News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

ମୋ ଭାରତ

ଇତିହାସର ସେ ପୁରୁଣା କାହାଣୀ,ସଂଘର୍ଷ ସମୟ ଶୁଣି ରଖ ଜାଣି । ନିଜ ପାଇଁ ମିଳୁ ନ ଥିଲା ଆଜାଦି,ଚାରିଆଡେ ଖାଲି ଦେଶ ର ବର୍ବାଦି । ବିଦେଶୀ ଶାସନ ଚାଲିଲା ଦେଶରେ,କଥା ଚାଲିଥାଏ ବନ୍ଧୁକ ଗୁଳିରେ । ସ୍ୱ ନିଶ୍ଵାସ ଭୟେ ଦେଶର ଲୋକେ ତ,ନିଜର ହିଁ ଶତ୍ରୁ ସାଜିଲେ ବହୁତ । କେତେ ବୀର

ଉତ୍କଳ ଗୌରବ

ଉତ୍କଳ ଗୌରବ ହେ ମଧୁସୂଦନ ଓଡ଼ିଆ ଜାତିର ମାନକୋଟି ଓଡ଼ିଆର ହେ ମଉଡମଣୀ ଓଡ଼ିଆଙ୍କ ସ୍ୱାଭିମାନ ll ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର ଉତ୍କଳର ଶ୍ରେଷ୍ଠ ବିନ୍ଧାଣୀଯୁଗେ ଯୁଗେ ତଵ ତ୍ୟାଗ

ଶୁକ୍ରାଙ୍ଗ ଜନ୍ମ ରହସ୍ୟ

ପ୍ରଭୁ ରାମଚନ୍ଦ୍ର ପାଳି ପିତୃସତ୍ୟରାଜ ସିଂହାସନ ତେଜି,ହର୍ଷୋଲ୍ଲାସେ ଘେନି ଭ୍ରାତା ସାଥେ ପତ୍ନୀଚିତ୍ରକୂଟରେ ବିରାଜି।............(୧) ନିଘଞ୍ଚ କାନନୁ ପକ୍ବ ଫଳ ତୋଳିକରନ୍ତି କ୍ଷୁଧା ମୋଚନ,ସ୍ବଚ୍ଛ ସୁଶୀତଳ ଝର ଜଳପାନସୁଖେ ଦିବା ଅବସାନ ।............(୨) ଜନକ ନନ୍ଦିନୀ ସୀତା

ଏଇ ତ ଜୀବନ ନାଟକ

ଏଇତ ଅଟେ ଆମ ଜୀବନ ନାଟକ କ୍ଷଣ କ୍ଷଣକେ ଆନକିଏ ସେ ନାୟକ କିଏ ସେ ନାୟିକା କ୍ଷଣସ୍ଥାୟୀ ଜୀବନ ।। କିଏ ସେ ଦର୍ଶକ ସାଜେ ଦେଖଇ ବସି ମଞ୍ଚ ଭିତରେଅଭିନୟ ଯେ କିଏ ସାଜେ କରଇ କେଉଁ ରଙ୍ଗମଞ୍ଚରେ ।। ମଞ୍ଚ ସଞ୍ଚାଳକ

ଚାରୋଟି ସେଚ୍

ମଣିଷ ଆଜି ମଣିଷ ହୋଇଛିଏଇ ମଣିଷ ପାଇଁମଣିଷ ଆଜି ଅମଣିଷ ସାଜିଛିଏଇ ମଣିଷ ପାଇଁ ।। ମଣିଷ ଆଜି ଉନ୍ନତି କରିଛିଏଇ ମଣିଷ ପାଇଁମଣିଷ ଆଜି ରସାତଳିକି ଯାଇଛିଏଇ ମଣିଷ ପାଇଁ ।। ମଣିଷ କାଲିବି ପୋଥି ରଚୁଥିଲାଏଇ ମଣିଷ ପାଇଁମଣିଷ ଆଜିବି ଗ୍ରନ୍ଥ ଲେଖୁଛିଏହି ମଣିଷ ପାଇଁ।।

