୂଚନା ଅନୁଯାୟୀ , ସେ ବିଲବାଡ଼ି କାମ କରିବାକୁ ମଠତେନ୍ତୁଳିଆ କୁ ଆସୁଥିବା ବାଟରେ ଏକ ଅଜଣା

କରୋନା ପାଇଁ ପରିବାର ପ୍ରତିପୋଷଣ ଚିନ୍ତାରେ ରାମେଶ୍ଵର ମନ୍ଦିର ସେବାୟତ

କାମାକ୍ଷନଗର ରେ ଥିବା ପ୍ରସିଦ୍ଧ ଶୈବପୀଠ ରାମେଶ୍ଵର ମନ୍ଦିର ବଂଶାନୁକ୍ରମିକ ମହଦେବ ସେବା କରିଆସୁଛନ୍ତି ୬ଟି ପରିବାର |ମନ୍ଦିର ଟି ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ଯ ସେବାୟତ ଙ୍କୁ କୌଣସି ପ୍ରକାର ର ସାହାଯ୍ଯ ମିଳୁନାହିଁ | ମନ୍ଦିରରେ ଥିବା ୬ଟି ପରିବାର କରୋନା ପୂର୍ବରୁ ମନ୍ଦିର କୁ

ଟିକା ନେଇ ଶିଶୁ ମୃତ୍ୟୁ ; ଅଭିଯୋଗ ଆଣିଲେ ପରିବାର

ଟିକା ନେଇ ଶିଶୁ ମୃତ୍ୟୁର ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରେ। ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଆଜି ଟିକା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧.୩୦ ଘଟିକାରେ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ,ପେଣ୍ଟାଭାଇରସ ଓ ନୂତନ ଭାବେ ଆସିଥିବା

ପାରିବାରିକ କଳହ କୁ ନେଇ ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା !

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା , ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ।ଜଂଖିରା ଗ୍ରାମର ବଳିଆ ନାୟକ ନିଜ ସ୍ତ୍ରୀ ଫୁଲ ନାୟକ ଙ୍କୁ ନେଇ ୩ଦିନ ତଳେ ତରଭା ନିଜ ଶ୍ୱଶୁର ଘରକୁ ଆସିଥିଲେ । ତେବେ ତାଙ୍କ ମଧ୍ୟରେ ପାରିବାରିକ କଳହ ପରେ ବଳିଆ

ନୂଆ ଶିକ୍ଷାନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ଘୋଷଣା ହୋଇଛି ନୂଆ ଜାତୀୟ ଶିକ୍ଷା ନୀତିଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନ ହେବ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ । ଏହା ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ (ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି

୨୪ ଘଣ୍ଟାରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

୨୪ ଘଣ୍ଟାରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଅନ୍ୟ ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା

ଧରା ପଡିଲା ହିନ୍ଦୋଳ ଜେଲରୁ ଚମ୍ପଟ ମାରିଥିବା ଅଭିଯୁକ୍ତ

ହିନ୍ଦୋଳ ଜେଲ ରୁ ଗତ ୨ତାରିଖରେ ଜଣେ ବିଚାରଧୀନ ଆସାମୀ ବିରଞ୍ଚି ବେହାର ପାଚେରି ଡେଇଁ ଚମ୍ପଟ ମାରିଥିଲା । ଗତ ସୋମବାର ବିଳମ୍ବିତ ରାତ୍ରିରେ ସେ ନିକଟ ସରାସିଂ ଗାଁରେ ଥିବା ଖବର ପାଇ ହିନ୍ଦୋଳ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲଣ କରିଛି । ଜେଲ କର୍ମଚାରୀଙ୍କ ଅସାଵଧାନତା ହେତୁ ଏହି

ଗଡ଼ିଲା ବସ୍, ଖୋଲିଲା ରୋଜଗାରର ପନ୍ଥା

ଆଜିଠାରୁ ସାରା ଓଡ଼ିଶାରେ ଗଡ଼ିଲା ବସ୍ । ଘରୋଇ ବସ୍ ମାଲିକ ସଂଘର ଦାବିକୁ ସରକାର ମାନିନେବା ପରେ ତତ୍ପରତା ପ୍ରକାଶ ପାଇଛି । ବସ୍ ଗୁଡ଼ିକୁ ସାନିଟାଇଜ୍ କରିବା ସହଯାତ୍ରୀଙ୍କୁ ନେଇ ଯାଉଛନ୍ତି ବସ୍ କର୍ମଚାରୀ । ସେହିପରି ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି । ଦୁଇ ମାସର ରୋଡ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ଖୋଲିବ ସ୍କୁଲ, ଜାରିହେଲା ନୂଆ ଏସଓପି

କରୋନା ସଂକ୍ରମଣର ତୃତୀୟ ଲହର ପୂର୍ବରୁ ସ୍କୁଲ ଖୋଲିବା ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୨୬ ରୁ ଖୋଲିବ ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ । ଏ ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସ୍କୁଲର ସମୟ

ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲାର ୭୧ଟି ସ୍କୁଲ ର ମାଟ୍ରିକ ମେଧାବୀ ମାନଙ୍କୁ ତୃପ୍ତି ପାଠାଗାର ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ ସାମ୍ବାଦିକ ସଂଘ ଗଁଦିଆ ଡିଜିଟାଲ ମିଡ଼ିଆ ସଙ୍ଘ ଶ୍ରୀ ବିନାୟକ ଶିକ୍ଷା କେନ୍ଦ୍ର ର ମିଳିତ ସହଯୋଗ କ୍ରମେ ସ୍ଥାନୀୟ ବାଜିରାଉତ ସ୍ମୃତି ସଭାଘର ଠାରେ ଅନୁଷ୍ଠିତ
error: Content is protected !!