News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

ପାହାନ୍ତି ସକାଳ

ପାହାନ୍ତି ସକାଳେ ପଲକ ଖୋଲିଲେଏଇ ଆଖି ତତେ ଦେଖେ,ପ୍ରତି ମୁହୂର୍ତ୍ତ ରେ ସବୁ ସକାଳରେଏମିତି ରହିଥା ପାଖେ । କେତେ ସପନ ଯେ ଦେଖେଇ ଥିଲୁ ତୁମୋର ଆଖି ପଲକରେ,ସେ ସପନ ଆଜି ସବୁ ଧୋଇଗଲାଶେଷ ଶ୍ରାବଣ ବର୍ଷାରେ । ତୁମକୁ ମୁଁ ଭୁଲିବା କେତେଯେ କଷ୍ଟମନ ମୋ ଜାଣିଛି ଏକା,ତୁମ ବିନା

ଗୋଲାପ ଋଷିଛି

ଗୋଲାପ ଋଷିଛି ହାତରେ ମୋହରପ୍ରିୟାର ସ୍ପର୍ଶକୁ ଭୁଲିପ୍ରିୟାର ବିରହେ ଅଶ୍ରୁର ରୁଧିରେରଙ୍ଗ ତା' ହୋଇଛି ନାଲିକାଳେ ପ୍ରିୟା ମୋ ଫେରିବ ବୋଲି,ଏତିକି ଆଶାରେ ବଂଚିଛି ଗୋଲାପପାଇବାକୁ ସେଇ ସ୍ପର୍ଶ ଟିକେ ଖାଲି || ଡାଏରୀ ଭିତରେ ଚିଠିର ମେଳରେତୁମ ଶବ୍ଦର ଚୁମ୍ବନଚୁମ୍ବନକୁ

ଅତୀତରୁ ବର୍ତ୍ତମାନ

ଆଗରୁ ଯାହା ଥିଲା ସାଇତାହୋଇଲା ଏବେ ସ୍ମୃତିଲୋପ ପାଇଲା ଏନେକ କଥାଯେ ଥିଲେ ପ୍ରିୟ ସାଥି ।ଶଗଡ଼ ଥିଲା ଜଗା ବଳିଆଥିଲେ ବଳଦ ଦୁଇଲଙ୍ଗଳ ମୁନେ ହଳ ତିଆରିଛନ୍ଦରେ ଗୀତ ଗାଈ । ଟ୍ରାକ୍ଟରେ ହେଲା ଇଞ୍ଜିନ ଚାଷଶଗଡ଼ ହଳ ଶେଷରସାୟନର ଅତି ପ୍ରଭାବେଖାଦ୍ୟରେ ମିଶେ ବିଷ ।ଗାଈ ଗୁହାଳ ଯେଉଁଠି

ପ୍ରଥମ ପୂଜ୍ୟ ଗଣପତି

ଆସିଲା ଶାରଦୋତ୍ସବ ଶୀଘ୍ର ଶୁଭାରମ୍ଭଗଜାନନ ଆଗରେ କାହାରି ଚଳିବନି ଦମ୍ଭ।ସର୍ବ କ୍ଷେତ୍ରେ ସର୍ବ ଅଗ୍ରେ ପୂଜ୍ୟ ସିଦ୍ଧିଦାତାଶାରଦୀୟ ପର୍ବାରମ୍ଭେ ବିନାୟକଙ୍କ ଯାତ୍ରା। ଭଗବାନ ଗଣେଶ ବାବା ଆସୁଛନ୍ତି ମର୍ତରେତାଙ୍କ ପରେ ଦେବାଦେବୀ ସମସ୍ତେ ଧରାରେ।ଅନୂପମ ଅପରୂପ ପ୍ରକୃତି ଶୋଭିତବରଷାର ଉତ୍ତର

