News
WhatsApp Image 2023-10-04 at 17.25.00
samparksetu
Browsing Category

ଫୁରସତ

ବସିବ ଅବିର ହାଟ

ଦୋଳ ପୂନେଇଁରେମାଇଁ ସଜାଡିଛିଆମ୍ବ କଷି ମୁଆଁ ଖଜାକଳାକାହ୍ନୁ ସଙ୍ଗେରଙ୍ଗ ହୋଲି ଖେଳକାଲି ହେବ ଭାରି ମଜା । ରଙ୍ଗ ପସରାରନିଶା ଲାଗିଯିବଫଗୁଣ ଆସର ଲାଗିଭାବ ବନ୍ଧନରପରମ ଆନନ୍ଦପରାଣେ ଉଠିବ ଜାଗି । ବସନ୍ତ ମଳୟମିଳନ ଆସରମୋହିନେବ ରାଈ ମନକେଳି କୁଞ୍ଜବନେଦୋଳିରେ ବସିବେଯଶୋମତୀ ଗଣ୍ଠିଧନ ।

ହୋଲି ପାଇଁ

ହୋଲି ଖେଳ ନୁହେଁ ଖାଲି ରଙ୍ଗ ବେରଙ୍ଗରହୋଲି ଏକ ଖେଳ ସିନା ସ୍ନେହ ସୌହାର୍ଦ୍ଦ୍ୟରହୋଲି ପୁଣି ସମାହାର ଅସୀମ ରଙ୍ଗରହୋଲି ବିତ ହୋଇପାରେ ପ୍ରତୀକ ପ୍ରୀତିର ! ହୋଲି କେବେ ନୁହେଁ ଏକ ଜାତି ବା ଧର୍ମର ହୋଲି ଅଟେ ସନାତନ ସର୍ବେ ଏକାକାରହୋଲି ତ ମିଲନସ୍ଥଳ ସମସ୍ତ ଧର୍ମରହୋଲି ବି ତ ହୋଇପାରେ

ଆମେ ଗୋଟିଏ ମାଟିର କୋଟି କୋଟି ସନ୍ତାନ

ଚିନ୍ତା ଅପନି ଛୋଡ୍ କେ ରଖେ ରାଷ୍ଟ୍ର୍ କା ଧ୍ୟାନ୍।ଧନ୍ୟ୍ ଧନ୍ୟ୍ ଇସ୍ ଭୂମି କେ ୱହି ସପୁତ୍ ମହାନ୍। ଆମର ପ୍ରିୟ ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର । ମୁନି,ଋଷି ଓ ସନ୍ଥ ମାନଙ୍କ ଦ୍ଵାରା ପ୍ରାଚୀନ କାଳରୁ ଆମ ଦେଶରେ ବିଭିନ୍ନ ଜାତି ଓ ଧର୍ମାବଲମ୍ବୀ ବାସ କରୁଛନ୍ତି।

ପାଟରାଣୀ

ସିନ୍ଦୂର ଟୋପାଏ ଦେଇ ତୋ ମଥାରେକରିଛି ମୋ ପାଟ ରାଣୀ ।ହାତରେ ହାତକୁ ବାନ୍ଧିକି ତାକୁ ମୋଆଣିଛି କରି ଘରଣୀ ।।ରଙ୍ଗ ଯୌବନେ ନୁହେଁ ସେ ମାଧୂଯ୍ୟନୁହେଁ ସେ ଚାନ୍ଦର ତାରା ।ତଥାବି ମୋ ପାଇଁ ଅଷ୍ଟରଙ୍ଗ ଭରାଗୋଟି ନୟନ ର ତାରା ।।ତା ପ୍ରେମରେଏତେ ଭିଜିମୋ ଯାଇଛିତା ପ୍ରେମର ପସରା ପାଇ ।ଦୁଃଖ

ନିର୍ମାଣ ନାରୀତ୍ୱର

ନାରୀ ….ଜାୟା,ଜନନୀ,ପ୍ରେମିକା, ଭଗିନୀମାତା,ଧାତ୍ରୀ ଆଦ୍ୟ ଚିରନ୍ତନୀକେତେଯେ ଲୁଚେଇ ରଖେହୃଦୟରେ ନିନ୍ଦାର ସେ ବହ୍ନି ||କେତେଯେ ଲୁଚେଇ ରଖେହୃଦୟରେ ନିନ୍ଦାର ସେ ବହ୍ନି…… ନାରୀ……ନୂତନ ସୃଷ୍ଟିର ଗନ୍ତା ଘରଉପସ୍ଥିତି କିଏବା ନଲୋଡେ ତାରଅଭିନବ ପ୍ରୟାସଟିଏ ଅଟେ ସୃଷ୍ଟିରତଥାପି ନାରୀ

