News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

ଗଛ ଟିଏ

ଗଛ ଟି ଏ ସେ ଗଛ ଟିଏ lମୋ ଅଗଣାର ଗଛ ଟିଏ llନେଇଛି ତା ସାଥେ ଫୋଟୋ ଟିଏ lସତେ କି ସେ ମୋର ବନ୍ଧୁ ଟିଏ llଦିସୁଛି ସୁନ୍ଦର ଡାଉଲ ଡଉଲ lଫୁଲ ଫଳ ଗଢା ଗଛ ଟିଏ llକି ସୁନ୍ଦର ବାସ ଝରାଉ ଥାଏ lତାକୁ ମୁ ବହୁତ ଭଲ ପାଏ llତା ମୂଳେବସିଲେକେତେ ଜେ ଆନନ୍ଦସଭିଙ୍କୁ ଏ କଥା ଜଣା ଥାଏ llପାଣି ଟିକେ

ଶ୍ରମିକ ଦିବସ

ଆସହେ ସଭିହେଁ ପାଳିବା ଶ୍ରମିକ ଦିବସଶ୍ରମିକ ମନରେ ଆଣିବା ଆମେରେ ହରଷଶ୍ରମ କରି ଜୀବନକୁ ଯିଏ ଦେଇ ଝାସକର୍ମ କରିଚାଲେ ବରଷ ଦିବସ ମାସ । ସାର ବିଶ୍ୱରେ ସବୁ କର୍ମ କଲା ଯିଏରେସଭିଙ୍କର ପ୍ରିୟ ଶ୍ରମିକ ଭାଇଟି ସିଏରେସେହି ଶ୍ରମିକଙ୍କୁ ଉଚିତ ସନମାନ ଦେବାଜୀବନରୁ ତାହାର ଦୁଃଖ ଦୂରେଇ

ସକରାତ୍ମକ ବାର୍ତ୍ତା

ପ୍ରତ୍ୟେକ ମଣିଷ ର ଶରୀର ର ରକ୍ତ ରେ କୌଣସି ବି ରୋଗ କୁ ଅଟକାଇବା ପାଇଁ ଶକ୍ତି ରହି ଥାଏ ଆଉ ସେ ଶକ୍ତି ମଣିଷର ଭାବନା ଉପରେ ନିର୍ଭର କରେ । ଯଦି ମଣିଷ ସକାରାତ୍ମକ ଭାବନା ରଖେ ତାହେଲେ କୌଣସି ବି ରୋଗ କୁ ସେ ଜିତି ପାରିବ , ତେଣୁ ବିନା ଡର ଏବଂ ଭୟରେ ନିଜର ମନ ଆଉ ଭାବନା କୁ ସକରାତ୍ମକ

‘ସେଦିନ’

କାହିଁଗଲା ଲଣ୍ଠନ ଚାରିପଟେ ପାଠ ପଢାପ୍ଲାଟୋ ପେନ ର ଲେଖାଟ୍ରାନ୍ସଲେସନ କରିବାନନାଙ୍କର ଦାନ୍ତ କଡମଡନାନୀ ର ହଡା ବଳଦ ର ଆତ୍ମକାହାଣୀ ଲେଖାତୁଳସୀଚଉରା ପାଖରେସନ୍ଧ୍ଯା ର ଅସ୍ପଷ୍ଟ ଗୁଣୁଗୁଣୁ ଶବ୍ଦଅଧରାତିରେ କଂସାବାସନର ଝଣଝଣ ଶବ୍ଦ ! ଏ ସବୁ ହଜିଯାଇଛିସ୍ମୃତି ର ଚୋରା ବାଲି ରେ ।

ଜୟ ଶ୍ରୀରାମ

ରାଜୀବଲୋଚନ ଜୟ ଶ୍ରୀରାମକୌଶଲ୍ୟାନନ୍ଦନ ଜୟଶ୍ରୀରାମରଘୁକୁଳ ତିଳକ ଜୟ ଶ୍ରୀରାମଦଶରଥ ବାଳକ ଜୟ ଶ୍ରୀରାମଜାନକୀ ଇଶ୍ୱର ଜୟ ଶ୍ରୀରାମଲବକୁଶ ପିୟର ଜୟ ଶ୍ରୀରାମହନୁମନ୍ତ ପୂଜ୍ୟ ଜୟ ଶ୍ରୀରାମ ସୌମିତ୍ରୀ ଅଗ୍ରଜ ଜୟ ଶ୍ରୀରାମସୁଗ୍ରୀବର ସଖା ଜୟ ଶ୍ରୀରାମବିଭୀଷଣେ ରକ୍ଷା ଜୟଶ୍ରୀରାମରାବଣ ନାଶକ ଜୟ

