News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

‘ଶବରୀ’ର ରଚୟିତା

ଏହା ଅଚାନକ ତ ନୁହେଁ !କେତେ କେତେ ଜନ୍ମରପୂଣ୍ୟକୁ ତୁମେ ସାଉଁଟିଛଶବରୀଟିଏ ତିଆରିବାକୁ ? ଯୁଗ ଯୁଗର ଅପେକ୍ଷାରତତୁମେ ମଧ୍ୟ ଥିଲ ,କୁହନ୍ତୁ ତ…ତୁମେ କ'ଣନିଜ ଚେହେରାକୁଅସ୍ଥିର ଜଳରେ ଦେଖିଶବରୀ ବୋଲି ଚମକି ନଥିଲ ? ଦେଖ ,କେତେଥର ରାମଚନ୍ଦ୍ରତୁମହାତେ ଜନ୍ମିଛନ୍ତି !ଶବ୍ଦେ ଶବ୍ଦେ

ଗୋପବନ୍ଧୁ ଜୟନ୍ତୀ

ସୁଆଣ୍ଡୋ ଗ୍ରାମର, ଗୋପବନ୍ଧୁ ପରା,କେବେଠୁ ହଜି ଗଲେଣି,ମନେ ପକାଉଛୁ, ଆଜିର ତିଥିରେ,ତାଙ୍କ ଜୟନ୍ତୀ କୁ ପାଳି।ସେ କାଳର ସେହି, ଉତ୍କଳର ମଣି,କୋଟିରେ ଗୋଟିଏ ଥିଲେ,ଆଜି ଦୁନିଆରେ, ଗାଆଁ ସହରରେ,ଗୋପବନ୍ଧୁ ପଲେ ପଲେ। ଦୁଃଖୀ ରଙ୍କିଙ୍କର, ଉତ୍କଳର ମଣି,ପର ଦୁଃଖେ କାନ୍ଦୁଥିଲେ,ଆଜି

ଯାଇଥିଲି ବୁଲି ଭୁବନ ଦଶହରା ମେଢ଼

ଯାଇଥିଲି ବୁଲି ଭୁବନ ଦଶହରା ମେଢ଼ପଛକୁ ପଛ ସୁନ୍ଦରୀ ଝିଅ ଙ୍କ ଭିଡ଼ରାସ୍ତା ମଝିରେ ଦେଖାନ୍ତି ତୋଡ଼ଭିଡ଼ ଦେଖି ବୁଲି ଯାଉଛି ମୋ ଆଖିର ମୋଡ଼।(୧) ଦେଖି ସେମାନଙ୍କ ମେକପ ମାଡ଼ଛାତିଟା ହୁଏ ମୋ ଧଅଡ଼ ଧଡ଼ସାଙ୍ଗ ସାଥି ସହ କରେ ମୁଁ କମେଟ ମାଡ଼ଜାଣିଶୁଣି ବୁଲେଟ କରେ ମୁଁ ଫଅଡ଼ ଫଡ।(୨)

ପିଠେ ମହାଷ୍ଟମୀ

ବିମଳ ଶରତ ନିର୍ମଳ ସରିତା ସୁନିର୍ମଳ ଜଳରାଶିଧଳା ମେଘମାଳେ ନିରେଖି ଅମ୍ବରେ କାଶତଣ୍ଡି ସ୍ମିତହସି । ରାଧାଷ୍ଟମୀ ଦିନ ମା ର ଶୟନ

ଗଛ

ଗଛ ଆମକୁ ଦିଏ ଜୀବନ କରିବା ଆସ ତାର ଯତନ ରହିଛି ତାର ବହୁ ଉପକାର ଜାଣିବା ଆସ ତା ଗୁଣ ମଧୁର ତା ବିନା ଏ ଜଗତ

କାହିଁଗଲା ତୁମ୍ଭ ପାରିବାର ପଣ

ହେ ଯୁବକଗଣ,କିଏ କାହିଁକି ଲୁଟିନେଲା,ତୁମ ସାମର୍ଥ୍ୟ, ତୁମ ପାରିବାର ପଣ?ହୋଇଗଲ ସର୍ବେ ତୁମ୍ଭେ,ଶୌର୍ଯ୍ୟ ବୀର୍ଯ୍ୟ ହୀନ,ପର୍ବତ ଲଙ୍ଘିବାର ବୟସରେ,କାହିଁକି ହୋଇଲ ତୁମ୍ଭେ ବୃଦ୍ଧ ଙ୍କ ସମାନ?କାହିଁକି ଜୀବନ ତୁମ ଲାଗୁଅଛି ପିତା?କଣ ପାଇଁ ଆତ୍ମହତ୍ୟା ର ମାନସିକତା?ଏହା କଣ ସମାଧାନ ର ଏକମାତ୍ର

ମାଆ ଆସୁଛନ୍ତି ସରଗୁ ଓହ୍ଲାଇ

ବରଷାର ଅନ୍ତେ ଆସିଛି ଶରତଚପଳା ପ୍ରକୃତି ସାଥେଚାମର ହଲେଇ ହସେ କାଶତଣ୍ଡୀଶୁଭ୍ର ଧବଳ ପଥେ ll ଆସିବ ଆସିବ ପାରବଣ ଋତୁଧରା ହେବ ଚମତ୍କାରଘୁଞ୍ଚିଯିବ କ୍ଳେଶ ଭରିଯିବ ହସପ୍ରାଣେ ପ୍ରାଣେ ପୁଲକର ll ମାଆ ଆସୁଛନ୍ତି ସରଗୁ ଓହ୍ଲାଇଦିବ୍ୟ ସାଜସଜା ନେଇଦରଶନ କରି ମାନବ ପରାଣଶାନ୍ତ ହେବ ଦୁଃଖ

କ୍ଷୋଭ

ଧନ୍ୟ ତୁ ବିଧାତା ସୃଷ୍ଟି କଲୁ ତୁହି ନାରୀସତେ ତୋ ତୂଳୀରୁ ସବୁ ରଙ୍ଗସରିବା ଯାଏଁ,ଗୁଣ ସାଥେ ଯନ୍ତ୍ରଣା, କଷ୍ଟକୁ ବି ଦେଲୁଆଙ୍କି ତା ଭାଗ୍ୟେ ଖାଲି ଉଚ୍ଚଆସନ ଦେଇ ଯାହା । ହୁଏତ ତୁ ଭାବିଥିଲୁ କରିବ ସମ୍ମାନଦୁନିଆ ତା ଦୁଃଖ, କଷ୍ଟକୁଲାଘବ କରି,କିନ୍ତୁ ଦେଖେରେ ବିଧାତା ତୋ ଦାନକିପରି କଷଣ

ବିକଳାଙ୍ଗ ପୌରୁଷ

ତୁମକୁ ଯନ୍ତ୍ରଣା ଅନୁଭବ ପାଇଁ ଡାକୁନାହିଁ,କେବଳ ବୁଲିଆସପ୍ରସବ ଗୃହର କେତୋଟିପେଟ କାଟି, ଚେତା ହରେଇପଡିରହିଥିବା 'ମା'ଙ୍କ ପାଖରୁ । ତୁମ ପୁରୁଷତ୍ୱକୁ ମୁଁ ଅବମାନନା କରୁନାହିଁକିନ୍ତୁ ମୋ ନାରୀତ୍ବର କି ଦୋଷ ?ଥରେ ସେ ବିଛଣାରେ ଶୋଇପଡନିଜକୁ ସଜଫୁଟା କଅଁଳ ମାତୃତ୍ୱ ନେଇଜାଣିବ , ଏ
error: Content is protected !!