News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

ମୁଁ ହେବାକୁ ଚାହେଁ

ମୁଁ ହେବାକୁ ଚାହେଁତୁମ କଲମ ମୁନରେକବିତାଟିଏ,ନିଜ କବିତାକୁ ଅଧିକଭଲପାଅବୋଲିସେଇ ଜହ୍ନ କୁହେ। ମୁଁ ହେବାକୁ ଚାହେଁ ତୁମରଙ୍ଗତୁଳୀରେକାନଭାସର ଛବିଟିଏ,ନିଜ ଅଙ୍କିତ ଛବିଟିକୁଅଧିକ ଭଲପାଅବୋଲିସେଇ ଝରଣା କୁହେ। ମୁଁ ହେବାକୁ ଚାହେଁତୁମ କଣ୍ଠର ସଂଗୀତଟିଏ,ତୁମେ ସଙ୍ଗୀତକୁ ଅଧିକଭଲପାଅ

ଉନ୍ନତିର ଚିତାରେ ପ୍ରକୃତିର ଆତ୍ମହୁତି

ତୁ ଅଧୁନା ଧୂସର ଧୂଆଁବିକାଶ ନାଁରେ ବିକୃତ ମୋର କାୟାଉନ୍ନତ ନୁହଁ ତୁ ଉନ୍ମତ୍ତ ବାୟାସର୍ବଗିଳା ଇଛା ତୋରଦିନେ ତୋତେ ନ ହେବରେ ସାହା ।। ଅହିରାଜ ସୁପ୍ତ କୁଣ୍ଡଳୀରେଚେଇଁ ଶୋଇଛୁ ତୁଜାଗ୍ରତର ସଂସ୍କାରୀ କାମିଜରେମା'ର ଅନ୍ତ ବିଦାରି ଅନ୍ତର କରୁକେତେ ଯେ ଧାତବ ବସ୍ତୁଭୋଗଭରା ଅତୃପ୍ତ ଆତ୍ମାର

ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ

ଝରଣା ର ଝର, ଶୁଷ୍କ ହୋଇଗଲା,ଆଉତ ଝରିବ ନାହିଁ,କୋକିଳ କଣ୍ଠର, ସୁମଧୁର ସ୍ୱର,ସ୍ତବ୍ଧ ସବୁଦିନ ପାଇଁ।ଷାଠିଏ ଦଶକେ, ଅଭିନୟାରମ୍ଭ,ବୟସ ଥିଲା ପନ୍ଦର,ଦକ୍ଷ ଅଭିନେତ୍ରୀ, ପାଇଥିଲେ ସେହି,ଜୟଦେବ ପୁରସ୍କାର। ଅଭିନୟ ସହ, ଶାସ୍ତ୍ରୀୟ ନୃତ୍ୟରେ,ପାରଙ୍ଗମ ସିଏ ଥିଲେ,ଦୁରଦର୍ଶନରେ, ସହ

ଆଖି କଥା କହେ

ମାଁ ର ଆଖି ମମତାରେ ଭରା,ଭଉଣୀର ଆଖି ସେନେହରେ। ବାପାଙ୍କ ଆଖି କର୍ତ୍ତବ୍ୟରେ ଭରା,ଭାଇର ଆଖି ଦାୟିତ୍ୱରେ। ସ୍ତ୍ରୀର ଆଖି ପ୍ରେମରେ ଭରା,ସ୍ୱାମୀର ଆଖି ସୁରକ୍ଷାରେ। ପ୍ରେମିକର ଆଖି ସ୍ୱାର୍ଥରେ ଭରା,ପ୍ରେମିକାର ଆଖି ଛଳନାରେ। ଧନୀର ଆଖି ଗର୍ବରେ ଭରା,ଗରିବର ଆଖି ଆଶାରେ।