ସ୍ଵପ୍ନ

ସ୍ୱପ୍ନଟିଏ ଦେଖିଥିଲି ରାତିରେଜହ୍ନ, ତାରାସବୁ ଊଣା;ସୂରୁଜର ତତଲା ଛାତିରେ … ନୀରବ ଥିଲା ଓଠ ଆଉ ଆଖିଗଙ୍ଗଶିଉଳି ପଡିଥିଲା ସାକ୍ଷୀ,ସ୍ୱପ୍ନରେ ଯାହା ସବୁ ଦେଖିଥିଲି ମୁଁବିଶ୍ୱାସ ପରିଧିକୁ ଲାଗି ବିଂଚି ହେଇପଡିଥିଲାଅବିଶ୍ୱାସର କେଇ ପାଖୁଡା କେତକିି । ନିଅନ୍ ଆଲୁଅର ଛାଇ ତଳେରାତି ବଢେ,

ଫୁଲଟିଏ ମୋତେ କର

ଫୁଲଟିଏ ମୋତେ କର....ଗଢିବାକୁ ଯଦି ଭାବି ଅଛ ପ୍ରଭୁ. ଫୁଲଟିଏ ମୋତେ କର ..ସଦା ଫୁଟିବି ମୁଁ ତୁମରି କାନନେ..ହେବି ତୁମ ଗଲା ର ହାର..ଫୁଲଟିଏ ମୋତେ କର .. ଯାହା ରଖ ପଛେ ନାମ ମୋର ପ୍ରଭୁ....ଦିଅ ମୋତେ ଯେଉଁ ରଙ୍ଗ..ଏକାକୀ ଫୁଟିବି ତୁମରି ପାଇଁ ହେ..ଲୋଡ଼ା ନାହିଁ ମୋର

ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ

ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ୧୪ ଅପ୍ରେଲ ୧୮୯୧ ମସିହାରେ ମହୁ (ମଧ୍ୟପ୍ରଦେଶ)ରେ ହୋଇଥିଲା। ତାଙ୍କ ପିତା ଶ୍ରୀ ରାମଜୀ ଶକପାଲ ଏବଂ ମାତା ଭୀମାବାଇ ଧର୍ମପ୍ରେମୀ ଦମ୍ପତି ଥିଲେ। ତାଙ୍କ ଜନ୍ମ ମହାର ଜାତିରେ ହୋଇଥିଲା,ଯାହାକି ସେତେବେଳେ

ଲେମ୍ବୁ

ପରିବା ଦୋକାନୀଙ୍କୁଯାଇ ପଚାରେ ଗ୍ରାହକଦୋକାନେ ତମଅଛି କି ସୁନା...ଏପଟେ ବ୍ୟାଙ୍କ୍ ରେ ଚାଲିଛି" ଲେମ୍ବୁ ଲୋନ୍ ମେଳା I " କିନ୍ତୁ ଜିଓ ଭାଇଙ୍କୁଲୋନ୍ ମିଳେନା...ସହର ସୁନ୍ଦରୀଲେମ୍ବୁ ସହ ଉଠାଇ ସେଲ୍ଫିଲାଇକ୍ ସେୟାରକମେଣ୍ଟସ୍ ଗଣି ପାରେନା...ଲଙ୍କା ସହ ମିଶିନଜର କାଟୁଥିବାଲେମ୍ବୁ

ଚୀନର ହୀନଚକ୍ରାନ୍ତ ପରେ ମଧ୍ଯ ଚମକିବ ଭାରତ

ସମଗ୍ର ବିଶ୍ଵରେ ବର୍ତ୍ତମାନ ସମୟରେ ବିଭିନ୍ନ ନାଟକୀୟ ଭାବେ ଉପୁଜିଥିବା ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଥିବା ବେଳେ, ଦକ୍ଷିଣ ଏସିଆ ମଧ୍ଯ ସେଥିରୁ ବାଦ୍ ପଡି ନାହିଁ l ନିକଟରେ ଚୀନର ଚତୁରତାକୁ ବୁଝି ନପାରି ପାକିସ୍ଥାନ ଓ ଶ୍ରୀଲଙ୍କା ଦୁର୍ଦ୍ଦଶା ଭୋଗୁଛନ୍ତି l କୋଭିଡ଼ ମହାମାରୀ ସଂକ୍ରମଣ
error: Content is protected !!