News
WhatsApp Image 2023-10-04 at 17.25.00
samparksetu
Browsing Category

ଖବର

୪୦ ବସ୍ତା ଧାନ ସହ ପୋଡିଗଲା ଦୁଇ ଚକିଆ ଗାଡି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମର କାଦୁଅ ସାହିର ଅଭୟ କୁମାର ବେହେରା ଜଣେ ଚାଷୀ । ପୁଅ ଅଭିନାସ ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାପାଙ୍କୁ ସବୁ ସମୟରେ ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତି। ଅନେକ କଷ୍ଟ କରି ବର୍ଷକ ପାଇଁ ସାଇତି ରଖିଥିବା ଖାଦ୍ୟକୁ ଓ

ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ ପାଇଁ…

ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘ଏକ ସବୁଜ ଗ୍ରହ ପାଇଁ ଦୌଡ ‘ ବିଷୟ ବସ୍ତୁକୁ ନେଇ ରନ୍‌-ଏ-ଥନ୍‌ର ତୃତୀୟ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗର୍ବର ସହ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣ ବିଷୟରେଘୋଷଣା କରାଯାଇଛି ଯାହାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ୨୦୨୩ ଫେବ୍ରୁଆରି ୫ ତାରିଖରେ ଆୟୋଜନ କରାଯିବ । ‘ଏକ ସବୁଜ ଗ୍ରହ ପାଇଁ ଦୌଡ଼’ ବିଷୟବସ୍ତୁକୁ ନେଇ ଏହି

କାମ ସାରିବାରେ ଲାଗୁନି ଲଗାମ ; ଦୀର୍ଘ ଦୁଇମାସ ହେବ ଚାଲିଛି ବିଦ୍ୟୁତକାଟ , ଅତିଷ୍ଠ ହେଲେଣି ଅଞ୍ଚଳବାସୀ

ରାସ୍ତା ପ୍ରଶସ୍ତିକରଣ ନେଇ ବିଗତ ବର୍ଷ ଡିସେମ୍ବର ମାସରୁ କଲେଜ ଛକ ଠାରୁ କୁଞ୍ଜକାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସକାଳ ୯ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି । ତେବେ ଦୁଇମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶସ୍ତି କରଣ କାର୍ଯ୍ୟ ସରୁନଥିବାରୁ ଏହି ବିଦ୍ୟୁତ କାଟ

ହାତୀ ଉପଦ୍ରବ ,ପନି ପରିବା ଫସଲ ନଷ୍ଟ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତକାଲି ସନ୍ଧ୍ୟା ୬ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପ୍ରାୟ

ଅନୁଗୁଳ ପରେ ଏବେ ଢେଙ୍କାନାଳ ମୁହାଁ ନରହନ୍ତା ହାତୀ

ଢେଙ୍କାନାଳ ସିମାନ୍ତ ସଞ୍ଜପଡା ଅଞ୍ଚଳରେ ବିଚରଣ କରୁଛି।ନରହନ୍ତା ହାତୀ l ହାତୀ ଉପରେ ସ୍ୱତନ୍ତ୍ର ନଜର ରହିଥିବା କହିଲେ ବନଖଣ୍ଡ ଅଧିକାରୀ । ଆବଶ୍ୟକ ପଡିଲେ କରାଯାଇ ପାରେ ଟ୍ରାଙ୍କୁଲାଇଜ। ଅନୁଗୁଳରେ ଚାରି ଚାରୋଟି ଜୀବନ ନେବାପରେ ଏବେ ଢେଙ୍କାନାଳ ମୁହାଁ ହୋଇଛି ମଣିଷମରା ହାତୀ।ଗତକାଲି

ଟାଟା ଷ୍ଟିଲ ପାଚେରୀ ନିକଟ ଗୁଳିକାଣ୍ଡ ଘଟଣା ର ପର୍ଦ୍ଦାଫାଶ ; ସ୍ଵାମୀର ହତ୍ୟା ପାଇଁ ସ୍ତ୍ରୀ କରିଥିଲା ଯୋଜନା

ଢେଙ୍କାନାଲ ଟାଟା ଷ୍ଟିଲ ପାଚେରୀ ପାଖ ଗୁଳିକାଣ୍ଡ ଘଟଣାର ପୁଲିସ କଲା ପ୍ରରଦାଫାସ, ଭିଣୋଇ ସହ ଅନୈତିକ ସମ୍ପର୍କରୁ ଯୋଜନାବଦ୍ଧ ଭାବେ ସ୍ୱାମୀକୁ ହତ୍ୟା କରେଇଲା ସ୍ତ୍ରୀ । ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଭିଣୋଇ ସହ ମିଶି କରିଥିଲା ହତ୍ୟା ଉଦ୍ୟମର ସୁପର ପ୍ଲାନ । ଫଳରେ

ଏଟିଏମ ଲୁଟ ଉଦ୍ୟମ ବିଫଳ

ଢେଙ୍କାନାଳ ସହର କୁଞ୍ଜକାନ୍ତ ଠାରେ ଥିବା କାନରା ବ୍ୟାଙ୍କ ଏଟିଏମକୁ ଗତକାଲି ରାତିରେ ଲୁଟ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଏଟିଏମ ପ୍ରବେଶ ଦ୍ୱାର କବାଟର କାଚ ଭଙ୍ଗା ଯାଇଥିବା ବେଳେ ମେସିନ ସୁରକ୍ଷିତ ରହିଥିବାର ଜଣା ପଡିଛି l ଗୁରୁବାର ପୂର୍ବାହ୍ନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ
error: Content is protected !!