News
WhatsApp Image 2023-10-04 at 17.25.00
samparksetu
Browsing Category

ଖବର

ଶୀତ ଋତୁରେ ଢେଙ୍କାନାଳରେ ରାଜନୈତିକ ଉଷ୍ମତା

ପାଖେଇ ଆସୁଛି ୨୪ ନିର୍ବାଚନ, ଅନ୍ୟଜିଲ୍ଲା ପରି ଢେଙ୍କାନାଳ ରେ ମଧ୍ୟ ଦେଖାଦେଇଛି ରାଜନୈତିକ ଉଷ୍ମତା। ଚାହା ଖଟି ଠାରୁ ଆରମ୍ଭ କରି ଖେଳପଡ଼ିଆ ସବୁଠି ଜମିଛି ରାଜନୈତିକ ବାତାବରଣ । ଗତକାଲି ୩ ରାଜ୍ୟର ଫଳାଫଳ ପରେ ଢେଙ୍କାନାଳ ବିଜେପି କର୍ମୀଙ୍କ ମଧ୍ୟରେ ଢେର ଉତ୍ସାହ ଦେଖାଦେଇଛି । ମୋଦୀ

ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମୁଖ୍ୟରାସ୍ତା ; ଅଟକି ରହୁଛି ଆମ୍ବୁଲାନ୍ସ

ବୁଲା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି ଢେଙ୍କାନାଳ ସହର । ସହରର ବଜାର ସାହି ବସ୍ତି ସବୁଠି ବୁଲୁଛନ୍ତି ଶହଶହ ସଂଖ୍ୟାରେ ଗାଈଗୋରୁ ଓ ବୁଲାଷଣ୍ଢ । ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ଗଳି ଓ ମୁଖ୍ୟ ରାସ୍ତା । ଯାହାକୁ ନେଇ ସହରାଞ୍ଚଳରେ ଦେଖାଦେଇଛି ଟ୍ରାଫିକ

ଖତ ଖାଉଛି ଭେଣ୍ଡିଙ୍ଗ ଜୋନ୍ ; ରାସ୍ତା ଉପରେ ଉଠା ଦୋକାନୀ

ଭେଣ୍ଡିଙ୍ଗ ଜୋନ୍ ରେ ଝୁଲୁଛି ତାଲା ପୁଣି ରାସ୍ତା କଡରେ ଲାଗିଲାଣି ଉଠା ଦୋକାନୀଙ୍କ ଭିଡ଼ । ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଉଠା ଦୋକାନୀଙ୍କୁ ସ୍ଥାନାନ୍ତରିତ ବ୍ୟବସ୍ଥା କରାଯିବା ବ୍ୟବସ୍ଥା ନେଇ ଗଢି ଉଠିଛି ଭେଣ୍ଡିଙ୍ଗ ଜୋନ୍ ହେଲେ ତାହା ଏବେ ଖତ ଖାଇବାକୁ

ଜନ ପ୍ରତିନିଧି ଠୁ ସରକାରୀ ଅଧିକାରୀ ସମସ୍ତେ ଚୁପ୍, ପୌରଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛି କିଏ ?

ଢେଙ୍କାନାଳ ପୌରପାଳିକାର ପିଛା ଛାଡ଼ୁନି ଦୁର୍ନୀତି । ଲାଇଟ , ସଫେଇ ଠାରୁ ଆରମ୍ଭ କରି ଡ୍ରେନ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ବାରମ୍ବାର ଛନ୍ଦି ହେଉଛି ଢେଙ୍କାନାଳ ପୌରପାଳିକା । ବିଗତ ଦିନରେ ଅଲୌକିକରଣ କାର୍ଯ୍ୟ ରେ ୧୭ ଲକ୍ଷ ର ହିସାବ ମିଳିନଥିବା ବେଳେ ଟାକ୍ସ କଲେକ୍ସନ ରେ ୧୦

ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ ! ବୈଠକ ପରେ ବସୁଛି ବୈଠକ,…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ଥରିୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ସରକାରୀ ଅଧିକାରୀ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଦେଇଯାଇଥିବା ୫୫ ନମ୍ବର

ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲା ଗ୍ରାମପଞ୍ଚାୟତର କଂସରକୁଟୁ ସାହିର କସଟୁ ପ୍ରଧାନଙ୍କର ପୁତ୍ର ଶ୍ରୀନିବାସ ପ୍ରଧାନ ୪୫ ବର୍ଷ ବୟସ ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି l ୫ ଦିନ ପୂର୍ବରୁ ଘର ଭିତରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ

ବେପାରୀଙ୍କ ପୁଷ ମାସ, ଗ୍ରାହକଙ୍କ ପକେଟ ନାସ

ନିରାମିଷ ଖାଦ୍ୟର ଗୁରୁତ୍ୱ ପବିତ୍ର କାର୍ତ୍ତିକ ମାସରେ ଟିକିଏ ଅଧିକ ରହିଥାଏ । ଏପରିକି ପଞ୍ଚୁକ ଆରମ୍ଭ ଦିନରୁ ଆମିଷ ନିଷେଧ ସହ କିଛି ପରିବାରରେ ପିଆଜ ରସୁଣ ମଧ୍ୟ ରୋଷେଇ ରେ ବ୍ୟବହାର ହୋଇନଥାଏ । ଗ୍ରାମ ଗୁଡିକରେ କାର୍ତ୍ତିକେୟ ପୂଜା ସହ ରାସ ଆରମ୍ଭ ହୋଇଥାଏ ତେଣୁ ପ୍ରାୟ ମାସସାରା

ଢେଙ୍କାନାଳ ଜିଲ୍ଲାର ୩ ପର୍ଯ୍ୟଟନ ସ୍ଥଳୀକୁ ପ୍ଲାଷ୍ଟିକ ଫ୍ରି ପିକନିକ୍ ସ୍ପଟ ଘୋଷଣା

ଓଡ଼ିଶାର ପ୍ରାୟ ୭୫ ଟି ପର୍ଯ୍ୟଟନସ୍ଥଳୀ ପ୍ଲାଷ୍ଟିକ ଫ୍ରି ପିକନିକ ସ୍ପଟ ଭାବେ ଘୋଷଣା କରାଯାଇଛି, ତେବେ ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ୭୫ ଟି ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୩ଟି

କଁଅଳ ବୟସରେ ଦାରୁଣ ଦୁଃଖ ; ଭିକ୍ଷା ବୃତ୍ତିରେ ବନ୍ଧା ଶୈଶବ

ସହର ମଧ୍ୟରେ ଭିକ୍ଷାବୃତ୍ତି କରୁଛନ୍ତି ନିରୀହ ଶିଶୁ । ତଥାପି ଅଧିକାରୀ ଙ୍କ ଆଢୁଆଳରେ ରହିଛି ଏହି ଘଟଣା । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସହର ବାସୀ । ଶିଶୁ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ସହର ମଧ୍ୟରେ ଏଭଳି ଦୃଶ୍ୟ ଦେଖିଲେ ସବୁ ଯୋଜନା ଯେପରି

ଢେଙ୍କାନାଳ ଲକ୍ଷ୍ମୀପୂଜା ନିମନ୍ତେ ଜାରି ହେଲା ରୁଟଚାର୍ଟ, ଜାଣନ୍ତୁ କେଉଁ ରାସ୍ତା ଦେଇ କରିବେ ଯାତାୟାତ

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଯିଏ ଯେଉଁଠାରେ ଥାନ୍ତୁ ନା କାହିଁକି ପୂଜା ଆରମ୍ଭ ହେଲେ ଢେଙ୍କାନାଳ ବାସୀ ପୂଜା ବୁଲିବାକୁ ଢେଙ୍କାନାଳ ରେ ପହଁଚି ଥାଆନ୍ତି । କେବଳ ସେତିକି ନୁହେଁ ଢେଙ୍କାନାଳ ଉପକଣ୍ଠ ଜିଲ୍ଲା କଟକ, ଅନୁଗୁଳ , ଯାଜପୁର ଭଳି ଅନ୍ୟ କିଛି
error: Content is protected !!