ଜୟ ହେ ଶ୍ରୀରାମ ରାମ, ମଧୁର ମୂରତ୍ତୀ

ଜୟ ହେ ଶ୍ରୀରାମ ରାମ, ମଧୁର ମୂରତ୍ତୀତବ ଆଗମନେ ଧରା, ଉଠଇ ପୁଲକୀ ।ନାନା ପାଦପରେ ଫୁଟି, ନାନାଜାତି ପୁଷ୍ପସ୍ବାଗତ ଗୀତିକା ଗାଏ, ମଥା କରି ନତ । କୃଷ୍ଣଚୁଡା ପୁଷ୍ପେ ଧାତା, ଦିଅନ୍ତି ଅଞ୍ଜଳିସର୍ବ ଦେବଗଣେ ସ୍ତୁତି, କରୁଛନ୍ତି ମିଳି ।ଅଯୋଧ୍ୟା ମଣ୍ଡନ ନାଥ, କୌଶଲ୍ୟା ନନ୍ଦନଆନନ୍ଦମୟ

ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତି

ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତିରାମ ପଦାମ୍ବୁଜେ ସତତ, ଥାଏ ତୁମ୍ଭର ମତି । ସଙ୍କଟ ମୋଚନ ସଙ୍କଟ, କାଳେ ହୁଅ ପ୍ରବେଶସଙ୍କଟ ହରଣ କରିଣ, ଭକ୍ତେ ଦିଅ ଆଶ୍ଵସ । ନାହିଁ ମୋର ଶକ୍ତି ତୁମ୍ଭଙ୍କୁ, ଦେବି କେଉଁ ଦରବଯାହା ଦେଖୁଅଛି ସକଳ, ସିନା ତୁମ୍ଭ ସରବ । ଭକ୍ତି ଆରାଧନା ନ

ରମଜାନ ମାସରେ ରୋଜା ର ମହତ୍ତ୍ଵ

କେଡ଼େ ଆନନ୍ଦର ମାସ ଆସିଲା ସାରା ସଂସାର ଆନନ୍ଦେ ହସିଲା,ଅଲ୍ଲାହ୍ ପାଦ ତଳେ ଯା'ର ଭକତି ତା'ର ହୃଦୟ ଆନନ୍ଦେ ନାଚୁଛି। ଆରବୀ ଶବ୍ଦ ରମଜାନ ଯାହାର ଆକ୍ଷରିକ ଅର୍ଥ ହେଲା ଜଳିଯିବା ଅର୍ଥାତ୍ ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ। ଇସଲାମି ହିଜରି କ୍ୟାଲେଣ୍ଡର ଅନୁସାରେ

ମୋ ଗାଁ

ଦୂର ଦିଗବଳୟ ରେ ବାଦଲ ପରିସ୍ମୃତି କାନଭାସ ରେ ଆଜି, ଉଙ୍କି ଉଠେ ମୋର ଗାଁବ୍ରାହ୍ମଣୀ ତୀରରେ ଅବସ୍ଥିତି ଯାରରାୟନୃସିଂହ ପୁର ତା ନାଁ କେତେ ଯେ ପଣ୍ଡିତ ଜ୍ଞାନୀ ବଇଷ୍ଣବଜନମି ଯା ଅଙ୍କ କଲେ ଉନ୍ନତଢେଙ୍କାନାଳ ଗଡ ରାଜା ପରା ଏଠିଦିନେ କରୁଥିଲେ ସସମ୍ମାନେ ମଥାକୁ ନତ ଏଇ ଗାଁ ବିଲ

ମିଛ କହିଲେ ମହା ପାପ

ଏପ୍ରିଲ୍ ଫୁଲ୍ ଦିବସ ଅବସରରେ ବିଶେଷ ଧାଇଁ ଆସ ହେ ଧାଇଁ ଆସ ମୋତେ ବାଘ ଖାଇଗଲା, ରାଧୁଆ ର ପାଟି ଶୁଣି ଗ୍ରାମବାସୀ ମାନେ ନିଜ-ନିଜ କାମ ଛାଡି ଠେଙ୍ଗା ବାଡ଼ି ଧରି ଜଙ୍ଗଲ ଆଡ଼କୁ ଧାଇଁଲେ। ଦେଖିଲେ କ'ଣ ? ନା ରାଧୁଆ ଗୋଟିଏ ଗଛ ଉପରେ ବସି ଠୋ ଠୋ କରି ହସୁଛି। ତାଳି ମାରି ହସି କହୁଛି ଯେ
error: Content is protected !!