News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

ହାରି ହାରି ଯାଏ ଆଜି

ବୟସ ହଜିଛି ଅୟସ ହଜିଛି ଧନ ବି ଯାଇଛି ହଜିକୃତ କର୍ମର ଫଳ ମୁଁ ଭୋଗୁଛି ହାରି ହାରି ଯାଏ ଆଜି ସମ୍ପର୍କ ହଜିଛି ବିବେକ ହଜିଛି ମନ ବି ଯାଇଛି ହଜିଆକାଶକୁ ଚାହିଁ

ବାତ ରୁ ସନ୍ନିପାତ

ପାନ ଚାଷୀ ଯାଏ ଦାଦନ ଖଟାକୁଧାନ ଚାଷୀ ମରେ ଦଉଡି ଦେଇକପା ଚାଷୀ ବିଷ ପିଇକି ଶୋଉଛିମକା ଚାଷୀ ହାତେ ଜାଳେ ତା ଜୁଇ ବିରି ଚାଷୀ ବୁଲେ ବାରଓଳି ପିଣ୍ଡାମୁଗ ଚାଷୀ ଦିଏ ମୁଣ୍ଡରେ ହାତହରଡ ଚାଷୀଙ୍କ ଅବସ୍ଥା ଖରାପମାଣ୍ଡିଆ ଚାଷୀଙ୍କ ଅସରା ଦୁଃଖ ତରଭୂଜ ଚାଷୀ ମାଗି ଖାଇଲେଣିଟମାଟର ଚାଷୀ ଖାଡା

ସଂକ୍ରମଣ

ଗ୍ରାମାଚଂଳରେ ଦୁର୍ନିତୀର ଝଡସହରାଚଂଳରେ ପିସିଚତୢର୍ଥ ସ୍ତମ୍ବର ପେଟ ମୋଡିକିରିଉଠାଏ ଦଗଧ ବାନ୍ତି       ll ମର୍ତ୍ତ୍ଯାଚଂଳରେ ତୋର ମୋରସ୍ବର୍ଗାଚଂଳରେ ଆମେକୁଶର ବେଣାର ଅବୈଧ ସମ୍ପର୍କସଂନ୍ଦେହର ସଂକ୍ରମଣେ ll ଉତ୍ତରାଚଂଳରେ ବିସ୍ତାର ବାଦଦକ୍ଷିଣାଚଂଳରେ ଇର୍ଷାପ୍ରଜାତନ୍ତ୍ରରେ

ପାଠ ଭୁଲିଗଲା ପରେ

ଆଖି ପଢୋଉଛି ବାକି କାହାଣୀକିଲେଉଟାଣି ଗୋଧୂଳିକିରାତି ଲେଖିଥିଲା ଯାହାକୁ କାଲିରଅନ୍ଧାରରେ ଲୁଚି ଲୁଚି ।। କୁହୁଡି ଭାଙ୍ଗିଲା ସପନ ଘରକୁବୁହେଇ କାକର ଝଡଅଣ ପାହାନ୍ତାରୁ ନିଦ ଭାଙ୍ଗିଦେଲାଲେଉଟା ଆଗରୁ କଡ ।। ରହିଗଲା କିଛି ଅଧା ଶୁଣା

କରୋନା ଓ କଲର ଟ୍ୟୁନ

କରୋନା ମହାମାରୀ ଆସିବା ଦିନ ଠାରୁ ଆପଣ ଯାହାକୁ ବି କଲ୍ କରନ୍ତୁ ବିଭିନ୍ନ କଲର ଟ୍ୟୁନ ଶୁଣିଶୁଣି ବିରକ୍ତ ହେଇଯାଉଥିବେ ନିଶ୍ଚିତ । ସଂକ୍ରମଣ ଆରମ୍ଭ ଦିନରୁ କାସ ଓ ଛିଙ୍କ ଶବ୍ଦ ରେ ଫୋନ ଟି ଆରମ୍ଭ ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏହା ବାରମ୍ବାର ଟ୍ରଲ ହୋଇଥିବାର

ଏଠି ଏମିତି କଣ ? 

ଶ୍ରାବଣ ଥିଲେ ବି ବରଷା ନାହିଁଫଗୁଣ ଥିଲେ ବି ଭରସା ନାହିଁଚାଲିବାକୁ ଇଚ୍ଛା ନଥାଏ ବାଟକିଣିବାକ ଇଚ୍ଛା ନଥାଏ ହାଟ ଜିଣିବୁ କେମିତି ମନ କିଣିଥିଲେ

ଗୋପାଳ ର ସଫଳତା

ମୋହନପୁର ଗ୍ରାମ ରେ ଜଣେ ଲୋକ ଥିଲା ।ତାର ନାମ ଗୋପାଳ । ସେ ବହୁତ ଗରିବ ଥିଲା ।ତାକୁ ଦୁଇ ଓଳି ଖାଇବା ପାଇଁ ମଧ୍ୟ ମିଳୁନଥିଲା। ତାକୁ ମିଠା ତିଆରି କରିବା

ଘୋଷଯାତ୍ରା

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ।ନନ୍ଦିର ଅର୍ଥ ହେଉଛି ଆନନ୍ଦ।ଆନନ୍ଦ ଜନକ ଘୋଷ ଯାହାର ସେ ହଉଛି ନନ୍ଦିଘୋଷ।ଘୋଷ ଯାତ୍ରାର ଅନ୍ୟନାମ ଶ୍ରୀଗୁଣ୍ଡିଚା ଯାତ୍ରା।ଶ୍ରୀ ଅର୍ଥ ଲଷ୍ମୀ ଓ ଗୁଣ୍ଡିଚା ଅର୍ଥ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ପାଟରାଣୀ ଶ୍ରୀ ଜୀଉଙ୍କ ମାଉସୀ ଙ୍କ

ସିମିତିଆ ତୁମେ ନୁହଁ

ତୁମେ ସିମିତିଆ ଝିଅ ନ ହେଲେବିମୁଁ ଇମିତିଆ ପୁଅ ବି ନୁହେଁବାଦଲର ରଙ୍ଗ ଚଷମା କହେନାନିଜ ରଙ୍ଗ ନିଜେ ବାଦଲ କହେ ।। ଏଡେ ପୃଥିବୀରେ କେଡେ ଟିକେ ତୁମେଆଇନାରେ ଥରେ ନିଜକୁ ଦେଖଆକାଶକୁ ଟେକା ମାରିବା ଆଗରୁମାଟିକି ଥରଟେ ପଚାରି

ରଚିଛି ରଚିନି ଇଛି

ସରିଛି ସରିନି ଜୀବନ ସଂଗ୍ରାମ ମରିଛି ମରିନି ଆଶାପାଳିଛି ପାଳିନି ପ୍ରତିଶୃତି ଯେତେ ଛାଡ଼ିଛି ଛାଡ଼ିନି ଉଷା କହିଛି କହିନି ମନ କଥା ଯେତେ ପଢ଼ିଛି ପଢିନି ବିଶ୍ୱଲେଖିଛି ଲେଖିନି ଚିନ୍ତା ଓ ଚେତନା
error: Content is protected !!