କାହାକୁ କହିବି ମୁଁ

କାହାକୁ କହିବି ମୁଁ,ନା ତତେ ଭୁଲି ପାରୁଛିନା ତତେ ନିଜର କରି ପାରୁଛି,ନିଇତି ଜଳୁଛି ତୋ ସ୍ମୃତିର ନିଆଁରେତାକୁ ନା ମୁଁ ଲିଭେଇ ପାରୁଛି। କାହିଁ ଆସିଥିଲୁ ଜୀବନେ ଯଦିତତେ ଚାଲିଯିବାର ଥିଲା,କି ଦୋଷ ବା କରିଥିଲି ମୁଁତୋ ହୃଦୟ ସାଇତି ନପାରିଲା। କବିତା ହେଇଯାଇଛୁ ଆଜିଏଇ କାଗଜ

ଉଆଁସୀ କନ୍ୟା

ଉଆଁସୀ ବାସରେଜନ୍ମ ସିନା ମୁହିଁମନେ ନାହିଁ ମୋର ଖେଦତଥାପି ସମାଜଆଖି ଲେଉଟାଏଦେଇ ଦୁଃଖ ଅପବାଦ l ନାକ କିଏ ଟେକେଘୃଣା ର ଚକ୍ଷୁରେଅଭିଶପ୍ତ ଆଖ୍ୟା ଦେଇଅଧିକାର ନାହିଁସମାଜେ ବଞ୍ଚିବାଦୂର ଦୂର ମାର କହି l କିଏ କୁହେ ପିତାମାତା ଙ୍କୁ ଖାଇବସ୍ୱାମୀ ର ଜାଣ ବଇରୀମଥାର ସିନ୍ଦୁରନାହିଁ

ଠାକୁରଙ୍କ ପାଦଦେଶ

ଉତ୍କଳ ଏକ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପୁଷ୍ଟ ଭୂମିସରଗ ସମାନ ଗରିମା ମହାନ ତାଙ୍କ ଶ୍ରୀ ଚରଣ ଚୁମ୍ବି । ପ୍ରତି ଧୂଳିକଣା ନିର୍ଭେଜାଲ ସୁନା ପ୍ରଭୁଙ୍କ ଲୀଳା କ୍ଷେତ୍ରଗଗନେ ପବନେ ଧୂପ ଓ

ଭୁତୁଣୀ ପାର୍କ

ଘରଠୁ ଅଧକିଲୋମିଟର ପଶ୍ଚିମକୁ ଗଲେ ପଡେ ଆମ ଗାଁ ଶ୍ମଶାନ । ସେଠି ପହଞ୍ଚିବା ପାଇଁ ହେଲେ ଗୋଟେ ଆମ୍ବତୋଟା ଦେଇ ଯିବାକୁ ପଡେ । ଆମ୍ବତୋଟା ଯେଉଁଠି ସରିଛି, ଠିକ୍ ସେଇଠୁ ଛୋଟପଡିଆଟେ ଆରମ୍ଭ, ପଡିଆ ଆରପଟେ ଶ୍ମଶାନ । ଶ୍ମଶାନ ଚାରିପାଖେ ୪/୫ ଟି ବରଗଛ, ଅଳ୍ପକିଛି ବୁଦା ଆଉଠିକ୍ ଆରପଟେ ନାଳଟେ ।

“ସାର୍ଥକ ଚେଷ୍ଟା”

ଅନୁଗୁଳ-ପୁରୀ-ଅନୁଗୁଳ ରେଳ ଗାଡି ଟି ନିୟମିତ ଯାତ୍ରା କରୁଥିବା ତଥା କାର୍ଯ୍ଯ ଅନ୍ବେଷଣ ରେ ଯାଉଥିବା ଯାତ୍ରୀମାନଙ୍କର ଜୀବନ ରେଖା।ସମ୍ପର୍କୀୟମାନଙ୍କର ଘରକୁ ବୁଲିଯିବା ବା କାଳିଆ ତଥା ଲିଙ୍ଗରାଜ ଙ୍କୁ ଖୁବ କମ ଖର୍ଚ୍ଚ ରେ ଦର୍ଶନ କରିବା ପାଇଁ ଏହି ଟ୍ରେନ ଟି ଏକ ଅପରିହାର୍ଯ୍ଯ ମାଧ୍ୟମ
error: Content is protected !!