ମୋ ନାଲି ରଙ୍ଗ

ମୁଁ ରକ୍ତ ରଞ୍ଜିତା ବୋଲି ସହେ ଅସ୍ବୀକାରମୋ ନାଲି ପାଇଁ ମନା ମତେଦେବ ମନ୍ଦିର ଓ ରୋଷେଇ ଘର ।ବାପା ଙ୍କ କୋଳରେ ଖେଳୁ ଥିବାମୁଁ ଆଜି ବି ସେ ଝୁମ୍ପୁଡି ବାୟାଣୀ ,କିନ୍ତୁ ସେ ନାଲି ରଙ୍ଗ ମତେ ଶୁଣେଇ ଦେଲା -ଝିଅ ଆମର ବଡ଼ ହେଲାଣି,ଆଉ ହେଲାଣି ସେ ସିଆଣି l ମୋ ଯନ୍ତ୍ରଣା ଲୋକ ମତେ ସାମାନ୍ୟ

ଅଛୁଆଁ

ମଣିଷକୁ ଯଦି ମଣିଷ ଛୁଇଁଲା କେଉଁବାଟେ ଗଲା ଜାତିଏ ତ ଅନ୍ଧ ବୁଝାମଣା ନୀତି,,,,,,,ଆଜିବି ସମାଜେ ଚାଲିଛି ଏ ରୀତିଭାବିଦେଲେ ଥରେ ଏ ବିଷୟରେମନ ବିଦ୍ରୋହ କରେ ଅତିମଣିଷକୁ ଯଦି ମଣିଷ

ଦୁଃଖର ଲହରୀ

ଯନ୍ତ୍ରଣାରେ ପଡ଼ି ଜୀବନ କାଟୁଛି      ଚକ୍ଷୁ ରେ ଲୋତକ ଧାର  ନ ଶୁଣିଲେ ପ୍ରଭୁ ଛାଡି ଚାଲିଯିବି        ସଂସାରେ ନ କରି ଘର।(୧)ଚଲାପଥ ମୋର ଅନ୍ଧାର ଦିଶୁଛି        ଆଲୋକ ଖୋଜୁଛି ମୁଁହିତୁମ୍ଭେ ମୁକ୍ତି ପଥ ଆହେ ଜଗନ୍ନାଥ      ତୁମ୍ଭର ଶ୍ରୀମୁଖ ଚାହିଁ।(୨) କି ପାପ କରିଛି ଏ ଜୀବନେ

ପ୍ରିୟାର ଓଢଣୀ

ଅସ୍ତଗାମୀ ରବି ଲୋହିତ କିରଣନିମ୍ନଗାର ନୀର ଛୁଏଁସାଙ୍ଗ ସାଥୀ ମେଳେ ପ୍ରିୟା ମୋର ନିତିସଞ୍ଜୁଆ ଆସରେ ଯାଏ | ନାଚି,ଗାଇ,ଖେଳି,ଓଦା ବାଲି ତୋଳିନିତି ଗଢ଼େ ବାଲି ଘରକଳ୍ପନାରେ ମଜ୍ଜି ବୟସ ବରଜିକ୍ଷଣେ ହୁଏ ସ୍ୱପ୍ନାତୁର | ନଦୀ ଆର ପଟୁ ଦୁଷ୍ଟ ମଳୟଟାପାଣି ଛୁଇଁ ଛୁଇଁ ଆସେମୋ ପ୍ରିୟା

ନିରୀହ ଚାହାଣି

ଦୂରଗାମୀ ଯାତ୍ରା କରିଲା ବେଳକୁପଡ଼ିଲା ମୋର ନଜର,ନିରୀହ ଚାହାଣି ରେ ଚାହିଁଥିଲା ସେବାଟରୁ ଅନେକ ଦୂର ।ପାଖକୁ ଯାଇ ମୁଁ ପଚାରି ବୁଝିଲିକଣ ହୋଇଛି ତୁମର ?ଗୋଡକୁ ତାହାର ଦେଖିଲା ବେଳକୁବହିଯାଉଛି ରୁଧିର। ତିଳେହେଁ ତାହାକୁ ଖାତର ନକରିଛିଡା ହୋଇଥିଲା ଏକା,ସତେକି ଯେପରି ଚାହିଁ ରହିଛି

ମାତୃଭାଷା

✍️ ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ କହିବାକୁ କରୁ ତୁ କୁଣ୍ଠା ବୋଧ ଆଜି କାହିଁକି ଏ ରୋଷ ତୋର ମାତୃଭାଷା ପ୍ରତି ? ଓଡ଼ିଆ ହେଇ ତୁ ଯେ
error: Content is protected !!