ନାରୀ ପାଇଁ

ନାରୀ ତୁମେ ମାୟାରମ୍ୟା ତୁମ କାୟାକେବେ ହୁଅ ଜାୟାସର୍ବେ କରି ବାୟା ।ପିତୃ ମାତୃ କନ୍ୟାଆନନ୍ଦର ବନ୍ୟାଭାଇର ଭଗିନୀସ୍ୱାମୀର ସଙ୍ଗିନୀ ।ଆନନ୍ଦ ଦାୟିନୀଦୁଃଖର ହାରିଣୀମଧୁର ଭାଷିଣୀଦୁର୍ଗତି ନାଶିନୀ ।ନାରୀ ତୁମେ ସୃଷ୍ଟି, ସ୍ଥିତି,ପ୍ରଗତିର ଅବିଶ୍ରାନ୍ତ ଧାରାତୁମେ ଗତି, ତୁମେ ମୁକ୍ତି,ତୁମ

ବୋଝ

ବୋଝ ଏକ ପ୍ରୟାସ ଲାଭରକର୍ତ୍ତବ୍ୟର ହେଉ ଅବା ହେଉ ଜିନିଷର ,ଭଗବାନଙ୍କ ବିଚିତ୍ର ଷଡଯନ୍ତ୍ରରସତେ ଅବା ସଂଜ୍ଞାଟିଏ ଅଟେ ଜୀବନର ||ସତେ ଅବା……ସଂଜ୍ଞାଟିଏ ଅଟେ ଜୀବନର | ଅସମୟେ ପରିହାସସାଥେ ଥିଲେ ବୋଝ ,ଜୀବନଟା ଶିକ୍ଷାହୀନସାଥ ନଦେଲେ ବୋଝ || ଅସମୟେ ପରିହାସସାଥେ ଥିଲେ ବୋଝ ,ଜୀବନଟା

ବନ୍ଧୁମିଳନ ବି.ବି. ହାଇସ୍କୁଲ ୨୦୦୩ ବ୍ୟାଚ୍

କିଛି ଭୁଲି ଯାଇଥିବା ଚେହେରା ତଳେ ଆସଖୋଜିବା ଆମର ସେ ଅଭୁଲା ସମୟକୁ ପିଲାଦିନର ରାଗ ରୁଷାସେ ଦିନର ଅଭୁଲା ଭଲପାଇବାକିଛି ଲୋଡ଼ା ଆଉ କିଛି ଅଲୋଡ଼ା ଅନ୍ତରଙ୍ଗ ଆଳାପ ଆସ ମନେ ପକେଇବା ଆମ ଶ୍ରେଣୀ ଗୃହରହଜିଲା ବାସନା କୁ ସାର୍ ମାନଙ୍କ ତାଗିଦ୍ କୁସାଙ୍ଗ ହେଇ ଆଣ୍ଠେଇବାର ଅଭୁଲା

‘ମାତୃତ୍ବ’

ମାତୃତ୍ବ……. କିଛି ଲୁଚିଯାଇଛିଅଫିସ୍ ର ଗହଳି ଚହଳି ରେଦାରିଦ୍ର୍ଯ ର ଚଦର ତଳେରାତ୍ରି ର ଅନ୍ଧକାର ମଧ୍ଯରେପରିତ୍ଯକ୍ତ, ନିଷ୍ପାପ ଶିଶୁରକୁଆଁ କୁଆଁ କାନ୍ଦରେ। କିଛି ବି ଚାପିହୋଇଯାଉଛିବିକଶିତ ହେବାରେଲେପି ହୋଇଯାଉଛିଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳ ରେଆତଙ୍କିତ ଏ ମାତୃତ୍ବଅବାଞ୍ଛିତ

ବାଇ ଚଢେଇ ବସା

ତାଳ ଗଛର ବରଡା ପରେବାଇ ଚଢେଇ ବସାନ ଥାଏ ଡର ନ ଥାଏ ଭୟଆସୁରେ ଝଡ ବରଷା ।ଆସୁରେ ଶୀତ କାକର ଖରାଲାଗି ରହୁରେ ବରଷା ଧାରା -୨ନା ଥାଏ ତାର ଦକା ।ତାଳ ଗଛର ବରଡା ପରେ …..। କାଠି କୁଟାକୁ ଥଣ୍ଟରେ ଧରିଉଡି ଉଡିକା ଆସେମନ ଉଲ୍ଲାସେ କେତେ ସରାଗେବସା ତିଆରି କରି ବସେ ।ଥଣ୍ଟଟି ତାର ଯାଦୁର
error: Content is protected !!