News
WhatsApp Image 2023-10-04 at 17.25.00
samparksetu
Browsing Category

ଖେଳ

ଗଁଦିଆ ଚ୍ୟାଲେଂଜର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଁଦିଆ ଖେଳ ପଡିଆରେ ଗଁଦିଆ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ଚ୍ୟାଲେଂଜର କପ୍ ର ଫାଇନାଲ ମ୍ୟାଚ୍ ରେ ଗଁଦିଆ ପାଟଣା ବନାମ ଭୁବନ କ୍ରିକେଟ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁଇ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ଭୁବନ

ମା ଥାନପତି ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ଓଡ଼ାପଡ଼ା ବ୍ଲକ ମିନିଷ୍ଟାଡିୟମ ଠାରେ ମା ଥାନପତି କ୍ରିକେଟ କପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୬ ଟି ଟିମ୍ କୁ ନେଇ ଗତ ୯ ତାରିଖରୁ ଆରମ୍ଭ ହୋଇ ଥିବା କ୍ରିକେଟ ସିରିଜ ଆଜି ଅପରାହ୍ନରେ ପୁରସ୍କାର ବିତରଣ କରାଯାଇଛି। ୨୦ ଓଭର୍ ବିଶିଷ୍ଟ ଫାଇନାଲ ମ୍ୟାଚ ରେ ପ୍ରଥମେ ବିନଦାସ

ତ୍ରିଲୋଚନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଲିକୁ-11 ବରପଦା ଚମ୍ପିୟାନ

ପ୍ରଥମ ବାର୍ଷିକ ମା ପାଟମହାଦେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଲେଇଜଙ୍ଗର ଆଜି ଥିଲା ଅନ୍ତିମ ଦିବସ ,ଅନ୍ତିମ ଦିବସରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା ଜୁଆଳିବନ୍ଧ କ୍ରିକେଟ୍ କ୍ଳବ ଓ ଲିକୁ-11 ବରପଦା କ୍ରିକେଟ୍ କ୍ଳବ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରି ଫାଇନାଲରେ

ମହାମାୟୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ, ଖରିଡାଳି ଚମ୍ପିଆନ

୧୧ତମ ମହାମାୟୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଥିଲା ଅନ୍ତିମ ଦିବସ ,ଅନ୍ତିମ ଦିବସରେ ଫାଇନାଲକୁ ଉତିର୍ନ ହୋଇଥିଲା ଖରିଡାଳି କ୍ରିକେଟ୍ କ୍ଳବ ଓ ବମ୍ପା କ୍ରିକେଟ୍ କ୍ଳବ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନା-ସାମ୍ନି ହୋଇଥିଲେ। ଖରିଡାଳି ଟସ୍

ବାଉଁଶପୋଖରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବାଉଁଶପୋଖରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ହିନ୍ଦୋଳ କ୍ରିକେଟ୍ କ୍ଳବ ଓ ଠୋକର କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୫ଓଭର ବିଶିଷ୍ଟ ମ୍ୟାଚରେ ହିନ୍ଦୋଳ ତାର ୨ଗୋଟି ୱିକେଟ ମଧ୍ୟରେ ୨୩୦ ରନ୍ ବିଶାଳ ସ୍କୋର୍ କରିଥିଲା। ଦଳ ପକ୍ଷରୁ

୧୦ମ ବୃନ୍ଦାବନପୁର କପ୍ ଉଦଯାପିତ

ଶ୍ରୀ ଗଣେଶ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଦଶମ ବୃନ୍ଦାବନପୁର କପ୍ ଗତ ୨୬/୧୨/୨୦୨୦ ଆରମ୍ଭ ହୋଇ ୦୯/୦୧/୨୦୨୧ ଗତକାଲି ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚ୍ ରେ ଘଟିପିରି ଓ ଜରିପାଳ କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜରିପାଳ ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଏମ୍.ବି.ସି କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି ମା ଭୁଲକେଶ୍ବରୀ ପ୍ରିମିୟର ଲିଗ୍

ସୋଲଗାଁ ଏମ୍.ବି.ସି କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ମା ଭୁଲକେଶ୍ବରୀ ପ୍ରିମିୟର ଲିଗ୍ । ଏହାର ଦ୍ବିତୀୟ ଲିଗ୍ ମ୍ୟାଚ୍ ରେ ଦଶିପୁର ଓ ଜାରଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦଶିପୁର ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଧାରିତ ୧୫

୭ମ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ, କାରନ୍ଦା ଖେଳ ପଡିଆରେ କାରନ୍ଦା ଗ୍ରାମ ପକ୍ଷରୁ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଉଦଯାପନ ଦିବସ (ମେଗା ଫାଇନାଲ୍)। ଏହି ମେଗା ଫାଇନାଲ ମ୍ୟାଚ୍ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଠୋକର କ୍ରିକେଟ୍ ଦଳ ଓ ବୋଉଳିଗଡ କ୍ରିକେଟ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ; ବିଶ୍ୱନାଥପୁର ବିଜୟୀ

ଆଜି ୨୪ ତମ ଗଁଦିଆ ପ୍ରିମୀୟର ଲିଗି ଉଦଯାପିତ ହୋଇଯାଇଛି ମ୍ ପ୍ରଥମେ ଟସ ଜିତି ଗଁଦିଆ ଜେଡିସିଟି ଦଳ ତାର ସମସ୍ତ ୱିକେଟ ହରାଇ ୧୮୫ ରନ କରିଥିଲେ । ଗଁଦିଆ ତରଫରୁ ରାମ ଓ ଶ୍ୟାମ ଦୁଇ ଭାଇ ରାମ ୬୨ , ଶ୍ୟାମ ୫୬ ରନ ସଂଗ୍ରହ କରିଥିଲେ । ତାହାର ଜବାରେ ବିଶ୍ୱନାଥପୁର ନିର୍ଦ୍ଧାରିତ ୧୪-ଓଭର ରେ

ମା ନଣ୍ଡାବିର କ୍ରିକେଟ ଟୁନାମେଣ୍ଟ ଉଦଘାଟିତ ; ପ୍ରଥମ ମ୍ୟାଚ ରେ ବସନ୍ତପଡ଼ା ବିଜୟ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅଁଳାକଟାରେ ମା ନଣ୍ଡାବିରି କ୍ରିକେଟ ଟୁନାମେଣ୍ଟ ର ଉଦଘାଟନି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନି ମ୍ୟାଚଟି ସରକାରଙ୍କ କୋଭିଡ ନିୟମକୁ ମାନି ଅନୁଷ୍ଠିତ ହୋଇଥିଲା। ଏହା ସହିତ କ୍ଲବ ପକ୍ଷରୁ ସମସ୍ତଙ୍କୁ ସାନିଟାଇଜର ବଣ୍ଟନ କରାଯାଇଥିଲା।ଏହି
error: Content is protected !!